Daily Archives

ସଡକ ଦୁର୍ଘଟଣା : ଚାଳକ ଗୁରୁତର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ୧୦ ନମ୍ବର ରାଜ୍ୟ ରାଜପଥର ଜରଙ୍ଗଲୋଇ ବସ୍‌ଷ୍ଟାଣ୍ଡ ନିକଟ ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ସୋମବାର ସକାଳୁ ଏକ ସରକାରୀ ଯାତ୍ରୀବାହୀ ବସ୍‌ ଧକ୍କା ଦେବାରୁ ବସ୍‌ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ୫ ଜଣ ଯାତ୍ରୀ ଆହତ ହୋଇଥିବା
Read More...

ବଞ୍ଜାରି ମହିମା ଆଶ୍ରମରେ ହଳଦିଆ ତୈଳିକ ସମାଜର ବୈଠକ ଅନୁଷ୍ଠିତ : ନୂତନ ହଳଦିଆ ତେଳି ଜୁଆନ କୁଟୁମର କମିଟି ଗଠନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବଞ୍ଜାରି ମହିମା ଆଶ୍ରମ ପ୍ରାଙ୍ଗଣଠାରେ ଜିଲ୍ଲା ତୈଳିକ ବୈଶ୍ୟ ସମାଜର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୈଳିକ ବୈଶ୍ୟ ସମାଜର ସଭାପତି ପ୍ରଫୁଲ୍ଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମାଜର ଆହ୍ୱାନ କ୍ରମେ
Read More...

ବିନ୍ଧ୍ୟବାସିନୀ ମନ୍ଦିରର ସେବକଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପାଇକମାଲ ବଢେଇପଡା ନିବାସୀ ନୃସିଂହନାଥ ପୀଠରେ ଅବସ୍ଥିତ ବିନ୍ଧ୍ୟବାସନୀ ମନ୍ଦିରର ସେବକ ପଞ୍ଚୁ କୁମ୍ଭାରଙ୍କ ୯୫ ବର୍ଷ ବୟସରେ ପାଇକମାଲଠାରେ ଦେହାନ୍ତ ହୋଇଯାଇଛି । ଗତ ଛଅ ମାସ ହେବ ସେ ଘରେ ଶଯ୍ୟାଶାୟୀ ଅବସ୍ଥାରେ ଚିକିତ୍ସିତ ହେଉଥିଲେ ।
Read More...

ଶପଥ ନେଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବରେ ଶପଥ ନେଲେ ଦ୍ରୌପଦୀ । ସଂସଦଭବନରେ ଦ୍ରୌପଦୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ସୁପ୍ରମିକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏନ.ଭି.ରମଣା । ଶପଥ ସମୟରେ ସଂସଦ ଭବନରେ ଉପସ୍ଥିତ ଥିଲେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ,
Read More...

ଲାୟନ୍ସ କ୍ଲବ ରାଉରକେଲା ଛେଣ୍ଡର ୩୦ତମ ସ୍ଥାପନା ଦିବସ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାୟନ୍ସ କ୍ଲବ ରାଉରକେଲା ଛେଣ୍ଡର ୩୦ତମ ସ୍ଥାପନା ଦିବସ ରାଧିକା ରିଜେନ୍ସିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୦୨୧-୨୨ର ସଭାପତି ଲାୟନ ଇନ୍ଦ୍ରମଣୀ ନାୟକ, ସଂପାଦକ ଲାୟନ ଝୁନୁ ନାୟକ ଓ କୋଷାଧ୍ୟକ୍ଷ ଲାୟନ ନାଫିସ ରବନୀ କ୍ରମାନ୍ୱୟରେ ୨୦୨୨-୨୩ର ନୂତନ
Read More...

ରାଉରକେଲାର ନିର୍ମାଣାଧୀନ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଏବଂ ବିର୍ସାମୁଣ୍ଡା ଫୁଟବଲ ଷ୍ଟାଡିୟମ ନିର୍ମାଣ…

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ଏବଂ ସଚିବ ସ୍ତରୀୟ ଟିମ୍‌ ପକ୍ଷରୁ ରାଉରକେଲାଠାରେ ନିର୍ମାଣାଧୀନ ଥିବା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଏବଂ ବିର୍ସାମୁଣ୍ଡା ଫୁଟବଲ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ମଧ୍ୟ
Read More...

ବୁଲା ଗାଈଗୋରୁଙ୍କ ପାଇଁ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ହୋଇଥିବା ଯୋଜନା ବାଟବଣା : ମୁଖ୍ୟ ରାସ୍ତା ଉପରେ ଦଳ ଦଳ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁଲା ଗାଈଗୋରୁଙ୍କ ପାଇଁ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ହୋଇଥିବା ଯୋଜନା ଏବେ ବାଟବଣା । ମୁଖ୍ୟ ରାସ୍ତା ଉପରେ ଦଳ ଦଳ ବୁଲା ଗାଈଗୋରୁ ରହୁଥିବା ବେଳେ ଅଯଥାରେ ଲୋକେ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି । ପ୍ରତ୍ୟହ ସହର ମଧ୍ୟରେ କେହି ନା କେହି
Read More...

ଷ୍ଟୋଭ ଫାଟି ୨ ଗୁରୁତର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଷ୍ଟୋଭ ଫାଟି ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଭରତପୁର ଫୁଲେଶ୍ୱରୀ ବସ୍ତି କେଳାସାହିରେ ଷ୍ଟୋଭ ଜଳାଇବା ବେଳେ ହଠାତ୍ ତାହା ଫାଟି ଯାଇଥିଲା । ଫଳରେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ ଜଣ
Read More...

ଗାଈଗୋରୁଙ୍କ ଚରାଭୂଇଁ ପାଲଟିଛି ୨୬ନଂ ଜାତୀୟ ରାଜପଥ : ବିଗୁଡୁଛି ଟ୍ରାଫିକ ବ୍ୟବସ୍ଥା, ଘଟୁଛି ଦୁର୍ଘଟଣା

ଦେଓଗାଁ, (ମନୀଷ କୁମାର ସାହୁ) : ଗାଈଗୋରୁଙ୍କ ଚରାଭୂଇଁ ପାଲଟିଛି ବରଗଡ଼ ବୋରିଗୁମ୍ମା ୨୬ନମ୍ବର ଜାତୀୟ ରାଜପଥ । ଦେଓଗାଁ ବସ୍‌ଷ୍ଟାଣ୍ଡରେ ବିଭିନ୍ନ ସମୟରେ ଗାଈଗୋରୁ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ବସି ରହୁଥିବା ବେଳେ ଦେଓଗାଁ ବଲାଙ୍ଗିର ରାସ୍ତାର ବିଭିନ୍ନ ସ୍ଥାନରେ ପ୍ରତିଦିନ ଗାଈଗୋରୁ
Read More...

ଡେଲାଙ୍ଗରେ ଜେଏମ୍ଏଫସି କୋର୍ଟ ସ୍ଥାପନ ନେଇ ଦ୍ଵିତୀୟ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରେ ଜେଏମ୍ଏଫସି କୋର୍ଟ ସ୍ଥାପନ ନେଇ ରବିବାର ଆରିଶଲ ସ୍ଥିତ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସ୍ଥାନୀୟ ବିଧାୟକ
Read More...