୫୭ ଲକ୍ଷ ଟଙ୍କା ଭର୍ତ୍ତି ଭେନ୍କୁ ଧରି ଡ୍ରାଇଭର ଫେରାର
ନୂଆପଡା, (ନିରାକାର ମେହେର) : ନୂଆପଡ଼ା ଖଡ଼ିଆଳ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏଟିଏମ୍ କାଉଣ୍ଟରରେ ଡିପୋଜିଟ ପାଇଁ ଯାଉଥିବା ୫୭ ଲକ୍ଷ ୧୨ହଜାର ନଗଦ ଟଙ୍କା ଧରି ଭ୍ୟାନ୍ ସହ ଡ୍ରାଇଭର ଫେରାର ହୋଇଯାଇଛି ।!-->…
Read More...
Read More...