Daily Archives

ପାଟଣାଗଡରେ ବିଜେପିର ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଗଡଭିତର ସ୍ଥିତ ପାଟଣେଶ୍ଵରୀ ଉତ୍ସବ ଭବନଠାରେ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପି ନଗର ସଭାପତି ସୁଶାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭାରତୀୟ ଜନତା ଦଳର ଜିଲ୍ଲା ସଭାପତି
Read More...

ଖପ୍ରାଖୋଲ ୧୮୯ ବାଟାଲିୟନ ସିଆର୍‌ପିଏଫ୍ ପକ୍ଷରୁ ସଂଯୁକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ଆରଚେରି ଖେଳ ପଡିଆର ସ୍ଥାନରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍ ଦ୍ୱାରା ଆୟୋଜିତ୍ ହୋଇଥିବା ସଂଯୁକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖପ୍ରାଖୋଲ ୧୮୯ ବାଟାଲିୟନ
Read More...

ସୁମିତଙ୍କ ଜନ୍ମ ଦିନରେ ୪୪ ୟୁନିଟ ରକ୍ତ ସଂଗ୍ରହ କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲ୍ଲା ଗ୍ରାମରେ କୁନି ଶିଶୁ ସୁମିତଙ୍କ ଜନ୍ମ ଦିନ ଅବସରରେ ପ୍ରତ୍ୟକ ବର୍ଷ ପରି ଏବର୍ଷ ମଧ୍ୟ ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି
Read More...

ରାସ୍ତା ମରାମତି ପାଇଁ ଗୃହ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଅଧିକାରୀଙ୍କୁ କାଉନସିଲର୍‌ଙ୍କ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ପ୍ରତି ବର୍ଷ ଗାଁକୁ ସହର ସହ ଯୋଡ଼ିବା ପାଇଁ ତଥା ରାସ୍ତା ଗୁଡ଼ିକର ମରାମତି ଏବଂ ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରୁଥିବା ବେଳେ କେତେବେଳେ ଯୋଜନା ହରିଲୁଟ ହେଉଛି ତ କେତେବେଳେ ପ୍ରସାଶନର ଅଣଦେଖା ନୀତି ଯୋଗୁଁ
Read More...

ଯୁକ୍ତ ୩ ବାଣିଜ୍ୟର ପ୍ରଥମ ସେମିଷ୍ଟାରରେ ସିଏନ୍‌ସି ଛାତ୍ରଛାତ୍ରୀଙ୍କ ବାଜିମାତ୍‌ : ରାଜେନ୍ଦ୍ର ୟୁନିଭର୍‌ସିଟିରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ୟୁନିଭର୍‌ସିଟିର ଯୁକ୍ତ ୩ ବାଣିଜ୍ୟର ପ୍ରଥମ ସେମିଷ୍ଟାର ଫଳାଫଳ ପ୍ରକାଶ ପାଇଥିବା ବେଳେ ନାଇସ୍‌ କଲେଜ୍‌ ଅଫ୍‌ କମର୍ସ (ସିଏନ୍‌ସି)ର ଛାତ୍ରଛାତ୍ରୀ ଏଥିରେ ବାଜିମାତ୍‌ କରିଥିବା ଦେଖିବାକୁ ମିଳିଛି । ସିଏନ୍‌ସି ଛାତ୍ର ଅଭିଷେକ କୁମାର ଅଗ୍ରୱାଲ
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ନିକଟରେ ପୁଣିଥରେ ଫେରାଦ ହେଲା ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ଫସଲବୀମା ଟଙ୍କା ଯୋଗାଇ ଦେବାରେ ଟାଳଟୁଳ ନୀତି ଗ୍ରହଣ କରୁଥିବା ବେଳେ ଏବଂ ଓଡିଶା ସରକାର ଏ ଦିଗରେ ନିରବତା ଅବଲମ୍ବନ କରୁଥିବା ବେଳେ ଆଜି ପାର୍ଲାମେଣ୍ଟ ଭବନରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ
Read More...

ମୋ ଅନୁଭୂତି : ବେଳେ ବେଳେ ଦିଲ୍ଲୀରୁ ଡ଼ାକରା ଆସେ – ପ୍ରଦୀପ ପୁରୋହିତ

ପ୍ରଥମ ଥର ପାଇଁ ମୁଁ ଦିଲ୍ଲୀ ଯାଇଥିଲି ୧୯୯୦ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଜୀଙ୍କୁ ଭେଟିବା ପାଇଁ । ସେ ସମୟର ରେଲୱେ ମନ୍ତ୍ରୀ ଥିବା ଭକ୍ତ ଚରଣ ଦାସ ଓ ପ୍ରଧାନମନ୍ତ୍ରୀଙ୍କ ପାର୍ଲାମେଣ୍ଟ ସଚିବ ନକୁଳ ନାୟକ ଗନ୍ଧମାର୍ଦ୍ଦନରେ ବାଲକୋ ଖଣି ପ୍ରକଳ୍ପ ବାତିଲ କରିବା ପାଇଁ
Read More...

ପ୍ରେସ ବିଜ୍ଞପ୍ତି ଜରିଆରେ ମିଥ୍ୟା-ଅଭିଯୋଗ ବୋଲି ସମିତି ଅଧ୍ୟକ୍ଷା ଖଣ୍ଡନ କରିଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତିରେ ଚାଲିଥିବା ମନମୁଖୀ କାରବାର ଏବଂ ପକ୍ଷପାତ ନୀତି ଚାଲୁଥିବା ନେଇ ଗୁରୁବାର ବିଡ଼ିଓଙ୍କୁ ବିଧାୟକଙ୍କ ଗୋଷ୍ଠୀ ସପକ୍ଷର ଦଳ ଅଭିଯୋଗ କରିଥିଲେ । ଛତ୍ରପୁର ବ୍ଲକ୍ ଅଫିସରେ ଶୃଙ୍ଖଳିତ ସେବା, ଅବାଧ ଓ ନିରପେକ୍ଷତା ଅବଲମ୍ବନ,
Read More...

ଛତ୍ରପୁର ବ୍ଲକ୍ ଅଫିସରେ ଅବାଧ ଓ ନିରପେକ୍ଷ ସେବା, ଶୃଙ୍ଖଳିତ ନୀତି ପରିଚାଳିତ ହେବା ନିମନ୍ତେ କର୍ତ୍ତୃପକ୍ଷଙ୍କୁ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅଫିସରେ ଶୃଙ୍ଖଳିତ ଭାବେ ଜନସାଧାରଣଙ୍କୁ ଅବାଧ ଓ ନିରପେକ୍ଷ ସେବା ଯୋଗାଇ ଦେବା ଆବଶ୍ୟକ । ଛତ୍ରପୁର ପଞ୍ଚାୟତ ସମିତି ଅଧୀନରେ ସମସ୍ତ ଉନ୍ନୟନ ମୂଳକକାର୍ଯ୍ୟ ତ୍ୱରାନ୍ୱିତ୍ୱ କରାଯିବା ଦଳମତ ନିର୍ବିଶେଷରେ କର୍ତ୍ତୃପକ୍ଷ ଓ
Read More...

ବରିଷ୍ଠ ନାଗରିକମାନଙ୍କ ପାଇଁ ରେଳରେ ରିହାତି ପୁନଃ ବିଚାର ପାଇଁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ରେଲୱେରେ ବରିଷ୍ଠ ନାଗରିକମାନଙ୍କ ପାଇଁ ରେଳ ଯାତ୍ରାରେ ଥିବା ରିହାତିକୁ କରୋନା କାଳରୁ ବନ୍ଦ କରି ଏବେ ଏହାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମନ୍ତ୍ରଣାଳୟକୁ ପୁନଃ ବିଚାର ପାଇଁ ଦାବୀ ହୋଇଛି । ବଲାଙ୍ଗିର
Read More...