କୋସଲି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ୍ କରିବା ପାଇଁ ସାଂସଦଙ୍କୁ ଦାବୀପତ୍ର ପ୍ରଦାନ
ଟିଟିଲାଗଡ, (କେପିଏନ୍ଏସ୍) : ସ୍ଥାନୀୟ କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ ପକ୍ଷରୁ କୋସଲି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ୍ କରିବା ପାଇଁ ଏକ ସ୍ମାରକପତ୍ର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓଙ୍କୁ ପ୍ରଦାନ କରାଯାଇଛି । ସମିତି ଟ୍ରଷ୍ଟର ଫାଉଣ୍ଡର!-->…
Read More...
Read More...