Daily Archives

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ ମୃତ

କଟକ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କଟକ ପାରାଦ୍ୱୀପ ରାସ୍ତା କନ୍ଦରପୁର ନିକଟରେ ସକାଳୁ ସକାଳୁ ଏକ ମିଲ୍‌କ ଗାଡି ଅନ୍ୟ ଏକ ଗାଡିକୁ ପଛ ପଟୁ ଧକ୍କା ଦେବାରୁ, ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଛି । କେଉଁ ଗାଡିକୁ ଏହା ଧକ୍କା ଦେଇଛି ତାହା
Read More...

ଓଜେଇଇ ପରୀକ୍ଷା ଶେଷ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଜେଇଇ ପରୀକ୍ଷା ଶେଷ ହୋଇଥିବା ଜଣାପଡିଛି । ବିଭିନ୍ନ ପାଠ୍ୟକ୍ରମ ଲାଗି ୫୮ ହଜାର ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବାରୁ ୮୨.୫% ପିଲା ପରୀକ୍ଷା ଦେଇଛନ୍ତି । ୨୦୨୧ରେ ଅନୁଷ୍ଠିତ ପରୀକ୍ଷାରେ ଉପସ୍ଥାନ ମାତ୍ର ୭୫% ରହିଥିଲା । ଏଥର ବହୁ ସଂଖ୍ୟରେ ଛାତ୍ରଛାତ୍ରୀ
Read More...

ରାସ୍ତାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଅରିଗାଁ ରାସ୍ତା କଡରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବିନିକା ଥାନା ବିନିକା- ଅରିଗାଁ ମୁଖ୍ୟ
Read More...

ସଡକ ଦୁର୍ଘଟଣା, ଗୋରୁ ବୋଝେଇ ପିକ୍‌ଅପ୍‌ ଗାଡ଼ିକୁ ପିଟିଲା କାର୍‌

ଭଦ୍ରକ : ଗୋରୁ ବୋଝେଇ ପିକ୍‌ଅପ୍‌ ଗାଡ଼ିକୁ ପିଟିଲା କାର୍‌ । ଏହି ସଡକ ଦୁର୍ଘଟଣା ଘଟିଛି ବାସୁଦେବପୁର ପୁରୁଣା ଷ୍ଟେଟ୍ ବ୍ୟାଙ୍କ ନିକଟରେ । ଦୁର୍ଘଟଣା ପରେ ଗୋରୁ ଗାଡ଼ି ଡ୍ରାଇଭର ଛାଡ଼ି ଚମ୍ପଟ୍ ମାରିଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରୁ ୪ ଜଣ ବଜରଙ୍ଗ ଦଳର ସଦସ୍ୟ ଅଳ୍ପକେ
Read More...

ସାଲେପାଲିରେ ତିନି ଠାକୁରଙ୍କ କଳକୀ ଅବତାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ମାଉସୀ ମନ୍ଦିରରେ ମଙ୍ଗଳବାର ତିନି ଠାକୁରଙ୍କ କଳକୀ ଅବତାର କରାଯାଇଥିଲା । ଏହି ଅବତାରକୁ ଦର୍ଶନ କରିବାକୁ ବହୁ ଶ୍ରଦ୍ଧାଳୁ ଉତ୍ସାହର ସହିତ ସ୍ଥାନୀୟ ମାଉସୀ ମନ୍ଦିରକୁ ଆସିଥିଲେ ।
Read More...

ଖରିଫ ଋତୁରେ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ବିହନ, ସାର ଓ କୀଟନାଶକ ଯୋଗାଣ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ଖରିଫ ଋତୁରେ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ବିହନ, ସାର ଓ କୀଟନାଶକ ଯୋଗାଣ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସେହିପରି ପ୍ୟାକ୍ସ୍/ଲ୍ୟାମ୍ପସ୍ ଗୁଡିକରେ ବିହନ ଓ ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ
Read More...

ରଥଯାତ୍ରା୨୦୨୨ ନିମନ୍ତେ ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରଥଯାତ୍ରା୨୦୨୨ ନିମନ୍ତେ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ଜାରି କରିଛନ୍ତି । ଜ୍ୱର, ଥଣ୍ଡାକାଶ ଆଦି ହେଉଥିବା ବ୍ୟକ୍ତି ଆଦୌ ଜନଗହଳିକୁ ଯାଆନ୍ତୁ ନାହିଁ । ମାସ୍କ ପିନ୍ଧିବା, ହାତ ଭଲ ଭାବରେ ସାବୁନରେ ଧୋଇବା ଭଳି କୋଭିଡ୍ ନିୟମ
Read More...

ଖେଳାଳିଙ୍କୁ ନଗଦ ପୁରସ୍କାର ପ୍ରଦାନ ସଂଶୋଧିତ ଯୋଜନାର ଶୁଭାରମ୍ଭ କଲେ କ୍ରୀଡା ମନ୍ତ୍ରୀ

ଅନୁରାଗ ଠାକୁର ଖେଳାଳି ମାନଙ୍କୁ ନଗଦ ପୁରସ୍କାର, ଜାତୀୟ କଲ୍ୟାଣ ଏବଂ ପେନସନ୍‌ର ସଂଶୋଧିତ ଯୋଜନା ଗୁଡିକର ଶୁଭାରମ୍ଭ କରିଛନ୍ତିଖେଳାଳି ମାନଙ୍କ ନିମନ୍ତେ ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟ ଜାତୀୟ କ୍ରୀଡାବିତ୍ କଲ୍ୟାଣ ଯୋଜନା ଏବଂ ମେଧାବୀ ଖେଳାଳି ମାନଙ୍କୁ ପେନସନ୍ ପ୍ରଦାନ ଯୋଜନା ବ୍ୟବସ୍ଥାକୁ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୫୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୭୯୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୦ ଜଣ
Read More...

ଏକ ଭାରତ ଶ୍ରେଷ୍ଠ ଭାରତ ଆଜାଦୀ କା ଅମୃତ ମହୋତ୍ସବ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅଧୀନରେ ଓଡିଶାର ୫୦ ଜଣ ଛାତ୍ର…

ମହାରାଷ୍ଟ୍ରର ଭାଷା, ସଂସ୍କୃତି, ପରମ୍ପରା, ସଙ୍ଗୀତ, ସିନେମା, ପାକଶାଳା, ଜୈବ ବିବିଧତା ଏବଂ ବୈଜ୍ଞାନିକ ଅବଦାନ ବିଷୟରେ ଜାଣିବା ପରେ ଓଡିଶାର ଛାତ୍ରମାନେ ଜ୍ଞାନ ଆହରଣ ସହିତ ପ୍ରତ୍ୟାବର୍ତ୍ତନ କରିଛନ୍ତି ନୂଆଦିଲ୍ଲୀ, (ପିଆଇବି) : ନିକଟରେ ଏକ ଭାରତ ଶ୍ରେଷ୍ଠ ଭାରତ ଆଜାଦୀ କା ଅମୃତ
Read More...