Monthly Archives

June 2022

ବିଜେଡିରେ ଯୋଗଦେଲେ ମିନତି ପଟ୍ଟନାୟକ

କଟକ : ଆଜି ବିଧିବଦ୍ଧ ଭାବେ ବିଜେଡିର ସାଙ୍ଗଠନିକ ସମ୍ପାଦକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ମିନତି ସାମିଲ ହୋଇଛନ୍ତି । ପୁଷ୍ପଗୁଚ୍ଛ ଦେଇ ମିନତିଙ୍କୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସ୍ୱାଗତ କରିଛନ୍ତି । ପୂର୍ବରୁ ମିନତି ତାଙ୍କ ମହାନତାକୁ ନେଇ ବେଶ୍‌ ଚର୍ଚ୍ଚାରେ
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ । ରାଷ୍ଟ୍ରପତି ନିର୍ବାଚନ ରାଜନୀତି ସରଗରମ ହୋଇଉଠିଛି । ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ଇତି ମଧ୍ୟରେ ମଙ୍ଗଳବାର ଭାଜପା
Read More...

ନୃସିଂହନାଥ ପୀଠରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀଙ୍କ ଆହ୍ୱାନ କ୍ରମେ ବରଗଡ ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠ ସ୍ଥିତ ଆଇଓସିଏଲ ଗେଷ୍ଟ ହାଉସ ପରିସରରେ ଆଜି ଭୋର ୪ଟା ରୁ ୬ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ
Read More...

ଜାମ୍ମୁ କାଶ୍ମୀର : ପୁଲୱାମାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିିଁ, ୧ ଆତଙ୍କବାଦୀ ନିହତ

ପୁଲୱାମା : ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ମୁହାଁମୁହିିଁ ଅବସ୍ଥା ଦେଖାଦେଇଛି । ତେବେ ଏହି ସମୟ ମଧ୍ୟରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ପୁଲୱାମାର ଦୁଜାନ ଗ୍ରାମରେ ଏହି ଘଟଣା ଘଟିଥିବା ପୋଲିସ
Read More...

ଆନ୍ତର୍ଜାତୀୟ ଯୋଗ ଦିବସରେ ମହୀଶୂରରେ ଯୋଗ ଅଭ୍ୟାସ କଲେ ପିଏମ୍‌ ମୋଦୀ

ମହୀଶୂର : ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ତଥା ବିଶ୍ୱର ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଭାରତୀୟ ସଭ୍ୟତା ଏବଂ ସଂସ୍କୃତିର ଏକ ଚମତ୍କାର ଐତିହ୍ୟ ଯୋଗ ; ଏହା କେବଳ ଲୋକଙ୍କ ଜୀବନର ଏକ ଅଂଶ ନୁହେଁ । ଆଜି ଦୁନିଆରେ
Read More...

ପୁଣି ମାଓ ହିଂସା : ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଗାଡି ପୋଡିଦେଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଭଣ୍ଡାରି କୋତ୍ତାଗୂଡେମ ଜିଲ୍ଲାରେ ଗାଡି ପୋଡିଦେଲେ ମାଓବାଦୀ । ସୂଚନାନୁଯାୟୀ, ଭଣ୍ଡାରି କୋତ୍ତାଗୂଡେମ ଜିଲ୍ଲା ଚେରଲା ଥାନା ଗୋରକୋଣ୍ଡା ଗାଁ ନିକଟରେ ବନ ବିଭାଗ ତରଫରୁ ରାସ୍ତା ନିର୍ମାଣ
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଖିଲକଣ୍ଟିଆ ରାସ୍ତା ବିନାୟକନଗର ଜନୈକ ବ୍ୟକ୍ତିଙ୍କ ବାରିରେ ଥିବା ଆମ୍ବ ଗଛରେ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ୩
Read More...

ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ

ତେଲକୋଇ : ତେଲକୋଇ ବଜାର ଛକ ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ପିକଅପ୍ ଭ୍ୟାନ୍‌ରେ ଗୋ-ଚାଲାଣ ହେଉଥିବା ଖବର ପାଇ ପୋଲିସ ମାଡ଼ି ବସିଥିଲା । ପିକଅପ୍ ଭ୍ୟାନ୍‌ରୁ ୧୩ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର ହୋଇଛନ୍ତି । ତେବେ ମାଫିଆମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ଏହି
Read More...

ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂଙ୍କ ରଥଯାତ୍ରା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଦାୟିତ୍ୱ ଗ୍ରହଣ କରି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଯେପରି ସୂଚାରୁ ରୂପେ ଅନୁଷ୍ଠିତ ହେବ ଏବଂ ଆଞ୍ଚଳିକ ସମେତ ଜାତୀୟ ସ୍ତରର ଆଧ୍ୟାତ୍ମିକ ଟିଭି ଚ୍ୟାନେଲଗୁଡିକରେ ଏହାର ସିଧାପ୍ରସାରଣ ପୂର୍ବକ ସାରା ଦେଶର
Read More...

ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଗତକାଲି ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରୀ ସିଂଙ୍କୁ ସ୍ୱାଗତ କରିଥିଲେ । ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ସିଂ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ
Read More...