Monthly Archives

June 2022

୨୮ଟି ପାନ ଦୋକାନରୁ ୫ ହଜାର ୪୦୦ ଟଙ୍କା ଜୋରିମାନା ଆଦାୟ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲା ଛତ୍ରପୁର ସହର ଓ ବାଇପାସ ଅଞ୍ଚଳରେ ଥିବା ସମସ୍ତ ପାନ ଦେକାନକୁ ଏକ ସ୍ପେଶାଲ ସ୍କ୍ବାଡ ଚଢ଼ାଉ କରି ଯାଞ୍ଚ କରିଛନ୍ତି । ସେଥିରୁ ୨୮ ପାନ ଦୋକାନରେ ଗୁଟ୍‌ଖା, ବିଡି, ସିଗାରେଟ, ଖଇନି ଆଦି ମାଦକ ଦ୍ରବ୍ୟ ବିକ୍ରି ହେଉଥିବା ଯାଞ୍ଚ ବେଳେ
Read More...

ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ଵାମୀ

ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ତେଣ୍ଡାକୁଡ଼ା ଗ୍ରାମରେ ଗତକାଲି ରାତିରେ ସ୍ଵାମୀ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡିଛି । ଅଭିଯୁକ୍ତ ସ୍ଵାମୀକୁ ପୋଲିସ ଅଟକ ରଖିଛି । ସୂଚନାନୁଯାୟୀ, ପାଟକୁରା ଥାନା ତେଣ୍ଡାକୁଡ଼ା ଗ୍ରାମର ସୟଦ ମାନାନା ଅଲ୍ଲୀ
Read More...

ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ସାମ୍ନା ପୋଖରୀରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ତପିଶା ପ୍ରଧାନ ବୋଲି ଜଣାପଡିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନାହିଁ । ସ୍ଥାନୀୟ
Read More...

କନ୍ଧମାଳରେ ଡିଜିଟାଲ୍‌ ଇଣ୍ଡିଆ ସାତ ସପନ : ନେଟ୍‌ୱାର୍କ ପାଇଁ ପାହାଡ଼, ଜଙ୍ଗଲ ଘାଟି ସାହା ଭରଷା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବର୍ତ୍ତମାନ ସମୟରେ ଡିଜିଟାଲ୍‌ କାରବାର ବେଶ୍‌ ବୃଦ୍ଧି ପାଇଛି । ସରକାରୀ ଓ ବେସରକାରୀ ଅଫିସ କାମ ଅନ୍‌ଲାଇନ୍‌ରେ ହେଉଛି । ପାଠପଢ଼ାଠାରୁ ଚାକିରି ଆବେଦନ ପର୍ଯ୍ୟନ୍ତ ସବୁ ଅନ୍‌ଲାଇନ୍‌ । ଏପରିକି କ୍ୟାସ୍‌ଲେସ୍‌ କାରବାର ପାଇଁ ଦେଣନେଣ ମଧ୍ୟ
Read More...

ୱାର୍ଡ ନଂ ୫କୁ ପରିଦର୍ଶନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ସକାଳୁ ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୱାର୍ଡ ନଂ ୫କୁ ପରିଦର୍ଶନ କରିଛନ୍ତି ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ପରିଦର୍ଶନ କରି ୱାର୍ଡରେ ରହିଥିବା ବିଭିନ୍ନ ସମସ୍ୟାର ଅତି ଶୀଘ୍ର ସମାଧାନ ପାଇଁ ସ୍ଥାନୀୟ
Read More...

ପାଣିର ସମସ୍ୟାର ସମାଧାନ ପାଇଁ ବ୍ଲକ୍ କାର୍ଯ୍ୟାଳୟର ଦ୍ଵାରସ୍ଥ ହେଲେ ଏସ୍ଏଚ୍‌ଜି ମହିଳା ବୃନ୍ଦ ଓ ଗ୍ରାମବାସୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଗଫେଣା ଗାଁରେ ପାଣିର ସମସ୍ୟା ଲାଗି ରହିଛି । ଏନେଇ ସରପଞ୍ଚଙ୍କ ପାଖରେ ଅଭିଯୋଗ କରିବାରୁ 'ତମ ଗାଁ ଲୋକ ମତେ ଭୋଟ ଦେଇ ନାହିଁ ତମ ଗାଁ କାମ କରିବି ନାହିଁ ବୋଲି ସରପଞ୍ଚ କହୁଛନ୍ତି
Read More...

ରାସ୍ତା ଦୂରବସ୍ଥା ନେଇ ନିର୍ବାହୀ ଯନ୍ତ୍ରୀଙ୍କୁ କାଉନସିଲରଙ୍କ ଚିଠି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ପ୍ରତି ବର୍ଷ ଗମନା ଗମନକୁ ପ୍ରାଧାନ୍ୟ ଦେବା ସହ କୋଟି କୋଟି ଅର୍ଥ ବିନିମୟରେ ରାସ୍ତା ମାନ ନିର୍ମାଣ କରୁଛନ୍ତି । ହେଲେ କିଛି ଲାଞ୍ଚୁଆ ଅଧିକାରୀଙ୍କ ଠିକାଦାର ପୋଷା ନୀତି ଓ ହାତ ଗୁଞ୍ଜ ପାଉଣାର ଲୋଭ ସବୁ ଯୋଜନାକୁ ଭୂମିସ୍ଥ ହେବା ଆଗରୁ ହିଁ ଭୂମି
Read More...

ବରଗଡ଼ ଜିଲ୍ଲାରେ ୪୧ ମିମି ବର୍ଷା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ରାତିଠାରୁ ଆଜି ପର୍ଯ୍ୟନ୍ତ ୪୧.୪ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ପାଣି ପାଗ ବିଭାଗ ଆକଳନରୁ ଜଣାପଡିଛି ଯେ, ଦିନର ଆଦ୍ରତା ୮୧ ଶତକଡା ରହିଥିବା ବେଳେ ପାଗ ମେଘୁଆ ରହିଛି । ଆଜିର ତାପମାତ୍ରା ସର୍ବାଧିକ
Read More...

ପେଲେସ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂର୍ଘଷ : ଜଣେ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇ ଗୋଷ୍ଠୀ ମଧ୍ୟରେ ସଂର୍ଘଷ । ସଂର୍ଘଷରେ ଜଣେ ଗୁରୁତର ଆହତ । ସ୍ଥାନୀୟ ଶୈଳେଶ୍ରୀ ପେଲେସ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂର୍ଘଷ ଘଟି ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୫ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୬ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...