Daily Archives

ପଟୁଆପାଲି ହାଇସ୍କୁଲରେ ବନମହୋତ୍ସବ ପାଳିତ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର(ଡୁଡୁକା) ବ୍ଲକ ପଟୁଆପାଲି ପଲ୍ଲୀ ବିକାଶ ହାଇସ୍କୁଲ ପ୍ରଧାନ ଶିକ୍ଷଖ ପ୍ରଶାନ୍ତ ପ୍ରଧାନଙ୍କ ତତ୍ୱାବଧାନରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟ ଓଷ୍ଟାର ପୂର୍ବ ସଭାପତି ପୁରନ୍ଦର ଦାସ ମୁଖ୍ୟ ଅତିଥି, ପଟୁଆପାଲି ସରପଞ୍ଚ ତଥା ବିଦ୍ୟାଳୟ
Read More...

ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଭାବେ ଅନିଲ ନାଏକ ନିଯୁକ୍ତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଭାବେ ଅନିଲ ନାଏକ ନିଯୁକ୍ତ ହୋଇଥିବା ଜଣାପଡିଛି । ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ତାଙ୍କ ବ୍ଲକ ପ୍ରତିନିଧି ଭାବେ ଅନିଲ ନାଏକଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ଶୁକ୍ରବାର ବଙ୍ଗୋମୁଣ୍ଡା ବ୍ଲକ ଅଫିସରେ
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ

ମୁରିବାହାଲ, (କେପିଏନ୍‌ଏସ୍‌) : ଇଚ୍ଛାପଡା ପଞ୍ଚାୟତ କତରଳଗାରୁ ମୁରିବାହାଲ ବ୍ଲକକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତାର ଏକ ପୋଲ କତରଲଗା ସାପ୍ତାହିକ ବଜାର ପାଖରେ ଭାଙ୍ଗି ଯାଇଥିବା ଜଣାପଡିଛି । ଫଳରେ ଏହି ରାସ୍ତାରେ ଭୟଭୀତ ହୋଇ ଲୋକେ ଯାତାୟାତ କରୁଛନ୍ତି । ସୂଚନା
Read More...

ସର୍ପାଘାତରେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତର ଗବୁଡ଼ି ମର୍ଦ୍ଧରାଜପୁର ବାସିନ୍ଦା ତଥା ଅବସରରପ୍ରାପ୍ତ ମୁଖ୍ୟ କିରାଣି ଶଶୀଭୂଷଣ ପଲାଇ(୭୫)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଶଶୀଭୁଷଣ ବିଲରେ ଚାଷ କାମ ଦେଖିବାକୁ ଯାଇଥିବା ବେଳେ ଏକ
Read More...

ମଣିପୁରରେ ଭୂକମ୍ପ ଅନୁଭୂତ

ଇମ୍ଫାଲ : ମଣିପୁରରେ ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଥିବା ବେଳେ ଏହାର ଗଭୀରତା ୯୪ କିମି ରହିଥିଲା । ଏ ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତି ଘଟିଥିବାର
Read More...

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଏସ୍‌ଟିଏଫ୍‌ ଟିମ୍‌ର ଚଢ଼ାଉ

ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନ ଥାନା ଅଧୀନ ଶିଳ୍ପାଞ୍ଚଳରେ ଶନିବାର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ (ସ୍ପେଶାଲ ଟାସ୍କ ଫୋର୍ସ) ଟିମ୍‌ ଚଢ଼ାଉ କରି ୭୩୦.୩୩ ଏମ୍‌ଟି କ୍ରୋମାଇଟ, ୨୭୮.୫୨ ଏମ୍‌ଟି ହାର୍ଡକୋକ୍‌, ଜେସିବି ମେସିନ ଓ ୪୪ ହଜାର ୫ଶହ ଟଙ୍କା ଜବତ କରିଛି । ଏଥିରେ ସମ୍ପୃକ୍ତି ନେଇ
Read More...

କାର ଧକ୍କାରେ ୩ ମୃତ ଘଟଣାରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ନିଲମ୍ବିତ

ସୁନ୍ଦରଗଡ : ପୋଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ କାର ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀଙ୍କୁ ନିଲମ୍ବିତ କରାଯାଇଛି । ସୁନ୍ଦରଗଡ ଏସ୍‌ପିଙ୍କ ସୁପାରିଶ ପରେ ପୋଲିସ ଡିଜି ନିଲମ୍ବିତ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏକ ଅଟୋ ବଲାଙ୍ଗିର
Read More...

ଆଇନଜୀବୀ ଜୁବିନ ଦାଶଙ୍କୁ ସମ୍ମାନଜନକ ଫୁଲବ୍ରାଇଟ୍‌ ଫେଲୋସିପ୍‌ ପ୍ରଦାନ

ଭୁବନେଶ୍ୱର : ନ୍ୟୁୟର୍କର କଲମ୍ୱିଆ ବିଶ୍ୱବିଦ୍ୟାଳୟରେ ଏଲଏଲ.ଏମ୍‌ କରିବା ନେଇ ଭାରତର ସୁପ୍ରିମକୋର୍ଟର ଆଇନଜୀବୀ ଜୁବିନ ଦାଶଙ୍କୁ ମିଳିଲା ସମ୍ମାନଜନକ ଫୁଲବ୍ରାଇଟ୍‌ ଫେଲୋସିପ୍‌ । ସେ ଚଳିତ ବର୍ଷ ଏକମାତ୍ର ଓଡ଼ିଆ ଭାବେ ଏହି ଯୋଗ୍ୟତାର ଅଧିକାରୀ ହୋଇ ପାରିଛନ୍ତି, ଯାହାକି ବିଶ୍ୱର ସବୁଠୁ
Read More...

ଆଜି ନିଟ୍‌ ୟୁଜି ପରୀକ୍ଷା : ୧୮.୭୨ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜିଠୁ ଦେଶର ବିଭିନ୍ନ ମେଡିକାଲ୍‌ କଲେଜରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ଡିଗ୍ରୀରେ ନାମଲେଖା ପାଇଁ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ୟୁଜି ପରୀକ୍ଷା ହେବ । ଚଳିତ ବର୍ଷ ୧୮ ଲକ୍ଷ ୭୨ ହଜାର ୩୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।
Read More...

ଆଜି ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ ଆଇସିଏସ୍‌ଇ ପରୀକ୍ଷା ଫଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେସନ୍‌ (ସିଆଇଏସ୍‌ସିଇ) ପକ୍ଷରୁ ରବିବାର ସନ୍ଧ୍ୟା ୫ଟାରେ ଆଇସିଏସ୍‌ଇ (ଦଶମ) ପରୀକ୍ଷା ଫଳ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ବୋର୍ଡର ୱେବସାଇଟ୍‌ରେ ଫଳ ଦେଖିପାରିବେ । ଦ୍ୱାଦଶ
Read More...