Daily Archives

ପଦ୍ମଶ୍ରୀ ଡ. ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ‌ର ନିର୍ଦ୍ଦେଶକ ପଦ୍ମଶ୍ରୀ ଡ. ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ପରିଡା ଜାତୀୟ ସ୍ତରରେ ଜଣେ ଉଚ୍ଚକୋଟୀର ବୈଜ୍ଞାନିକ
Read More...

ରାଜ୍ୟର ସମସ୍ତ ରୂପାନ୍ତରିତ ବିଦ୍ୟାଳୟରେ ହେବ ଇଣ୍ଟରନେଟ୍ ବ୍ୟବସ୍ଥା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ସମସ୍ତ ରୂପାନ୍ତରିତ ବିଦ୍ୟାଳୟରେ ଇଣ୍ଟରନେଟ୍ ବ୍ୟବସ୍ଥା ଲାଗୁ କରାଯିବ । ୩ ଶହଟି ହାଇସ୍କୁଲରେ ଖୁବ୍‌ଶୀଘ୍ର ଆକାଂକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବା ପାଇଁ ମୋ ସ୍କୁଲ ଅଭିଯାନରେ ମୋବାଇଲ୍
Read More...

ସୁଇମିଂ ଫେଡେରେସନ ଅଫ ଇଣ୍ଡିଆ ପ୍ରତିନିଧି ମଣ୍ଡଳୀଙ୍କ କଳିଙ୍ଗ ଷ୍ଟାଡିୟମ ଭିତ୍ତିଭୂମି ପରିଦର୍ଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଳିଙ୍ଗ ଷ୍ଟାଡିୟମ ସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ କମ୍ପ୍ଲେକ୍ସ ପରିସରରେ ଚାଲିଥିବା ୪୮ତମ ଆକ୍ଵାଟିକ ଚାମ୍ପିୟନସିପ୍‌ ଅବସରରେ ଗତକାଲି ସୁଇମିଂ ଫେଡେରେସନ ଅଫ ଇଣ୍ଡିଆର ପ୍ରତିନିଧି ମଣ୍ଡଳୀମାନେ କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ପରିଦର୍ଶନ କରିଛନ୍ତି ।
Read More...

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶାର ଆଠଟି ପ୍ରକଳ୍ପ ପାଇଁ ୧୨୦୮.୮୬ କୋଟି ଟଙ୍କା ଯୋଗାଇ ଦେଇଛନ୍ତି…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶା ଆଠଟି ତ୍ୱରାନ୍ୱିତ ଜଳସେଚନ ସୁବିଧା କାର୍ଯ୍ୟକ୍ରମ (ଏଆଇବିପି) ପ୍ରକଳ୍ପ ମଧ୍ୟରୁ ପାଞ୍ଚଟି ଯଥା ଉପର ଇନ୍ଦ୍ରାବତୀ, ରୁକୁଡା, ରେତ, ତେଲଙ୍ଗିର ଓ ନିମ୍ନ ଇନ୍ଦ୍ରାବତୀର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହାଛଡା
Read More...

ଓଏଏସ ସ୍ତରରେ ଅଦଳବଦଳ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଏଏସ ଅଧିକାରୀଙ୍କ ସ୍ତରରେ ଗତକାଲି ଛୋଟ ଧରଣର ଅଦଳବଦଳ ହୋଇଛି । ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଚିଠି ନମ୍ବର No.PR.BDO.ESST.0001-2022/13720,PR& DW dt.19.7.2022 ଅନୁଯାୟୀ ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକର
Read More...

ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟମାନଙ୍କୁ ମିଳିଛି ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ

● ଜିଏସଟି କାର୍ଯ୍ୟକାରୀ ହେବା କାରଣରୁ ରାଜ୍ୟମାନଙ୍କର ରାଜସ୍ବ ହାନି ବାବଦରେ ମିଳିଛି ଏହି କ୍ଷତିପୂରଣ● ୨୦୧୭-୧୮ ଆର୍ଥିକ ବର୍ଷ ଠାରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ଓଡ଼ିଶାକୁ ମିଳିଛି ମୋଟ୍ ୧୬ ହଜାର ୧୬୫ କୋଟି ଟଙ୍କାର କ୍ଷତିପୂରଣ ନୂଆଦିଲ୍ଲୀ, (ପିଆଇବି) : ବିଗତ ପାଞ୍ଚ ବର୍ଷ
Read More...

ଓଡିଶାର ୪୦.୫୨ ଲକ୍ଷ ପରିବାରକୁ ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଣ : ରାଜ୍ୟସଭାରେ ସୂଚନା ଦେଲେ କେନ୍ଦ୍ର ଜଳ ଶକ୍ତି…

ନୂଆଦିଲ୍ଲୀ, (ପିଆଇବି) : ଓଡିଶାର ୪୦.୫୨ ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି । ପାନୀୟଜଳ ଯୋଗାଣ ନେଇ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲାଦ ସିଂହ ପଟେଲ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ
Read More...

୧ ମାସରୁ ଅଧିକ ହେବ କଲରାକୋଠା ଗ୍ରାମରେ ବିଦ୍ୟୁତ ସରୋବରାହ ବନ୍ଦ ଥିବା ଅଭିଯୋଗ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ଖୁଣ୍ଟିଗୋରା ପଞ୍ଚାୟତର ବଡ଼ କଲରାକୋଠା ଗ୍ରାମରେ ୧ ମାସରୁ ଅଧିକ ହେବ ବିଦ୍ୟୁତ ସରୋବରାହ ବନ୍ଦ ଥିବା ଅଭିଯୋଗ ହେଉଛି । ଗ୍ରାମରେ ୩୦ଟି ପରିବାର ରହୁଥିବା ବେଳେ ବିଦ୍ୟୁତ ନଥିବା ହେତୁ ସନ୍ଧ୍ୟା ହେଲେ ଡିବିରି ବତୀ ହିଁ ସେମାନଙ୍କ ପାଇଁ ଆଲୋକର ଉତ୍ସ
Read More...

ବେଆଇନ ବାଲି ଚୋରା ଚାଲାଣ : ୪୫ ହଜାର ଟଙ୍କା ଜରିମାନା

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ବେନ୍ଦେର ପଞ୍ଚାୟତ ଅନ୍ତର୍ଗତ ଭାଲୁଚୁଆଁଠାରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଖପ୍ରାଖୋଲ ତହସିଲଦାରଙ୍କ ତରଫରୁ ଚଢଉ କରାଯାଇ ତିନୋଟି ଟ୍ରାକ୍ଟର ଜବତ କରାଯାଇଛି । ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ବେଆଇନ ବାଲି ଚୋରା ଚାଲାଣକୁ ନେଇ
Read More...