Daily Archives

ହିରାଧାରବାଟି କେନାଲରେ ପାଣି ଆସିଲା

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ପୁରୁଷୋତ୍ତମପୁର ବ୍ଲକ ଅଞ୍ଚଳରୁ ଗଞ୍ଜାମ ବ୍ଲକ ପର୍ଯ୍ୟନ୍ତ ଆସିଥିବା ହିରାଧାରବାଟି କେନାଲରେ ପାଣି ଆସିଥିବା ଲକ୍ଷ କରାଯାଇଛି । ଯାହାକୁ ନେଇ ଚାଷୀକୂଳ ମଧ୍ୟରେ ଆସ୍ୱସ୍ତି ପରିଲକ୍ଷିତ ହୋଇଛି । ଗଞ୍ଜାମ ବ୍ଲକ ଅଂଚଳରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଶଷ୍ୟକ୍ଷେତ୍ର
Read More...

ବରିଷ୍ଠ ନାଗରିକଙ୍କୁ ରେଳରେ ପୂର୍ବ ଭଳି ରିହାତି ବ୍ୟବସ୍ଥା ପ୍ରଚଳନ ଦାବୀରେ ରେଳମନ୍ତ୍ରୀଙ୍କୁ ଏଚ୍‌ଏମ୍‌ଏସର ଦାବୀପତ୍ର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ରେଳ ଟିକେଟରେ ପୂର୍ବ ପରି ରିହାତିର ବ୍ୟବସ୍ଥା ପୁନଃର୍ବାର ଚାଲୁ କରିବା ପାଇଁ ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ଉପସଭାପତି ରବି ରଥ ଦାବୀ କରିଛନ୍ତି । ଜୁଲାଇ ୨୭ ତାରିଖରେ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଚିଠି
Read More...

ସ୍ୱକୀୟ ମତ : ବଲାଙ୍ଗିରରେ ସରକାରୀ ଅଫିସ୍‌ର ରୀତି ଓ ଗତି

ସତ୍ୟ ମିଶ୍ର ଦୀର୍ଘ ଦିନପରେ ବଲାଙ୍ଗିର ସରକାରୀ ଅଫିସ କିଛି ବୁଲିବାକୁ ଗଲୁ । ଯାହା ଅନୁଭବ ହେଲା ତାହା ନିମ୍ନ ମତେ ସଂକ୍ଷିପ୍ତ ବର୍ଣ୍ଣନା କରୁଛି । ୦୧. ଦପ୍ତର ମାନଙ୍କରେ ଅନେକ ନାରୀ କର୍ମଚାରୀ ସଂଖ୍ୟା ବୃଦ୍ଧି ପାଇଛି ।୦୨. ସେହି ପୁରୁଣାକାଳିଆ, ଫଟା ଆଲମିରା ସଙ୍ଗେ ବୋଝା ବୋଝା
Read More...

ବାଲୁକାକଳାରେ କାର୍ଗିଲ ବିଜୟ ଦିବସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କାର୍ଗିଲ ବିଜୟ ଦିବସ ହେଉଛି ଭାରତ ବର୍ଷର ଶକ୍ତି, ସଂକଳ୍ପ ଓ ସାମର୍ଥ୍ୟର ପ୍ରତୀକ । ୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖରେ ଭାରତୀୟ ସେନା ଯେଉଁ ବୀରତ୍ୱର ପରାକାଷ୍ଠାରେ ପାକିସ୍ଥାନ ଅନୁପ୍ରବେଶକାରୀଙ୍କ ହୀନ ଉଦ୍ୟମକୁ ପ୍ରତିହତ କରି କାର୍ଗିଲ ଘାଟିକୁ ନିଜ
Read More...

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ : ବିଭିନ୍ନ ବିଭାଗୀୟ କାର୍ଯ୍ୟନ୍ୱୟନର ସମୀକ୍ଷା

ବିଭାଗ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ଼ଃ ସୁରେଶ ଚନ୍ଦ୍ର ଦଳେଇ, ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ପ୍ରକଳ୍ପ
Read More...

ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀଙ୍କ ମଧ୍ୟରେ ବୈଠକ

୬୫୦ କୋଟି ବ୍ୟୟରେ ନାଇଜର ଭୁବନେଶ୍ୱର ଠାରେଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବ- ଧର୍ମେନ୍ଦ୍ର ପ୍ରଧାନ• ହସ୍ପିଟାଲ ନିର୍ମାଣ ଭାରତ ସରକାର ୪୦୦ କୋଟି ଏବଂ ଟାଟା ଟ୍ରଷ୍ଟ ୨୫୦ କୋଟି ଦେବ• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ
Read More...

କାର୍ଗିଲ ବିଜୟ ଦିବସ ପାଳିତ

ବୌଦ୍ଧ, (ମମତା ମହାକୁର) : କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ରଂଜୁ ଅମାତଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଗିଲ ବିଜୟ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଦେଶ ମାତୃକାର ସେବାରେ ପ୍ରାଣବଳି ଦେଇଥିବା
Read More...

ଜୁଲାଇ ପହିଲା ସୁଦ୍ଧା ଓଡିଶାରେ ୧୧୮ଟି ବିଦ୍ୟୁତ୍ ଯାନ ଚାର୍ଜିଂ ଆଉଟ୍ ଲେଟ୍ କାର୍ଯ୍ୟକ୍ଷମ

ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ ଫେମ୍ ଇଣ୍ଡିଆ ଯୋଜନାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୫୩୨ଟି ଚାର୍ଜିଂ ଷ୍ଟେସନ୍ ସ୍ଥାପନା କରିଛିପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଅଧୀନରେ ତୈଳ ବ୍ୟବସାୟ କରୁଥିବା କମ୍ପାନୀ ଗୁଡିକ ଖୁଚୁରା ଆଉଟ୍ଲେଟ୍ରେ ୩୪୪୮ଟି ଇଲେକ୍ଟ୍ରିକ୍ ଯାନ ଚାର୍ଜିଂ
Read More...

ଚାଷୀମାନଙ୍କ ଦ୍ୱାରା ୨୬ ନମ୍ବର ରାଜପଥ ଅବରୋଧ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ଝରନିପାଲି, ବଡଟିକା, ନଅଗାଁ(ଖ), ବେନ୍ଦ୍ରା, ପଟୁଆପାଲି, ସାଲେଭଟା, ନୁନିଆପାଲି ଆଦି ପଞ୍ଚାୟତର ଚାଷୀମାନଙ୍କ ଦ୍ୱାରା ମାନସ ବିହାର ରୁଗୁଡିଖାଲ ଛକଠାରେ ୨୬ ନମ୍ବର ରାଜପଥ ଅବରୋଧ କରାଯାଇଥିଲା । ୨୦୨୧-୨୨ବର୍ଷରେ ଅଞ୍ଚଳର ଚାଷୀ
Read More...

ହେନ୍ତାଳବଣର ସୁରକ୍ଷା ଜରୁରୀ : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜୁଲାଇ ଛବିଶ ହେନ୍ତାଳବଣ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ବନମହୋତ୍ସବ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଜନସେବାକେନ୍ଦ୍ର ଡେଲାଙ୍ଗ ଷ୍ଟେସନ ବଜାରଠାରେ ପରିବେଶ ସଚେତନତା କର୍ମଶାଳା ଅନୁଷ୍ଠିତ
Read More...