Daily Archives

ଲୋଇସିଂହା ବ୍ଲକ ବିଜେଡି ପକ୍ଷରୁ ବୃକ୍ଷ ରୋପଣ

ଲୋଇସିଂହା, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀ ଅଧୀନସ୍ତ ଲୋଇସିଂହା ବ୍ଲକ ବିଜୁ ମହିଳା, ଯୁବ ଛାତ୍ର ଜନତା ଦଳ ତରଫରୁ ବିଜେଡି ବ୍ଲକ ସଭାପତି ହୃଡାନନ୍ଦ
Read More...

ଆମ ପୁଲିସ ତରଫରୁ ସେକ୍ଟର ୧୯ ଥାନା ପ୍ରଭାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା ପୁଲିସ ତରଫରୁ ସେକ୍ଟର ୧୯ ଥାନା ପ୍ରଭାରୀ ମାନସ ସ୍ୱାଇଁଙ୍କୁ ସେକ୍ଟର ୧୫ ଥାନାକୁ ବଦଳି କରାଯାଇଛି । ଏହି ଅବସରରେ ସେକ୍ଟର ୧୯ ଥାନା ଆମ ପୁଲିସ ତରଫରୁ ଏକ ନିରାଡମ୍ବର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଆମ ପୁଲିସ
Read More...

ଶ୍ରୀ ସତ୍ୟସାଇ ସଂଗଠନ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଶ୍ରୀ ସତ୍ୟସାଇ ସଂଗଠନ ଦ୍ୱାରା ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଓ ଖେଳ ଶିକ୍ଷକ ହେମ ସାଗର ସାହୁ ଉକ୍ତ
Read More...

ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ବନମହୋତ୍ସବ ସପ୍ତାହ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟିର ସଭାପତି ରୋଟାରୀଆନ ଆନାବେଲ ଡିସୌଜାଙ୍କ ନେତୃତ୍ଵରେ କୋଏଲନଗର ବି ବ୍ଲକ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରଠାରେ ବନମହୋତ୍ସବ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ମହିଳା ଗୋଷ୍ଠୀକୁ ମହୁଚାଷ ଉପକରଣ ବଣ୍ଟନ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଗାଈବାହାଲ ଓ ଉଡାର ପଞ୍ଚାୟତର ବିଭିନ୍ନ ମହିଳା ଗୋଷ୍ଠୀକୁ ମହୁଚାଷ ପାଇଁ ଉପକରଣ ବଣ୍ଟନ କରାଯାଇଛି । ଏନେଇ ଜିଲ୍ଲାପାଳ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି । ଗାଈବାହାଲ ପଞ୍ଚାୟତ ଘୁଚିପାଲି ଗାଁର ମା' ସାବିତ୍ରୀ, ଗାୟତ୍ରୀ, ବୀଣାପାଣି ଗୋଷ୍ଠୀର ୩୦
Read More...

ବେଆଇନ ଭାବେ ବାଲି ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ୱାରା ୮ଟି ହାଇୱା ଜବତ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ୍ ଅନ୍ତର୍ଗତ ଓଡିଶା ଓ ଝାଡଖଣ୍ଡ ସୀମାରେ ଥିବା କଙ୍ଗିରା ନଦୀର ଜବାସାହି ନିକଟରୁ ବେଆଇନ ଭାବେ ବାଲି ଚାଲାଣ ବେଳେ ଜବତ କରିଛନ୍ତି ଗ୍ରାମବାସୀ । ଦୀର୍ଘ ୨ ମାସରୁ ଅଧିକ ଦିନ ଧରି ବାଲି ଚୋରା ଚାଲାଣ ହେଉଥିବା ନେଇ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି
Read More...

୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସହରସ୍ଥିତ ହାତୀଶାଳପଡା ଡ୍ୟାମ ନିକଟରୁ ଏକ ବଡ ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଅଜଗର ଧରିବା ପରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଟିମ୍‌ ପହଞ୍ଚି ଅଜଗରକୁ ନେଇଥିଲେ । ଅଜଗର ୧୦ ଫୁଟ ଲମ୍ବ ଓ ୭ କେଜିରୁ
Read More...

ବାରିକ ସମାଜ ଗଠନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାରିକ ସମାଜର ଏକ ବୈଠକ ଉପରଉଡାର ସ୍ଥିତ ବାରିକ ସମାଜ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ ସଭାପତି କିଶୋର ବାରିକ, ବଲାଙ୍ଗିର ବ୍ଲକ ସଭାପତି ରାମଗୋପାଳ ବାରିକ, ପୁଇଁତଲା ବ୍ଲକ ସଭାପତି ଦିଲ୍ଲୀପ ବାରିକ ଜିଲ୍ଲା ପରିଷଦ
Read More...

୫ ଶ୍ରମିକଙ୍କ ମୃତଦେହ ଏକସାଙ୍ଗରେ ଉଦ୍ଧାର

ହାଇଦ୍ରାବାଦ୍‌ : ତେଲେଙ୍ଗାନାର କୋଲାପୁରରେ ୫ ଜଣ ଶ୍ରମିକଙ୍କ ମୃତଦେହ ଏକାସାଙ୍ଗରେ ମିଳିଛି । ଏହାକୁ ନେଇ ଏଠାରେ ଉତ୍ତେଜନା ଦେଖାଦେଇଛି । ଏହି ପାଞ୍ଚଜଣ ଶ୍ରମିକଙ୍କ ମୃତଦେହ ଭୂତଳ ନିର୍ମାଣ ସ୍ଥଳରୁ ମିଳିଛି । କୋଲାପୁର ପୋଲିସ ଇନ୍ସପେକ୍ଟର ଭେଙ୍କଟା ରେଡ୍ଡୀ କହିଛନ୍ତି, ଗୁରୁବାର
Read More...

ହଳଦୀ ଛକରେ ଯାନବାହାନ ଯାଞ୍ଚ : ୯୦ ମାମଲାରୁ ୭୩ ହଜାର ଜୋରିମାନା ଆଦାୟ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଥାନା ୫୯ ନମ୍ବର ଜାତୀୟ ରାଜପଥ ହଳଦୀ ବଜାର ଛକରେ ଗତକାଲି ମୁରିବାହାଲ ଜେଏମ୍‌ଏଫ୍‌ସି କିଶୋର କୁମାର ନାଥଙ୍କ ଉପସ୍ଥିତିରେ ମୋବାଇଲ କୋର୍ଟ ଅନୁଷ୍ଠିତ ହୋଇ ଯାନବାହାନ ଯାଞ୍ଚ କରାଯାଇଥିଲା । ଏଥିରେ ମୋଟ ୯୦ଟି ମାମଲା ରୁଜୁ କରାଯାଇ ୭୩ ହଜାର ଟଙ୍କା
Read More...