ସାଲେପାଲିରେ ତିନି ଠାକୁରଙ୍କ ରାମ ଅବତାର
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ମାଉସୀ ମନ୍ଦିରରେ ମଙ୍ଗଳବାର ତିନି ଠାକୁରଙ୍କ ରାମ ଅବତାର କରାଯାଇଥିଲା । ଏହି ଅବତାରକୁ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉତ୍ସାହର ସହିତ ଦର୍ଶନ କରିବାକୁ ସ୍ଥାନୀୟ ମାଉସୀ ମନ୍ଦିରକୁ ଆସିଥିଲେ ।
Read More...
Read More...