Daily Archives

ରୁଷରୁ ଅଶୋଧିତ ତୈଳ ଆମଦାନୀ ୫୦ ଗୁଣ ବୃଦ୍ଧି, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ନିୟନ୍ତ୍ରଣରେ ସହାୟକ ହେବ

ନୂଆଦିଲ୍ଲୀ : ୟୁକ୍ରେନ ସହିତ ଯୁଦ୍ଧ ପରେ ଆମେରିକା-ୟୁରୋପ ସମେତ ସମସ୍ତ ଦେଶର ପ୍ରତିବଂଧକକୁ ସାମ୍ନା କରୁଥିବା ରୁଷ ଅଶୋଧିତ ତୈଳ ଶସ୍ତା ମୂଲ୍ୟରେ ଭାରତକୁ ବିକ୍ରୟ କରିବାକୁ ପ୍ରସ୍ତାବ ଦେଇଥିଲା । ତା’ପରେ ଭାରତୀୟ କମ୍ପାନୀମାନେ ମଧ୍ୟ ଏହି ସୁଯୋଗ ନେଇଥିଲେ । ସୂଚନା ଅନୁସାରେ ମାତ୍ର
Read More...

ଖପ୍ରାଖୋଲ ବ୍ଲକରେ ଖାଦ୍ୟ ସୁରକ୍ଷା ଆଇନ୍ ବାଟବଣା : ଆଠପ୍ରାଣୀ କୁଟୁମ୍ବ, ନାଁରେ କାର୍ଡ ଅଛି, ରାସନ୍ ମିଳୁନି

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରାସନ୍ ସାମଗ୍ରୀ ଯୋଗାଇ ଦେଉଥିବା ବେଳେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ରାସନ୍ କାର୍ଡ ଥିବା ସତ୍ୱେ ରାସନ୍ ମିଳୁ ନଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ
Read More...

ଭିଜିଲାନ୍ସ ଜାଲରେ ଆଣ୍ଟିଂ ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇ

ଜଳେଶ୍ୱର : ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ଵର ସିଭିଲ ସପ୍ଲାଏ ଆଣ୍ଟି ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଛି । ସୂଚନାନୁଯାୟୀ, ଏହି ଚଢାଉରେ ୫ଟି ଟିମ୍‌ରେ ୩୫ ଜଣ ଅଧିକାରୀ ସାମିଲ ଅଛନ୍ତି ।
Read More...

ପୁଅକୁ ହାଣି ଆତ୍ମହତ୍ୟା କଲା ବାପା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡାରେ ପୁଅକୁ ହାଣି ଆତ୍ମହତ୍ୟା କଲା ବାପା । ଘଟଣାସ୍ଥଳରେ ନୂଆପଡ଼ା ଏସ୍‌ଡିପିଓ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାନୁଯାୟୀ, ଧରମବନ୍ଧା ଥାନା ଫୋକଟପଡାର ନକୁଳ ରାଉତ ଓ ତାଙ୍କ ପୁଅ
Read More...

ବଡବନ୍ଧ, କୁତୁର୍ଲା ଓ ସାରସମାଲ ପେକ୍ସ ସଭାପତି ନିର୍ବାଚିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ୧୨ଟି ପେକ୍ସରେ ନିର୍ଦ୍ଦେଶକ ନିର୍ବାଚନ ଶେଷ ହେବା ପରେ ଗୁରୁବାର ୩ଟି ପେକ୍ସର ସଭାପତି ନିର୍ବାଚନ କରାଯାଇଥିଲା । ବଡବନ୍ଧ ପେକ୍ସରେ ସୁଶିଲ ଚାନ୍ଦ, କୁତୁର୍ଲା ପେକ୍ସରେ ନୀଳାମ୍ବର ପାଣିଗ୍ରାହୀ ଓ ସାରସମାଲ ପେକ୍ସରେ ଗୋପୀନାଥ ବାଗ ନିର୍ବାଚିତ
Read More...

୧୮୯ ସିଆର୍‌ପିଏଫ୍‌ ବାଟାଲିୟନ ପକ୍ଷରୁ ‘ହର୍‌ ଘର ତ୍ରିରଙ୍ଗା’ ଅଭିଯାନ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡା ସ୍ଥିତ ଟାଇଗର ୟୁଥ କ୍ଲବ୍‌ ଠାରେ ଗତକାଲି ୧୮୯ ସିଆର୍‌ପିଏଫ୍‌ ବାଟାଲିୟନ ପକ୍ଷରୁ କମାଣ୍ଡେଣ୍ଟ ପୱନ କୁମାର ତିୱାରିଙ୍କ ନେତୃତ୍ୱରେ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ସାଧାରଣ
Read More...

ପ୍ରଧାମନ୍ତ୍ରୀଙ୍କ ଦ୍ୱାରା ବାଣିଜ୍ୟ ଭବନ ଉଦ୍‌ଘାଟିତ ଓ ନିର୍ଯ୍ୟାତ ପୋର୍ଟାଲର ଶୁଭାରମ୍ଭ

“ଦେଶ ନାଗରିକ କୈନ୍ଦ୍ରିକ ପ୍ରଶାସନ ଦିଗରେ ଗତି କରୁଛି”“ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନୀତି, ନିଷ୍ପତ୍ତି, ସଂକଳ୍ପ ଓ ସେଗୁଡ଼ିକର ସମାଧାନ ସ୍ୱାଧୀନ ଭାରତକୁ ଆଗେଇ ନେବା ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ”ସରକାରଙ୍କ ନିକଟରେ ପହଞ୍ଚିବା ଓ ସୁବିଧା ପାଇବାକୁ ସୁନିଶ୍ଚିତ କରିବା ହେଉଛି
Read More...

ଜନ କଲ୍ୟାଣ ମୂଳକ ଅଭିଯାନ “ସୁକୁନ” ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଦାନ୍ୟତା ବ୍ୟକ୍ତିତ୍ୱକୁ ଆହୁରି ଆକର୍ଷଣୀୟ କରି ଗଢି ତୋଳି ଥାଏ । ସରଳ, ନିସ୍ଵ, ଅସହାୟ ଲୋକ ପାଇଁ କ୍ଷୁଦ୍ର ସହାୟତା ମଧ୍ୟ ଆତ୍ମତୃପ୍ତିର କାରଣ ହୋଇଥାଏ । ଏହିପରି ଏକ ଅଭିନବ ଓ ଭିନ୍ନ ପଦକ୍ଷେପ ସ୍ୱରୂପ ସେଞ୍ଚୁରିଅନ ପବ୍ଲିକ ସ୍କୁଲ, ଦିଲ୍ଲୀ ପବ୍ଲିକ
Read More...