Monthly Archives

July 2022

ବୃକ୍ଷ ହିଁ ଜୀବନ : ଶପଥ ନେଲେ କୁଲୁତା ସମାଜ ଯୁବ ସଦସ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଆଗଲପୁର ବ୍ଲକ ଭରସୁଜା ଜଳନ୍ଦର କଲେଜରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୦ଟି ଚାରା ରୋପଣ କରାଯାଇଥିଲା । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ
Read More...

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପି.ପି.ଏକାଡେମୀଠାରେ ସଂଜିବନୀ ଓ ୧୮୯ ବାଟାଲିୟନ ସିଆରପିଏଫ୍‌ ଯବାନମାନଙ୍କ ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଜିବନୀର ସଂପାଦକ ସୁମିତ ରାମ ଭରଦ୍ୱାଜଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଉତ୍କଳ ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ-ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ ପାଠାଗାର ପରିସରରେ ଏକ ନିଃଶୁଳ୍କ ସାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ଵର 'ସମ୍ ହସପିଟାଲର'
Read More...

ବିଶିଷ୍ଟ ପାଲା ଗାୟକଙ୍କ ପରଲୋକ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖୋର୍ଦ୍ଧା ସବ୍‌ଡିଭିଜନ ଅନ୍ତର୍ଗତ ବୋଲଗଡ଼ ବ୍ଲକ ବୋରିକ-ନୂଆଗାଁର ବିଶିଷ୍ଟ ପାଲା ଗାୟକ ଆନନ୍ଦ ଚନ୍ଦ୍ର ବେହେରାଙ୍କ ଗତକାଲି ପରଲୋକ ଘଟିଛି । ସେ ଜଣେ ସୁଦକ୍ଷ କଳାକାର ଭାବେ ସୁପରିଚିତ ଥିଲେ । ତାଙ୍କର ସୁଲଳିତ କଣ୍ଠର ଯାଦୁରେ ଦର୍ଶକଙ୍କୁ ସେ
Read More...

୧୮ ଜୁଲାଇରୁ ପଦ୍ମପୁର ସବଡିଭିଜନକୁ ଅଚଳ କରିବ ରାଜବୋଡାସମ୍ବର କୃଷକ ସଙ୍ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର କୃଷକ ସଂଗଠନର ପକ୍ଷରୁ ଗୋରୁବଜାର ପ୍ରାଙ୍ଗଣରେ ସ୍ଥାୟୀ ସଭାପତି ବାଞ୍ଛାନିଧି ସାହୁଙ୍କ ସଭାପତିତ୍ୱରେ ଫସଲବୀମା ବିଭ୍ରାଟକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୨୦୨୧ ଖରିଫ ଋତୁରେ ଭୟଙ୍କର ମରୁଡି ସତ୍ୱେ
Read More...

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସାମ୍ବାଦିକ ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ହରିନାରାୟଣ ପୂଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଂଘର ପ୍ରତିଷ୍ଠା ଦିବସ ଏବଂ ନୂତନ କର୍ମକର୍ତ୍ତା ଚୟନ
Read More...

ବରିଷ୍ଠ ପୁରୋହିତ ସୁରେନ୍ଦ୍ର ଶତପଥିଙ୍କ ପରଲୋକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ବରିଷ୍ଠ ପୁରୋହିତ ସୁରେନ୍ଦ୍ର ଶତପଥିଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଅନ୍ତିମ ଦିନ ପର୍ଯ୍ୟନ୍ତ ବଜାର ସମେତ ଆଖପାଖ ଅଞ୍ଚଳରେ ବିଭିନ୍ନ କର୍ମକାଣ୍ଡ, ଗୃହ
Read More...

ଆର୍‌ଏମ୍‌ସି ଗୋଦାମରୁ ସାର ଚୋରି ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଆର୍‌ଏମ୍‌ସି ଗୋଦାମରୁ ୧୦୭ ବସ୍ତା ସାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଆର୍‌ଏମ୍‌ସି ଗୋଦାମରୁ ଶୁକ୍ରବାର ରାତିରେ ଚୋରମାନେ ତାଲା ଭାଙ୍ଗି ୭୫ପ୍ୟାକେଟ ୟୁରିଆ ଓ ୩୨ପ୍ୟାକେଟ ଡିଏପି ସାର ନେଇ ଯାଇଥିବା ବିଷୟରେ ଗୋଦାମ ଦାୟିତ୍ୱରେ
Read More...

୧ ଇଞ୍ଚର ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରି ବେଶ୍ ଚର୍ଚ୍ଚାରେ ଅଛନ୍ତି କମିରାର ବିଜୟ

ଜହ୍ନାପଙ୍କ : ବୌଦ୍ଧ ଜିଲ୍ଲା ମୁଣ୍ଡାପଡ଼ା‌ ପଞ୍ଚାୟତ କମିରା ଗ୍ରାମର ଚିତ୍ରଶିଳ୍ପୀ ବିଜୟ ସାହୁ ମାଟିରେ ଏକ ଇଞ୍ଚର ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରି ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହା ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଲୋକଙ୍କ ସୁଅ ଛୁଟୁଛି । ଶିଳ୍ପୀ ଶ୍ରୀ ସାହୁଙ୍କ ପାଇଁ ଗ୍ରାମବାସୀ ମଧ୍ୟ
Read More...

ଭାଲୁ ଆକ୍ରମଣରେ ଯୁବକ ଆହତ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଜାମନଣ୍ଡା ଗାଁରେ ଜଣେ ଯୁବକ ଭାଲୁ ଆକ୍ରମଣର ଶିକାର ହୋଇ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଜଳଧର ପ୍ରଧାନ ନାମକ ଜଣେ ବ୍ୟକ୍ତି ଚାଷ କାମ କରିବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଏକ ଭାଲୁ ଆକ୍ରମଣ କରିଥିଲା ।
Read More...