Monthly Archives

July 2022

ଫସଲ ବୀମା ପ୍ରଦାନ ଦାବୀରେ ସଇଁତଲା ତହସିଲ ଅଫିସ ଘେରିଲେ ଚାଷୀ : ବୀମା ରାଶି ପ୍ରଦାନ ନ କଲେ ୩୦ରେ ରାସ୍ତାରୋକ ପାଇଁ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ତହସିଲ ଅନ୍ତର୍ଗତ ଡେଙ୍ଗ, ସଇଁତଲା, କୁମ୍ଭାରୀ, ତାଳବାହାଲ, ବିବିନା, କନ୍ଧକେଲଗାଁ, ଭଦ୍ରା, ଗଣ୍ଡପତ୍ରାପାଲି, କୁଇକେଡ଼ା, ଜୁରାବନ୍ଦ, ଝିଙ୍କିଡୁଙ୍ଗୁରି, ଟିକ୍ରାପଡା ଓ କଅଁସର ପଞ୍ଚାୟତର ଚାଷୀଙ୍କୁ ଗତ ୨୦୨୧ ଖରିଫ ଫସଲ ବୀମା
Read More...

କଣ୍ଟାମାଲର ଗଦ୍‌ଗଦା ଜଳପ୍ରପାତ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଉମା ପଞ୍ଚାୟତ ଅନ୍ତର୍ଗତ ସମାଡାଙ୍କି ଗ୍ରାମ ନିକଟରେ ବାଉଁଶ ପାହାଡ ଉପରେ ଥିବା ଲତା ଝରଣା 'ଗଦ୍‌ଗଦା' ଜଳପ୍ରପାତ ନାମରେ ପରିଚିତ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଗଦ୍‌ଗଦା ଜଳପ୍ରପାତକୁ ଯିଏ ଥରେ ଆସିଛି ସେ କେବେ
Read More...

ବିଜୁ ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ

ପୁଇଁତଲା, (ଶମ୍ଭୁନାଥ ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ବିଜେଡ଼ି ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମାନ କରାଯାଉଛି । ସେହି କ୍ରମରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ପୁଇଁନ୍ତଲା ବିଜୁ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଆଗଲପୁର ଗ୍ରା.ପ.ରୁ ୩ ଜଣ, ବଲାଙ୍ଗିର ବ୍ଲକ ସକମା ଗ୍ରା.ପ.ରୁ ୨ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୨୦,
Read More...

ଘରୋଇ କଳହକୁ କେନ୍ଦ୍ର କରି ବୃଦ୍ଧଙ୍କ ଆତ୍ମହତ୍ୟା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଧୀନସ୍ଥ ଗଣ୍ଡପତ୍ରାପାଲି ପଞ୍ଚାୟତର ଭତାସର ଗାଁର ଜଣେ ବ୍ୟକ୍ତି ଘରୋଇ କଳହକୁ କେନ୍ଦ୍ର ଜଣେ ବୃଦ୍ଧ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ବ୍ୟକ୍ତିଙ୍କ ନାମ ଉପେନ୍ଦ୍ର ରଣା ଓରଫ ଫକୀର (୫୦)  ବୋଲି ଜଣାପଡିଛି
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୨୪ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୦ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

କର୍ପୂରଙ୍କ ସହ ଫଟୋ ହୋଇ କାମ ସାରିଦେଲା ପ୍ରଶାସନ : ଦୁଃଖ ବୁଝିବାକୁ କାହାରୀ ଆନ୍ତରିକତା ନାହିଁ, ଦେବଦୂତ ସାଜି…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ରାମପୁର ସ୍ଥିତ ଏକ ନିଛାଟିଆ ସ୍ଥାନରେ ଅଭିଶପ୍ତ ଜୀବନ କାଟୁଥୁବା ୭୦ ବର୍ଷିଞ କର୍ପୂର ପୁଟେଲଙ୍କ ଦୁଃଖ ବୁଝିବାକୁ କାହାରି ଆନ୍ତରିକତା ନାହିଁ । ବର୍ଷ ବର୍ଷ ଧରି ଏମିତି ଅଭିଶପ୍ତ ଜୀବନ କାଟୁଥୁଲେ ମଧ୍ୟ ନା ପ୍ରାସଶନିକ ଅଧିକାରୀ ନା ରାଜନେତାଙ୍କ
Read More...

ଝାରବନ୍ଧ ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳ ଝାରବନ୍ଧ ବ୍ଲକରେ ଜନସାଧାରଣଙ୍କ ସୁବିଧା ଓ ଅସୁବିଧା ବୁଝିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲା ଏସ୍‌ପି
Read More...

ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ ପରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ

ନୂଆଦିଲ୍ଲୀ, (ପିଆଇବି) :ଜୁହାର !ନମସ୍କାର !ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ନିମନ୍ତେ ମତେ ନିର୍ବାଚିତ କରିଥିବାରୁ ମୁଁ ସମସ୍ତ ସଂସଦ ଓ ବିଧାନସଭା ସଦସ୍ୟଙ୍କୁ ମୋର ହାର୍ଦ୍ଦିକ କୃତଜ୍ଞତା ଜଣାଉଛି । ଆପଣମାନଙ୍କ ଭୋଟ୍ ଦେଶର କୋଟି କୋଟି ନାଗରିକଙ୍କ ବିଶ୍ୱାସର ଅଭିବ୍ୟକ୍ତି । ଏହି
Read More...

ପାର୍ବତୀ ଗିରି ସେବା ସମ୍ମାନ ପାଇବେ ଡାକ୍ତର କୃଷ୍ଣ ପ୍ରସାଦ ବହିଦାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ମାଆ ପାର୍ବତୀ ଗିରିଙ୍କ ଶ୍ରାଦ୍ଧ ସମାରୋହ ପାଳନ କରାଯିବ । ଏହି ପାର୍ବଣରେ ବିଶିଷ୍ଟ ସେବକ ଡା. କୃଷ୍ଣ ପ୍ରସାଦ ବହିଦାରଙ୍କୁ ମର୍ଯ୍ୟାଦାଜନକ “ପାର୍ବତୀ ଗିରି ସେବା ସମ୍ମାନ”
Read More...