Monthly Archives

July 2022

ଉତ୍କଳ ନବଜୀବନ ମଣ୍ଡଳ ତରଫରୁ ମାଳତୀ ଚୌଧୁରୀଙ୍କ ୧୧୯ତମ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ନବଜୀବନ ମଣ୍ଡଳ ଜଗଦାଠାରେ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ, ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ଆନ୍ଦୋଳନର ନେତ୍ରୀ, ସମାଜରେ ହେଉଥିବା ଶୋଷଣ, ଅନ୍ୟାୟ, ଅତ୍ୟାଚାରରେ ପୀଡିତ ଚାଷୀ, ମୂଲିଆ, ଗରୀବ ଆଦିବାସୀ, ହରିଜନଙ୍କ ମୁକ୍ତି ସଂଗ୍ରାମର ପ୍ରତୀକ
Read More...

୩୧ରେ ରାଜ୍ୟସ୍ତରୀୟ ମହିଳା ପାଇକ ଆଖଡ଼ା ସମାବେଶ

ଭୁବନେଶ୍ୱର : ଆସନ୍ତା ୩୧ ତାରିଖ ଦିନ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ମହିଳା ପାଇକ ଆଖଡ଼ା ସମାବେଶ, ଶୋଭାଯାତ୍ରା, ବିଜୟ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହେବ । ଏନେଇ ହୋଟେଲ କେଶରୀଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ ପକ୍ଷରୁ ସୂଚନା
Read More...

ରାଜଧାନୀକୁ ସରକାରୀ ବସ ଚଳାଚଳ ପାଇଁ ଭାଜପାର ଦାବୀ

କଲ୍ୟାଣସିଂହପୁର : ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରୁ ଭୁବନେଶ୍ୱରକୁ ସିଧାସଳଖ ଯୋଗାଯୋଗ ପାଇଁ କିଛି ସାଧନ ନାହିଁ ତେଣୁ ଲୋକମାନେ ଅନେକ ସମୟରେ ରାଜଧାନୀ ଯିବାକୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ଘରୋଇ ବସର ଶୋଷଣର ଶିକାର ହେଉଛନ୍ତି ସାଧାରଣ ଯାତ୍ରୀମାନେ ।
Read More...

ବେଆଇନ ମାଙ୍କଡା ପଥର ଖଣିରେ ଚଢାଉ : ପ୍ରୋକଲିନ୍ ଓ ହାଇୱା ଜବତ, ୭ ଗିରଫ

ଟାଙ୍ଗୀ : ବେଆଇନ ମାଙ୍କଡା ପଥର ଖଣି ଉପରେ ଟାଙ୍ଗୀ ପୋଲିସର ନାଇଟ୍ ଅପରେସନ୍ । ଗୋଟିଏ ପ୍ରୋକଲିନ୍ ସହିତ ୬ଟି ହାଇୱା ଜବତ ହୋଇଛି । ଗାଡି ଜବତ କରିବା ସହିତ ୭ଜଣଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ । ସୂଚନାଯୋଗ୍ୟ ଯେ, ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ଛକ ନିକଟରେ ଅଧ ରାତିରେ ପଥର
Read More...

୫ରେ ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୫ରେ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଭବନରେ ଆୟୋଜିତ 'ଆଜାଦି କା ଅମୃତ ମହୋତ୍ସବ'ର ଜାତୀୟ କମିଟି ବୈଠକରେ ସେ ଯୋଗଦେବେ । ଏହା ସହ ନୀତି ଆୟୋଗ ପରିଚାଳନା
Read More...

ବଡଭାଇର ମୃତ୍ୟୁ ଖବର ଶୁଣି ସାନଭାଇର ଆତ୍ମହତ୍ୟା ଉଦ୍ୟମ ଘଟଣା : ଚିକିତ୍ସାଧୀନ ଅବସ୍ଥାରେ ଜୀବନ ହରାଇଲେ ସାନଭାଇ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା କୁମାରଖୁନ ଗାଁରେ ଘଟିଛି ଅଭାବନୀୟ ଘଟଣା । ବଡଭାଇର ମୃତ୍ୟୁ ଖବର ପାଇ ବିଷ ପିଇଲେ ସାନଭାଇ । ଗୁରୁତ୍ତର ଅବସ୍ଥାରେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତି ୧୦ ଘଣ୍ଟା ସମୟରେ
Read More...

ଆଜି ବିଶ୍ୱ ବ୍ୟାଘ୍ର୍ୟ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ବ୍ୟାଘ୍ର୍ୟ ଦିବସ । ଜଙ୍ଗଲ ରାଜାର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ୨୯ ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଉଛି । ସାରା ବିଶ୍ୱରେ ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି । ବିଶ୍ୱର ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ
Read More...

ନୃତ୍ୟ ଗୀତ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦକ୍ଷିଣ ରାଉରକେଲାର ନୟାଡେରାଠାରେ ମାଝୀ ମାଣ୍ଡଆ ଓ ରଘୁନାଥ ଯୁବକ ସଂଘ ତରଫରୁ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସାନ୍ତାଳୀ ପରମ୍ପରାର ନୃତ୍ୟ ଗୀତ ମାଧ୍ୟମରେ ଗ୍ରାମବାସୀଙ୍କ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ମାଝୀ ମାଣ୍ଡଆର ଆବାହକ
Read More...

ଯୁବତୀଙ୍କ ଘର ଆଗରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପତ୍ନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରେକଲା ସେକ୍ଟର-୧୬ ଶିବାଜୀ ନଗର ବସ୍ତିରେ ଜଣେ ଯୁବତୀଙ୍କ ଘର ଆଗରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଆତ୍ମହତ୍ୟା ନାଁ ହତ୍ୟା ସେ ନେଇ
Read More...

ଲଜ୍ଜା : ୬ ଜଣ ଲୋକ ମିଶି ରାତିସାରା ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପରଦିନ ଭୁତେଶ୍ୱର ମନ୍ଦିର ନିକଟରୁ…

ଜୟପୁର : ରାଜସ୍ଥାନର ଧୌଲପୁରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ନାବାଳିକା ରାତି ସାରା ୬ ଜଣ ଦୁର୍ବୃତଙ୍କ ଦ୍ୱାରା ଗଣଦୁଷ୍କର୍ମ ଶିକାର ହୋଇଥିବା ବେଳେ ପରଦିନ ପୀଡିତାଙ୍କୁ ଭୁତେଶ୍ୱର ମନ୍ଦିର ନିକଟରେ ପକାଇ ଦେଇଥିଲେ । ଏହି ମାମଲାରେ ପୋଲିସ କହିଛି ଯେ, ଜଣେ ୧୪ ବର୍ଷର
Read More...