Daily Archives

ଭାଲୁମୁଣ୍ଡା ଓ ମହିମୁଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ବାଳିକା ହଷ୍ଟେଲ କାର୍ଯ୍ୟକ୍ଷମ ହୋଇଥିବା ନେଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଭାଲୁମୁଣ୍ଡା ଓ ମହିମୁଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ଛାତ୍ରୀ ଏବଂ ତାଙ୍କ ଅବିଭାବକମାନେ ଜିଲ୍ଲା ପ୍ରଶାସନଙ୍କୁ ବହୁବାର ଅନୁରୋଧ କରିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଏହି ଅନୁରୋଧକୁ ରକ୍ଷା କରି ଏଠାରେ ବାଳିକା
Read More...

ଜମି କେଳେଙ୍କାରୀ ମାମଲା : ଗିରଫ୍‌ ହେଲେଣି ୫ ଜଣ, ତା’ପରେ କାହାର ପାଳି ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧୁମାମରା ଜମି କେଳେଙ୍କାରୀ ମାମଲାକୁ ନେଇ ଏବେ ଉଠୁଛି ପଡ଼ୁଛି ସହର । ଏଯାଏଁ ୫ ଜଣ ଅଭିଯୁକ୍ତ ଗିରଫ୍‌ ହୋଇ ସାରିଥିବା ବେଳେ ତା'ପରେ କାହାର ପାଳି ବୋଲି ହାଟରେ ବାଟରେ ଚର୍ଚ୍ଚା ଜୋର୍‌ ଧରିଛି । ତତ୍‌କାଳୀନ ସବ୍‌ରେଜିଷ୍ଟ୍ରାର ଅଫିସର ବରିଷ୍ଠ କିରାଣୀ ଦୀପକ
Read More...

ପଦ୍ମପୁର ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଯୁବ ରେଡକ୍ରସ୍,ଏନଏସଏସ, ଏନ୍‌ସିସି ଓ ଇକୋ କ୍ଲବ୍‌ର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ
Read More...

ନୃସିଂହନାଥ ହାଇସ୍କୁଲରେ ବନ ମହୋତ୍ସବ ପାଳିତ

ବୃକ୍ଷ ବଞ୍ଚିଲେ ପରିବେଶ ଓ ମଣିଷ ବଂଚିବ ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ନୃସିଂହନାଥ ହାଇସ୍କୁଲ ପରିସରରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ ଫ୍ଲାଏ କାର୍ଡ ଧରି ଜର୍ଜଗଡ ଗ୍ରାମ ପରିକ୍ରମଣ କରି ସଚେତନତା ବାର୍ତ୍ତା ଓ
Read More...

ବରପାଲିରେ ନକଲି ନୋଟ୍ ଜବତ,୨ ଗିରଫ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ଥାନା ଅଞ୍ଚଳରୁ ନକଲି ନୋଟ୍ କାରବାର ସଂପର୍କରେ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଖବର ପାଇ ସ୍ଥାନୀୟ ପୋଲିସ ସହାୟତାରେ ଦୁଇ ଜଣକୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ତାଙ୍କ ଠାରୁ ୧୪ ଲକ୍ଷ ୨୯ହଜାର ପାଞ୍ଚ ଶହ ଟଙ୍କା
Read More...

ବୌଦ୍ଧରେ କଳାକାରଙ୍କ ପାଇଁ ଦୁଇ ଦିନିଆ ଚୟନ ପ୍ରକ୍ରିୟା ଆରମ୍ଭ

ବୌଦ୍ଧ, (ମମତା ମହାକୁର) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରାୟୋଜିତ ପଂଜିକୃତ କଳାକାରଙ୍କ ଦୁଇ ଦିନିଆ ଚୟନ ପ୍ରକ୍ରିୟା ବୌଦ୍ଧ ଟାଉନ ହଲ୍‌ଠାରେ ଆରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମ ଦିନରେ ହରଭଙ୍ଗା ଏବଂ କଣ୍ଟାମଳ ବ୍ଲକର ବଛା ବଛା ସାଂସ୍କୃତିକ ଦଳ ଯେଉଁମାନେ କି ଅନଲାଇନ
Read More...

ସୁଲେକେଲା ଧରମ ସିଂହ ଉଚ୍ଚ ବିଦ୍ୟାଲୟରେ ୭୩ ତମ ବନ ମହୋତ୍ସବ ପାଳନ ସହ ଚାରା ରୋପଣ ସହ ପରିବେଶ ସୁରକ୍ଷା ପାଇଁ ସଚେତନତା…

ବୃକ୍ଷ ହିଁ ଜୀବନରେ ଅନୁପ୍ରାଣିତ ହୋଇ ଗଛ ଲଗାଇ ବଞ୍ଚାଇବାକୁ ଶପଥ ପାଠମାନବ ସମାଜ ବଞ୍ଚିବା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ରହିଛି : ରେଞ୍ଜର ଲିଙ୍ଗରାଜ ଭୋଇ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ସୁଲେକେଲା ଧରମ ସିଂହ ଉଚ୍ଚ ବିଦ୍ୟାଳୟରେ ୭୩ ତମ ବନ ମହୋତ୍ସବ
Read More...