ବାଇକ୍କୁ ଧକ୍କା ଦେଲା ଟ୍ରକ୍ : ବାପା, ମା’, ପୁଅ ସମେତ ୫ ମୃତ
ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଜାତୀୟ ରାଜପଥ କୃଷ୍ଣା ଛକଠାରେ ଟ୍ରକ୍ ଏବଂ ବାଇକ୍ ମଧ୍ୟରେ ମହାଁମୁହିଁ ଧକ୍କା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଗୋଟିଏ ପରିବାରର ବାପା, ମା' ଓ ଶିଶୁପୁତ୍ର । ମୃତକ ମାନେ ହେଲେ କୋମନା ଥାନା!-->…
Read More...
Read More...