Monthly Archives

July 2022

ଅଗ୍ନିପଥ ଯୋଜନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ଘେରିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣିଥରେ କେନ୍ଦ୍ରରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଭାରତୀୟ ବାୟୁସେନାରେ ଅଗ୍ନିପଥ ଯୋଜନା ଅଧୀନରେ ଅଗ୍ନିବୀର ନିଯୁକ୍ତି ପାଇଁ ପରୀକ୍ଷା ଆଜି ଜୁଲାଇ ୨୪ରୁ ଆରମ୍ଭ ହୋଇଛି । ଏହି ସମୟରେ ରାହୁଲ ଗାନ୍ଧୀ
Read More...

ପାକ୍ ଅଧିକୃତ କାଶ୍ମୀର କାହାର ?…. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାମ୍ମୁରେ କ’ଣ କହିଲେ, ଆସନ୍ତୁ…

ଜାମ୍ମୁ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାମ୍ମୁରେ ଅଛନ୍ତି ଏବଂ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀର ସମ୍ପର୍କରେ ସେ ଏକ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି, 'ପାକିସ୍ତାନ ଅଧିକୃତ କାଶ୍ମୀରକୁ ନେଇ ଭାରତ ସଂସଦରେ ଏକ ସଂକଳ୍ପ ପାରିତ ହୋଇଛି । ପାକ୍ ଅକ୍ତିଆର ହୋଇଥିବା କାଶ୍ମୀର
Read More...

ବରଗଡ଼-ନୂଆପଡା ନୂତନ ରେଲୱେ ଲାଇନ ଅନୁମୋଦନ ପାଇଥିବାରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନ ସାଧାରଣଙ୍କ ବହୁ ଦିନର ଆଶା ଆକାଂକ୍ଷା ଓ ଦାବୀ ପ୍ରତି ନରେନ୍ଦ୍ର ମୋଦୀଙ୍କ ସରକାର ମୋହର ମାରି ବରଗଡରୁ ନୂଆପଡା ପର୍ୟ୍ୟନ୍ତ ଏକ ନୂତନ ରେଲୱେ ଲାଇନକୁ ଅନୁମୋଦନ କରିଥିବାରୁ ନୂଆଦିଲ୍ଲୀ ରେଲୱେ ଭବନରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ
Read More...

ଆଧୁନିକ କବିତାର ପାଠକ

ମୀନକେତନ ବାରଲେବଡ଼ିଆ ଆଧୁନିକ କବିତା ବୋଧଗମ୍ୟ ନୁହେଁ- ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଓଡ଼ିଆ ପାଠକମାନଙ୍କ ମଧ୍ୟରେ ଆଧୁନିକ କବିତା ପ୍ରତି ଆଗ୍ରହ ଆଶାଜନକ ଭାବେ ବୃଦ୍ଧି ପାଇଛି, ଏକଥା ଆମକୁ ସ୍ବୀକାର କରିବାକୁ ହେବ । ପ୍ରତିଦିନ ଅଜସ୍ର କବିତା ଲେଖାହେଉଛି, ସାମାଜିକ ଗଣମାଧ୍ୟମରେ
Read More...

କାବା ହେଇଯିବ ହୋ’ : ଏଭର୍‌ କବିତା ଆସର୍‌

କବିତା ଟେ ପଢ଼୍‌ବାର୍‌ ଲାଗି କି କବିତା କିଛି ମନ୍‌ ଦେଇକରି ଶୁନ୍‌ବାର୍‌ ଲାଗି କବିତା ଆସର୍‌ କେ କବି ଜନେ ଲମିଯିବାର୍‌ଟା ସ୍ୱଭାବିକ୍‌ କଥା ଆଏ । ମାତର୍‌କ’ ଏଭେ କିଛି କିଛି କବିତା ଆସର୍‌ ଥି ଯେନ୍‌ ହାଟ୍‌ ବଜାର୍‌ ବସୁଛେ, ସେଟା ଦେଖିକରି ଡର୍‌ ଲାଗି ବସ୍‌ଲାନ’ । ଯେନ୍‌ ହୁଆହୁଟା ଯେ’
Read More...

ବୃଦ୍ଧଙ୍କ ଉପରେ ମାଡ଼ିଗଲା ବସ୍ : ଡ୍ରାଇଭର ଫେରାର୍

ଯାଜପୁର/ଦଶରଥପୁର : ଆଜି ସକାଳୁ ସକାଳୁ କୟାଁଗୋଲାରୁ କଟକ ଯାଉଥିବା ଯାତ୍ରୀବାହୀ ପ୍ରଧାନ ବସ୍ ଦୁବକଣଠାରେ ବୃଦ୍ଧଙ୍କ ଉପରେ ମାଡ଼ି ଯାଇ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣହାନୀ ଘଟିଥିଲା । ଆଜି ସକାଳ ସାଢ଼େ ୭ଟା ପାଖାପାଖି ସମୟରେ ଏହି ଦୁର୍ଘଟଣା ଘଟିଥିବା
Read More...

ରାସ୍ତା ମରାମତି ଦାବୀରେ ଜାତୀୟ ରାଜପଥ ଅବରୋଧ

ଅନୁଗୁଳ : ଆଜି ରାସ୍ତା ମରାମତି ଦାବୀରେ ୬ ଘଣ୍ଟା ପାଇଁ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଅନୁଗୁଳ ଓକିଲ ସଂଘ ପକ୍ଷରୁ ଏନଏଚ୍‌ ଅବରୋଧ କରାଯାଇଥିବା ବେଳେ ସଂଘ ପକ୍ଷରୁ ୨ଟି ପ୍ରମୁଖ ଦାବୀ ରଖାଯାଇଛି । ଏନ୍‌ଏଚ୍‌-୫୫ର ସମ୍ପ୍ରସାରଣ ବିଳମ୍ବ ଓ ରାସ୍ତା ଦୂରାବସ୍ତାର ପ୍ରତିବାଦରେ ଅବରୋଧ
Read More...

ସାଙ୍ଗର ଠେଙ୍ଗା ମାଡ଼ରେ ଅନ୍ୟ ଜଣେ ସାଙ୍ଗ ମୃତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାମାନ୍ୟ ବଚସାରୁ ସାଙ୍ଗର ଜୀବନ ନେଲା ନୃଶଂସ ବନ୍ଧୁ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗଙ୍ଗାପୁର ରାସ୍ତାରେ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟାରେ ବଡଆଗୁଳ ଗାଁର ଅମର ମଲ୍ଲିକ ତାଙ୍କ ସାଙ୍ଗ
Read More...

ସୂକ୍ଷ୍ମ କଳାକୃତିରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା

ଖୋର୍ଦ୍ଧା : ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୂକ୍ଷ୍ମ କଳାକୃତିରେ ଶୁଭେଚ୍ଛା ଜଣାଇଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ଗୋପୀନାଥପୁର ହାଟବଜାର ଅଞ୍ଚଳର ଶିଳ୍ପୀ ଏଲ୍‌. ଈଶ୍ୱର ରାଓ । ଏକ କାଚବୋତଲ ଭିତରେ ସାଢ଼େ ୩ ଇଞ୍ଚ ଉଚ୍ଚ ଏବଂ ସାଢ଼େ ୨ଇଞ୍ଚ ଓସାରର ଏକ ଫଟୋ ଫ୍ରେମ୍‌ରେ
Read More...

ବାଇକ ଓ ଟ୍ରକ୍‌କୁ ଧକ୍କା ଦେଲା କାର, ୩ ମୃତ

ଚେନ୍ନାଇ : ତାମିଲନାଡୁକ ଥାନୀରପାନ୍ଥଲ ଦେଇ ଯାଇଥିବା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏକ କାର୍- ବାଇକ ଓ ଟ୍ରକ୍ ଧକ୍କା ଦେବାରୁ ଏହି ଅଘଟଣ ଘଟିଛି । ସୂଚନାନୁସାରେ, ଶନିବାର ସନ୍ଧ୍ୟାରେ ଏକ ବାଇକରେ ଦୁଇ ଜଣ ପେରାମବାଲୁର ରାଜପଥ
Read More...