Daily Archives

ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା, ୯ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୯ ଅଭିଯୁକ୍ତଙ୍କୁ ଗିରଫ କଲା ଫୁଲବାଣୀ ସଦର ଥାନା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଡକାଙ୍ଗିର ରାଜେନ୍ଦ୍ର ମଲ୍ଲିକ, ଟୁକୁନା ମଲ୍ଲିକ,
Read More...

ଶିଶୁଗୃହଠାରେ ନିଜ ଝିଅ ରୁହିଙ୍କ ଜନ୍ମଦିନ ପାଳିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଶିଶୁଗୃହଠାରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ନିଜ ପରିବାର ସହ ଝିଅ ରୁହିଙ୍କ ଜନ୍ମଦିନକୁ ଶିଶୁଗୃହ ଅନ୍ତେବାସୀଙ୍କ ଗହଣରେ ପାଳନ କରିଛନ୍ତି । ଏହି ଖୁସି ମୁହୂର୍ତ୍ତରେ ଶିଶୁଗୃହର ଅନ୍ତେବାସୀ ଶିଶୁ ସମୂହ, ଜିଲ୍ଲା ଶିଶୁ
Read More...

ମଙ୍କିପକ୍ସ ରୋଗ ସମ୍ପର୍କରେ ସଦ୍ୟତମ ରିପୋର୍ଟ

ଏନ୍ଆଇଭି ପୁନେ ଦ୍ୱାରା ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ଦେହରେ ମଙ୍କିପକ୍ସ ଭୂତାଣୁ ରହିଥିବା ସମ୍ପର୍କରେ ପୁଷ୍ଟିକରଣଦିଲ୍ଲୀସ୍ଥିତ ଲୋକ ନାୟକ ହସ୍ପିଟାଲ୍‌ରେ ସଙ୍ଗରୋଧ କେନ୍ଦ୍ରରେ ସଂକ୍ରମିତ ବ୍ୟକ୍ତିଙ୍କୁ ରଖାଯାଇଛିଡିଜିଏଚ୍ଏସ୍ ଦ୍ୱାରା ଆଜି ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଦିଲ୍ଲୀ,
Read More...

ରାଜ୍ୟ ଯାଦବ ବୁଦ୍ଧିଜୀବୀ ମଞ୍ଚ ଓଡିଶା ଅଫିସ ଗୃହ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ବିଜୟ ବିହାରଠାରେ ଯାଦବ ବୁଦ୍ଧିଜୀବୀ ମଞ୍ଚ ଓଡିଶାର ରାଜ୍ୟ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବରେ ଅବସରପ୍ରାପ୍ତ କୂଳପତି କୁମରବର ଦାସ, ବାଲେଶ୍ୱର ବିଶ୍ୱ ବିଦ୍ୟାଳୟର ଫକୀର ମୋହନ ଯୋଗ ଦେଇଥିଲେ ।
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ମୋ ଗ୍ରାମ ମୋ ବ୍ୟାଙ୍କ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ମୋ ଗ୍ରାମ ମୋ ବ୍ୟାଙ୍କ କାର୍ଯ୍ୟକ୍ରମ ବଣେଇ ବ୍ଲକର ବାବୁନୁଆଗାଁଠାରେ କୃଷକଙ୍କ ନିମନ୍ତେ କରାଯାଇଥିଲା । ଷ୍ଟେଟ ବ୍ୟାଙ୍କର ବଣେଇ ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଣେଇ ଓ ଗୁରୁଣ୍ଡିଆ ବ୍ଲକର କୃଷି, ଓଡିଶା
Read More...

ଜିଲ୍ଲା ଦଳିତ ବିକାଶ ମଞ୍ଚର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଦଳିତ ବିକାଶ ମଞ୍ଚ ବଲାଙ୍ଗିରର ସାଧାରଣ ପରିଷଦ ବୈଠକ ସ୍ôଥାନୀୟ ଡୁଙ୍ଗୁରିପଡାଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନଟରାଜ ନାଗଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ସମ୍ପାଦକ ବିପିନ ନନ୍ଦ, କୋଷାଧ୍ୟକ୍ଷ ମୁରଳିଧର ସୁନା, ଭୁବନ ନାଗ,
Read More...

ବ୍ୟକ୍ତିତ୍ୱ ନିର୍ମାଣ, ପରିବାର ନିର୍ମାଣ ହେଲେ ହିଁ ରାଷ୍ଟ୍ର ନିର୍ମାଣ ସମ୍ଭବ : ଜୈନ ଗୁରୁ ମୁନିଶ୍ରୀ ପ୍ରଶାନ୍ତ କୁମାର

କଂଟାବାଂଜି, (ଗୁରୁଦୟାଲ ହଂସ) : ବ୍ୟକ୍ତିତ୍ୱ ନିର୍ମାଣ କରିବା ସହିତ ପରିବାର ନିର୍ମାଣ ହେଲେ ହିଁ ରାଷ୍ଟ୍ର ନିର୍ମାଣ ସମ୍ଭବ ହୋଇପାରିବ ବୋଲି ଜୈନ ଗୁରୁ ମୁନିଶ୍ରୀ ପ୍ରଶାନ୍ତ କୁମାର ରବିବାର ଦିନ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଚର୍ତୁମାସ ଅବସରରେ ସ୍ଥାନୀୟ ଜୈନ
Read More...

ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷ ରୋପଣ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଆଜି ଟିଟିଲାଗଡ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଧବଳେଶ୍ୱର ଉନ୍ନିତ ଉଚ୍ଚ ବିଦ୍ୟାଳୟଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଳ ସଂପଦ ଓ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ
Read More...

ବିଜୁ ଜନତା ଦଳର ୨୫ତମ ପୂର୍ତ୍ତି ଅବସରରେ ସହରର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଜି ସହରର ବିଭିନ୍ନ ସ୍ଥାନରେ ବିଜୁ ଜନତା ଦଳର ୨୫ତମ ପୂର୍ତ୍ତି ଅବସରରେ ବିଜୁ ଜନତା ଦଳ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡିଛି । ଏଥିରେ ବଲାଙ୍ଗିର ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳର ସମସ୍ତ ବର୍ଗର ଶତାଧିକ ସଦସ୍ୟ
Read More...

ବରଗଡ-ନୂଆପଡା ନୂତନ ରେଲୱେ ଲାଇନ ଅନୁମୋଦନ ପାଇଥିବାରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନ ସାଧାରଣଙ୍କ ବହୁ ଦିନର ଆଶା ଆକାଂକ୍ଷା ଓ ଦାବୀ ପ୍ରତି ସରକାର ମୋହର ମାରି ବରଗଡରୁ ନୂଆପଡା ପର୍ଯ୍ୟନ୍ତ ଏକ ନୂତନ ରେଲୱେ ଲାଇନକୁ ଅନୁମୋଦନ କରିଥିବାରୁ ନୂଆଦିଲ୍ଲୀ ରେଲୱେ ଭବନରେ କେନ୍ଦ୍ର ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପଦ୍ମପୁର ଓ
Read More...