ଖପ୍ରାଖୋଲ ପୁଲିସ କବଜାରେ ପାଣିପମ୍ପ ଚୋର
ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଦାନାମାଲ ଗ୍ରାମର ବୈତାଳୁ ଭୁଏଙ୍କ ଚାଷ ଜମିରେ ଜଳସେଚନ ପାଇଁ ବ୍ୟବହାର ହେଉଥିବା ୩ ଏଚ୍ପିର ଗୋଟିଏ ପାଣିପମ୍ପ ଗତ ୯/୦୭ ତାରିଖରେ କେହି ଚୋରି କରି ନେଇଥିବା ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ!-->…
Read More...
Read More...