ବଜ୍ରପାତରେ ୧ ମୃତ, ୧ ଗୁରୁତର
ରାୟଗଡା : ବଜ୍ରପାତରେ ଜଣକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡିଛି । କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମାଙ୍କଡ଼ଝୋଲା ଗ୍ରାମରେ ବଜ୍ରପାତରେ ଭାଇର ମୃତ୍ୟୁ ଘଟିଥିବା ବେଳେ ଭଉଣୀ ଗୁରୁତର ହୋଇଛି । ମୃତକ ଜଣକ ହେଲେ ଆମରି ମାଝିଙ୍କ ପୁଅ ଆକାଶ ମାଝି(୬ବର୍ଷ) । ସେହିପରି!-->…
Read More...
Read More...