Daily Archives

ଦଶମନ୍ତପୁର ବ୍ଲକରେ ଡାଇରିଆ ସ୍ଥିତି ଗମ୍ଭୀର

ଦଶମନ୍ତପୁର : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ଏବେ ଡାଇରିଆ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ରୋଗୀ ଅଧିକ ଗୁରୁତର ନହେଲେ ମଧ୍ୟ ଛଅଟି ପଞ୍ଚାୟତକୁ ବ୍ୟାପୀ ଲୋକଙ୍କୁ ଆତଙ୍କିତ କରୁଛି ଡାଇରିଆ । ସ୍ବାସ୍ଥ୍ୟକେନ୍ଦ୍ରର ସୂଚନା ଅନୁସାରେ ସର୍ବମୋଟ ୫୪ ଜଣ ରୋଗୀ ତାଲିକାରେ ଅଛନ୍ତି । ହେଲେ
Read More...

ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ପଲିଥିନ୍‌ ଏଣ୍ଟ୍ରି ଉପରେ କଟକଣା ରାଜନଗର : ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଗତ ମେ' ୧ରୁ ଚଳିତ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି । ଆସନ୍ତା ଅଗଷ୍ଟ ୧ ତାରିଖରୁ ଏହା ପର୍ଯ୍ୟଟକଙ୍କ
Read More...

ସୁର୍ଜିମୁଣ୍ଡାରେ ବ୍ୟାପିଲା ଡାଇରିଆ : ୨୮ ଆକ୍ରାନ୍ତ

ତରଭା : ଗତ କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍‌ ଦୁବୁଲା ପଞ୍ଚାୟତ ଅନ୍ତର୍ଗତ ସୁର୍ଜିମୁଣ୍ଡା (ସୂର୍ଯ୍ୟମୁଣ୍ଡା) ଗ୍ରାମରେ ଡାଇରିଆ ବ୍ୟାପିବାରେ ଲାଗିଛି । ଏଥିରେ ଅନେକ ଲୋକ ଆକ୍ରାନ୍ତ ହେବାର ସୂଚନା ମିଳିଛି । ଗତ ୨୨ ତାରିଖରେ ପ୍ରଥମେ ୩ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ
Read More...

ଅତ୍ୟାଧୁନିକ ଫଳ ମାର୍କେଟକୁ ଦୋକାନୀ ନ ଗଲେ ବାତିଲ ହେବ ଆବଣ୍ଟନ : ବିଏମ୍‌ସିର ଚେତାବନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅତ୍ୟାଧୁନିକ ଫଳ ମାର୍କେଟକୁ ଦୋକାନୀ ନ ଗଲେ ଆବଣ୍ଟନ ବାତିଲ ହେବ ବୋଲି ବିଏମ୍‌ସି ଚେତାବନୀ ଦେଇଥିବା ଜଣାପଡିଛି । ସୂଚନା ଅନୁସାରେ ବିଏମ୍‌ସି ପକ୍ଷରୁ ୟୁନିଟ-୨ରେ ଫଳ ମାର୍କେଟ ନିର୍ମାଣ ହୋଇଥିଲା । ଜୁନ୍‌ ମାସରେ ଫଳ ମାର୍କେଟର ନିର୍ମାଣ କାର୍ଯ୍ୟ ସରିଥିଲା
Read More...

ଚୌଦ୍ୱାର ଶିଶୁ ବିଦ୍ୟା ମନ୍ଦିର ପରିସରରେ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ଚୌଦ୍ୱାର : ଚୌଦ୍ୱାର ଶିଶୁ ବିଦ୍ୟା ମନ୍ଦିର ପରିସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ୱ ବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ୍‌ ତରଫରୁ ୧ଲକ୍ଷ ୬୫ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପକୁ
Read More...

ଡାଇରିଆରେ ଆକ୍ରାନ୍ତ ହୋଇ ବୃଦ୍ଧାଙ୍କ ମୃତ୍ୟୁ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ଜଟଗଡ ଗାଁରେ ଡାଇରିଆରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କୁ ତରବୋଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ ବୃଦ୍ଧା ଜଣକ
Read More...

ରାଜ୍ୟସ୍ତରୀୟ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ନବରଙ୍ଗପୁର : ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଡାବୁଗାଁ, ଦଶମ ଶ୍ରେଣୀର ଛାତ୍ର ସାଶ୍ୱତ ସାମନ୍ତରାୟ ପ୍ରଥମ ସ୍ଥାନ
Read More...

ଟ୍ରାକ୍ଟର ଓଲଟି ୨ ମୃତ, ୨ ଗୁରୁତର

ରାଇରଙ୍ଗପୁର/ବାଦାମପାହାଡ଼ : ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ଏକ ଟ୍ରାକ୍ଟର ଓଲଟିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବାଦାମପାହାଡ଼ ଥାନା ଅନ୍ତର୍ଗତ କେଶରଗଡ଼ିଆ ଦଲକୀ ଗ୍ରାମର ୪ ଜଣ ମହିଳା ପାଖ ଗାଁ ପୁରୁଣିଆକୁ
Read More...

ବାଇକ ଚୋରି ଅଭିଯୋଗରେ ୩ ନାବାଳକ ଗିରଫ

ଲାଞ୍ଜିଗଡ଼ : ବାଇକ ଚୋରି ଅଭିଯୋଗରେ ୩ ନାବାଳକ ଗିରଫ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ ଲାଞ୍ଜିଗଡ଼ ସହରର ସୁମନ୍ତ ଦଳବେହେରାଙ୍କ ହୋଣ୍ଡା ୟୁନିକର୍ନ ବାଇକ୍ (ଓଡି ୦୮ ଏଲ୍ ୯୧୮୫) ତାଙ୍କ ଘରେ ରଖିଥିବା ବେଳେ ରବିବାର ରାତିରେ ଚୋରି ହୋଇଥିଲା । ଏନେଇ ଗତକାଲି ସକାଳେ ସେ ଲାଞ୍ଜିଗଡ଼
Read More...

ଭାଲୁ ଆକ୍ରମଣରେ ୧ ଗୁରୁତର

ସୋର : ବାଲେଶ୍ୱର ଜିଲ୍ଲା ସୋର ମଣିପୁର ପଞ୍ଚାୟତ ଯାତପଦା ଗାଁରେ ଭାଲୁ ଆକ୍ରମଣରେ ୧ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସେହି ଗାଁର ଗୋପୀନାଥ କିସ୍କୁ ଶୌଚ ହେବା ପାଇଁ ଯାଇଥିବା ବେଳେ ମା' ଓ ଛୁଆ ଭାଲୁ ମିଶି ତାଙ୍କୁ ଆକ୍ରମଣ କରିଥିଲେ । ଦୁଇ ଗୋଟି ଭାଲୁଙ୍କ ସହିତ ଗୋପୀନାଥ
Read More...