Monthly Archives

July 2022

ପରୀକ୍ଷା ଫଳ ଆଧାରରେ ୮୦% ହିସାବକୁ ନେଇ ପ୍ରତ୍ୟେକ ବିଷୟରେ ମୂଲ୍ୟାୟନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରଥମଥର ପାଇଁ ୨୦୨୧-୨୨ ଶିକ୍ଷାବର୍ଷରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ତ୍ରୈମାସିକ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା । ତ୍ରୈମାସିକ ପରୀକ୍ଷା ଫଳ ଆଧାରରେ ଶତକଡା ୨୦% ଏବଂ ପରିଷଦ ଦ୍ୱାରା ପରିଚାଳିତ ପରୀକ୍ଷା ଫଳ ଆଧାରରେ ୮୦% ହିସାବକୁ ନେଇ ପ୍ରତ୍ୟେକ
Read More...

୭୫ ଦିନ ପାଇଁ ବିନା ମୂଲ୍ୟରେ ଟିକାକରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୧୮ରୁ ୫୯ ବର୍ଷ ନିମନ୍ତେ ଚଳିତ ଜୁଲାଇ ୧୫ ତାରିଖରୁ କୋଭିଡ୍ ପ୍ରିକ୍ସନ୍ ଡୋଜ୍ ସରକାରୀ କୋଭିଡ୍ ଟୀକାକରଣ କେନ୍ଦ୍ରମାନଙ୍କରେ ୭୫ ଦିନ ପାଇଁ ବିନା ମୂଲ୍ୟରେ ଦିଆଯାଉଛି । ୨ୟ ଡୋଜ୍ ଟୀକା ନେଇଥିବା ବ୍ୟକ୍ତିମାନେ ୬ ମାସ ପରେ ପ୍ରିକ୍ସସନ୍ ଡୋଜ୍ ନେଇପାରିବେ ।
Read More...

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି । ବିଜ୍ଞାନ ପରୀକ୍ଷାରେ ପାସ୍ ହାର ୯୪.୧୨ ପ୍ରତିଶତ ଏବଂ ବାଣିଜ୍ୟରେ ପାସ୍ ହାର ୮୯.୨୦ ପ୍ରତିଶତ ରହିଛି । ବିଜ୍ଞାନରେ ୭୬,୬୦୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୨,୧୦୬ ଜଣ ଉତ୍ତୀର୍ଣ୍ଣ
Read More...

ପର୍ଶୁପାଲି, ମୁରସିଂରେ ବୁଲା କୁକୁର ଆତଙ୍କ : ୮ ଆହତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ କୁତୁର୍ଲା ପଞ୍ଚାୟତ ମୁରସିଂ ଗାଁରେ ବୁଧବାର ଏକ ପାଗଳ କୁକୁର କାମୁଡ଼ାରେ ୮ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୩୦ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ଜିଲ୍ଲାରୁ ୩୫

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦୩୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୭୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୯୭୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୩
Read More...

ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ କାର୍ଯ୍ୟକ୍ରମ ଆୟୋଜିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଗତକାଲି ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ୨୦୪୭ ବିଜୁଳି ମହୋତ୍ସବ ଆୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ
Read More...

ଜୋନାଲସ୍ତରୀୟ କବାଡି, ଖୋଖୋ ଓ ଭଲିବଲ ପ୍ରତିଯୋଗିତା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆଇସିଏସ୍‌ସି ଜୋନାଲ ସ୍ତରୀୟ କବାଡି, ଖୋଖୋ ଓ ଭଲିବଲ ପ୍ରତିଯୋଗିତା-୨୦୨୨ ସ୍ଥାନୀୟ ଜୟଶ୍ରୀ କେମିକାଲସ ଇଂଲିଶ ମିଡିୟମ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଗ୍ରାସୀମ ଇଣ୍ଡଷ୍ଟ୍ରିଜର ୟୁନିଟ ହେଡ ଦିଗବିଜୟ ପାଣ୍ଡେ ଉଦ୍‌ଘାଟନ କରିଥିଲେ ।
Read More...

ସାହିତ୍ୟ ଜୀବନର ହିଁ କଥା କହେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନଠାରେ ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ରଚନା ତରଫରୁ ଗତକାଲି କବି ଓ କଥାକାର ସ୍ୱର୍ଗତ ଗଗନ ସ୍ୱାଇଁ ସ୍ମାରକୀ ବକୃତା ଅନୁଷ୍ଠିତ ହୋଇଯାଇଛି । ରଚନାର ସଭାପତି ସନାତନ ଠାକୁରଙ୍କ ସଭାପତିତ୍ୱରେ 'ଆମ ଜୀବନ ଆମ
Read More...

୨୦୧୪ରୁ ଏବେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗରେ ୭ ଲକ୍ଷ ୨୨ ହଜାର ସ୍ଥାୟୀ ନିଯୁକ୍ତି

୨୦୧୪ରୁ ଏବେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗ ଗୁଡିକରେ ୭ ଲକ୍ଷ ୨୨ ହଜାରରୁ ଅଧିକ ଲୋକମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛିଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ୨୦୨୧– ୨୨ ବଜେଟ୍‌ରେ ଆରମ୍ଭ କରା ଯାଇଥିବା ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନା ଗୁଡିକରେ ୬୦
Read More...

ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ

ଜାତୀୟ ଶିକ୍ଷା ନୀତିର ଯୋଜନାବଦ୍ଧ କ୍ରିୟାନ୍ୱୟନ ଓ ନବସୃଜନକୁପ୍ରୋତ୍ସାହନ ଦେବା ଦିଗରେ ଆଲୋଚନା ହେଲା– ଧର୍ମେନ୍ଦ୍ର ପ୍ରଧାନ• ନୀତି ଆୟୋଗ ‘ପରିଚାଳନା ପରିଷଦ’ର ସପ୍ତମ ବୈଠକରେ ଯୋଗ ଦେବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ନୀତି ଆୟୋଗ ଉପାଧ୍ୟକ୍ଷ• ଆସନ୍ତା ୭ରେ ନୂଆଦିଲ୍ଲୀଠାରେ
Read More...