Daily Archives

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

କଟକ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡ଼ମପଡ଼ା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଡ଼ମପଡ଼ା ଅଫିସ ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।
Read More...

ଗୁରୁ ଭଗବାନ ସାହୁଙ୍କ ସାହିତ୍ୟ ଓ ଜୀବନୀ ସମ୍ପର୍କରେ ଆଲୋଚନା : ଗାନ୍ଧୀ ମଣିଷଙ୍କୁ ଶ୍ରଦ୍ଧାଞ୍ଜଳି

କୁଚିଣ୍ଡା : (ସମ୍ବଲପୁର) ବରଗଡ଼ ଜିଲ୍ଲା କୁମ୍ଭାରୀରେ ଜନ୍ମିତ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ସାହିତ୍ୟ, ବିଶେଷ କରି ନାଟ୍ୟ ସାହିତ୍ୟ ସମ୍ପର୍କରେ ଏକ ଆଲୋଚନା ସଭା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବ୍ୟଙ୍ଗ କବି ପ୍ରମୋଦ
Read More...

ମଦନପୁର କୃଷି ସମବାୟ ସମିତିର ସଭାପତି ଭାବେ ହରି ମହାନନ୍ଦ ନିଦ୍ୱର୍ନ୍ଦରେ ନିର୍ବାଚିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର କୃଷି ସମବାୟ ସମିତିର ସଭାପତି ଭାବେ ବିଜେଡି ପ୍ରାର୍ଥୀ ହରି ମହାନନ୍ଦ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହି ସମିତିରେ ୧୪ ଜଣ ଡ଼ାଇରେକ୍ଟରଙ୍କ ସହମତି କ୍ରମେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା ।
Read More...

ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ୨ୟ ବୈଠକ ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ଦ୍ୱିତୀୟ କାଉନସିଲ ବୈଠକ ଗତକାଲି ଅଫିସ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦ ଅଧ୍ୟକ୍ଷ ଦୀନେଶ ଗହୀରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ ବୟନ ଶିଳ୍ପ ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା
Read More...

ଦେଓଗାଁ ରେଳଷ୍ଟେସନ ପ୍ଲାଟଫର୍ମରେ ଗଳୁଛି ପାଣି : ମରାମତି ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ନୂଆ କରି ନିର୍ମାଣ ହୋଇଥିବା ଦେଓଗାଁ ରେଳ ଷ୍ଟେସନର ପ୍ଲାଟଫର୍ମରେ ବର୍ଷା ହେଲେ ପାଣି ଗଲୁଥିବା ଦେଖିବାକୁ ମିଳିଛି । ରବିବାର ଦିନ ସନ୍ଧ୍ୟାରେ ହୋଇଥିବା ବର୍ଷା ଯୋଗୁଁ ପ୍ଲାଟ ଫର୍ମ ଉପର ଆଜବେଷ୍ଟର ଛାତରୁ ପାଣି ଗଳୁଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଏହି
Read More...