Monthly Archives

June 2022

ବିଲାଇସାଥୀ ଗ୍ରାମରେ ବଜ୍ରାଘାତ ଯୋଗୁଁ ତିନି ଜର୍ସି ଗାଈ ମୃତ : ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ବିଲାଇସାଥୀ ଗ୍ରାମରେ ଗତକାଲି ସନ୍ଧ୍ୟା ପ୍ରାୟ ୫ ଘଣ୍ଟା ସମୟରେ ଝଡ ତୁଫାନ ଘଡଘଡିରେ ଗ୍ରାମର ତେନ୍ତୁଳି ଗଛ ତଳେ ତିନି ଜର୍ସି ଗାଈ ରହିଥିବା ବେଳେ ହଠାତ୍ ବଜ୍ରପାତ ଯୋଗୁଁ ତିନି ଜର୍ସି ଗାଈଙ୍କ ଗଛ ତଳରେ ହିଁ ମୃତ୍ୟୁ ଘଟିଥିଲା । ଉକ୍ତ ଗାଈ
Read More...

ଭାବ ଓ ଭାଷାର ଯୁଗଳବନ୍ଦୀ

ରାମକୃଷ୍ଣ ମଣିଷର ପରିଚୟ ନିର୍ମିତ ହୁଏ ମନ ଓ ହୃଦୟ ପରି ତାର ଚେତନାର ଦୁଇଟି ମୂଖ୍ୟ ଭୂମିରୁ । ମନର ଅଭିବ୍ୟକ୍ତିରୁ ନିର୍ମିତ ହୁଏ ତାର ବ୍ୟକ୍ତିସତ୍ତା ଓ ହୃଦୟର ଅଭିବ୍ୟକ୍ତିରୁ ତାର କବିସତ୍ତା । ପ୍ରତି ମଣିଷର ହୃଦୟରେ ହିଁ ଥାଏ ତାର କବିସତ୍ତା । ଅର୍ଥାତ୍ ପ୍ରତି ମଣିଷ ହୃଦୟରେ ଜଣେ ଜଣେ
Read More...

ସଂସ୍କୃତ ପ୍ରଶିକ୍ଷଣ ବର୍ଗ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କଲେଜ ଛକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂସ୍କୃତ ଭାରତୀ ଉତ୍କଳ ପ୍ରାନ୍ତ ଦ୍ଵାରା ଚାଲିଥିବା ୧୨ ଦିନ ବ୍ୟାପୀ ରାଜ୍ୟ ସ୍ତରୀୟ ଶିବିର ଚାଳକ ପ୍ରଶିକ୍ଷଣ ଓ ଭାଷା ବୋଧନ ବର୍ଗର ସମାରୋପ କାର୍ଯ୍ୟକ୍ରମ ବୁଧବାର ସନ୍ଧ୍ୟା ୬.୪୫ ସମୟରେ ଅନୁଷ୍ଠିତ
Read More...

କବିତା : ମନର୍ ମରନ୍, ଗୁଟେ ମିଠା ଦରଦ୍

ସାବିତ୍ରୀ ପୁରୋହିତ ଚାଲ…ଫେର୍ ଘାଏନିସରି ଯାଇଥିବାର୍ସେ କାଏଲ୍ କେ ଜିଇଁମା । କେନ୍ତା କଥା ଯେକେନ ବୁଝିହେସି…ସମିଆଁର୍ ଘନାଶାଲେକୁରକୁଟି ହେଇକିଏ କେନେ ସରିଗଲାକିଏ କାହାକେ ସରେଇ ଦେଲା । ଲେତା ଗୁତା ବଂଧୁଅଂଧାରି ଶାଲର୍ ଅଂଧୁହୁଲକେ ଧୁକା ହେଇ ଆଏସନ୍…ଛିଇଁକରି ପଲେଇ ଭି
Read More...

ଆୟକର ବିଭାଗ ଚଢାଉ କଲା ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ ଉପରେ

ଚଣ୍ଡିଖୋଲ : ଆୟକର ବିଭାଗ ଚଢାଉ କଲା ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ ଉପରେ । ଯାଜପୁର ଜିଲ୍ଲା ଜାରକା ପଣ୍ଡୁଆ ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଅଚାନକ ଚଢାଉ କରାଯାଇଛି । ତେବେ କେଉଁ କାରଣରୁ ଆୟକର ବିଭାଗ ଚଢ଼ାଉ କରିଛି ସେନେଇ
Read More...

ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ୍ ଘଟଣାରେ ୬ ଅଭିଯୁକ୍ତ ଗିରଫ

କରଞ୍ଜିଆ : ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ୩୦ହଜାର ଟଙ୍କା ଲୁଟ୍ କରିବା ଘଟଣାରେ ୬ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି । ୬ ଆନ୍ତରାଜ୍ୟ ଡକାୟତଙ୍କୁ ଧରି କୋର୍ଟ ଚାଲାଣ କଲା କରଞ୍ଜିଆ ପୋଲିସ । ଗିରଫ ଅଭିଯୁକ୍ତମାନେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗରେ ସାମିଲ ହୋଇ ବିଭିନ୍ନ ଜାଗାରେ ଲୁଟ
Read More...

ସଂରକ୍ଷଣ ନିଆଁ ପୁଣି ତେଜିଲା, ୫ ଦିନ ଧରି ଆନ୍ଦୋଳନକାରୀମାନେ ଜୟପୁର-ଆଗ୍ରା ରାଜପଥରେ

ଭରତପୁର : ସଂରକ୍ଷଣ ଦାବୀରେ ସେନି, କୁଶୱା, ଶାକ୍ୟ ଏବଂ ମୌର୍ଯ୍ୟ ସମାଜର ଆନ୍ଦୋଳନ ଆଜି ପଞ୍ଚମ ଦିନ ପାଇଁ ଜାରି ରହିଛି । ଏହି ସମାଜର ଲୋକମାନେ ଭରତପୁର ଜିଲ୍ଲାର ଜୟପୁର-ଆଗ୍ରା ଜାତୀୟ ରାଜପଥରେ ୧୨ ପ୍ରତିଶତ ସଂରକ୍ଷଣ ଦାବୀରେ ଆରୋଡା ଗାଁରେ ରାଜପଥ ଜାମ୍ କରି ବସିଛନ୍ତି । ସଂରକ୍ଷଣ
Read More...

ସାଢେ଼ ତିନି ଲକ୍ଷ ଟଙ୍କା ସୁଧରେ ଲଗାଇ ୨ କୋଟି କରିଦେଲେ ସାହୁକାର, ପୀଡିତ କୃଷକଙ୍କ ଆତ୍ମହତ୍ୟା

କରୋଲି : ରାଜସ୍ଥାନର କରୋଲି ଜିଲ୍ଲାର ନାଦୋତି ଅଞ୍ଚଳରେ ଜଣେ କୃଷକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଚାଷୀଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ସେ ୧୦-୧୨ ବର୍ଷ ପୂର୍ବେ ସାହୁକାରଙ୍କ ଠାରୁ ସାଢେ଼ ତିନି ଲକ୍ଷ ଟଙ୍କା ନେଇଥିଲେ । ଲଗାତାର ଋଣ କିସ୍ତି ପରିଶୋଧ କରିବା ପରେ ବି
Read More...

ଶୁକ୍ରବାରର ନମାଜ ପୂର୍ବରୁ ୟୁପିର ଅନେକ ସହରକୁ ଡ୍ରୋନ୍ ଜଗିଛି, ସମ୍ବେଦନଶୀଳ ଜିଲ୍ଲାମାନଙ୍କରେ ଭାରି ଫୋର୍ସ ନିୟୋଜନ

ଲକ୍ଷ୍ନୌ : ଗତ ଶୁକ୍ରବାର ଦିନ ଦୁଇ ମସ୍‌ଜିଦ୍‌ରେ ହୋଇଥିବା ହିଂସା ଏବଂ ବୋବାଲକୁ ଦୃଷ୍ଟିରେ ରଖି ଜୁନ୍ ୧୭ରେ ନମାଜ କାର୍ଯ୍ୟକ୍ରମକୁ ଶୃଂଖଳାର ସହ ସମାପ୍ତ କରିବା ପାଇଁ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଲକ୍ଷ୍ନୌ, କାନପୁର, ସାହାରନପୁର, ପ୍ରୟାଗରାଜ ସମେତ ଅନ୍ୟାନ୍ୟ ସମ୍ବେଦନଶୀଳ
Read More...

ଭରସୁଜା ବସଷ୍ଟାଣ୍ଡ ଅଞ୍ଚଳକୁ କାବୁ କରି ନେଇଛି ସଟ୍ଟା : ପୋଲିସ ଚୁପ୍‌

ଡୁଡୁକା, (ସୁଶୀଳ କୁମାର ମିଶ୍ର) : ଦୀର୍ଘ ବର୍ଷ ହେଲା ସଟ୍ଟା ମାଫିଆଙ୍କ କବଳରେ ଭରସୁଜା ବସଷ୍ଟାଣ୍ଡ ରହିିଛି । ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ବ୍ଲକର ଯୁବପିଢି ଏହି କାରବାରରେ ଲିପ୍ତ ରହୁଛନ୍ତି । ମାଫିଆମାନେ ଏହି ଜୁଆଖେଳ ଜାରି ରଖିଥିବା ବେଳେ ପୁଲିସ ପ୍ରଶାସନ ନିରବ ରହିବା ସମସ୍ତଙ୍କୁ
Read More...