Daily Archives

ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ତରଫରୁ ପୁସ୍ତକ ଲୋକାର୍ପଣ ଉତ୍ସବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ତରଫରୁ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟାଳୟଠାରେ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୋକୁଳାନନ୍ଦ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ
Read More...

ଜିଲ୍ଲା ଦଳିତ ବିକାଶ ମଞ୍ଚର ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଡୁଙ୍ଗୁରୀପଡାରେ ନଟରାଜ ନାଗଙ୍କ ପୌରାହିତ୍ୟରେ ଜିଲ୍ଲା ଦଳିତ ବିକାଶ ମଞ୍ଚର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦିନ ଧରି ଅନୁଷ୍ଠାନଟି ଦଳିତ ସମାଜର ବିକାଶ ସାଧନ ନିମନ୍ତେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ପଞ୍ଜିକୃତ ହୋଇ ପାରିନଥିଲା
Read More...

ସାମାଜିକ ଅନୁଷ୍ଠାନ ଆଭା ଅନ୍ୱେଷ ତରଫରୁ ବୃକ୍ଷ ରୋପଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷାବିତ୍‌ମାନଙ୍କ ଦ୍ଵାରା ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ଆଭା ଅନ୍ୱେଷ ତରଫରୁ ସେକ୍ଟର ୨୧ ନୟାବଜାର ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଆର୍ତ୍ତ ଜେନା, ପ୍ରଧାନ
Read More...

ହମିରପୁର ଉନ୍ନୟନ ପରିଷଦର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ବନମହୋତ୍ସବ କାର୍ଯ୍ୟକ୍ରମ ଉପଲକ୍ଷେ ହମିରପୁର ରାମକୃଷ୍ଣ ମନ୍ଦିର ରୋଡ ଉଭୟ ପାର୍ଶ୍ବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରଯାଇଥିଲା । ପରିଷଦର ସଭାପତି ଡ. ସୁମନ ଦତ୍ତଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହମିରପୁରର
Read More...

ଦମ୍ପତିଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଯାଜପୁର ଦଳା ଗାଁ ଶିବ ମନ୍ଦିର ନିକଟରେ ଏକ ଭଡାଘରେ ବେକରେ ରଶି ଲଗାଇ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଏହାର କୌଣସି କାରଣ ଜଣାପଡିନି । ପାରିବାରିକ କଳହ କିମ୍ବା ଅନ୍ୟ କୌଣସି କାରଣ ଥିବା ଅନୁମାନ କରୁଛି ପୋଲିସ । ମୃତ ଦମ୍ପତି
Read More...

ଓଲଟିଲା ଟମାଟୋ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର୍‌

ଭଦ୍ରକ : ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଟମାଟୋ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ ଓଲଟି ପଡିଥିବା ବେଳେ ଡ୍ରାଇଭର ଓ ହେଲ୍‌ପର୍‌ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ସୂଚନା ମୁତାବକ, ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ଭଣ୍ଡାରି ପୋଖରୀ ଥାନା ପାଳଦା ନିକଟରେ ଏକ ଟମାଟୋ
Read More...

ପିପଲପଡ଼ା ସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ପିପଲପଡ଼ା ସ୍କୁଲର ଶିକ୍ଷକ କୁନ୍ଦୁରୁ ରଣାଙ୍କ ତତ୍ତ୍ଵାବଧାନରେ ଏକଲ ବିଦ୍ୟାଳୟ ଅଭିଯାନ ମାଧ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପିପଲପଡ଼ା ଗ୍ରାମ ପ୍ରମୁଖ ହର ରଣା, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କ
Read More...

ଜିଲ୍ଲା ଆଦିବାସୀ ବରିଷ୍ଠ ସଚେତନ ନାଗରିକ ମଂଚର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆବାହକ ଦ୍ୱିଜ ଦଳପତି, ଯଥା ବିଶ୍ୱାଲ ଓ ରାହସ ବିହାରୀ ଭୋଇଙ୍କ ଆବାହକତ୍ୱରେ ଜିଲ୍ଲା ଆଦିବାସୀ ବରିଷ୍ଠ ସଚେତନ ନାଗରିକ ମଂଚ ବଲାଙ୍ଗିରର ଏକ ଜରୁରୀ ବୈଠକ କେନ୍ଦ୍ରୀୟ କନ୍ଧ ସମାଜର ସଭାପତି ଚିନ୍ତାମଣି ଭୋଇଙ୍କ ଅଧ୍ୟକ୍ଷତାରେ ଇଚ୍ଛାପଡା ସ୍ଥିତ ଶବରୀ
Read More...

ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜେଲରୋଡ ସ୍ଥିତ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିିତ୍ୟ ଆସର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସାହିତ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଏଚ୍‌.କେ. ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁ, ମୁଖ୍ୟ
Read More...

ସମସ୍ୟାରେ ଜର୍ଜରିତ ଦକ୍ଷିଣ ରାଉରକେଲା : କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

ରାଉରକେଲା, (ସସ୍ମିତା ପ୍ରଧାନ) : ବହୁ ସମସ୍ୟାରେ ଜର୍ଜରିତ ଦକ୍ଷିଣ ରାଉରକେଲା । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବୀ କରାଯାଇଛି । ଅଭିଯୋଗ ଅନୁଯାୟୀ ଦକ୍ଷିଣ ରାଉରକେଲାର ରାସ୍ତାଘାଟର ଅବସ୍ଥା ଭଲ ନାହିଁ, ୩ ବର୍ଷ ହେଲା ଡ୍ରେନ ସଫା ହେଉ ନାହିଁ, ବିଦ୍ୟୁତ୍ ଥରେ ଗଲେ
Read More...