ଗଛଲଗାଇ ଜନ୍ମଦିନ ପାଳିଲେ ଛାତ୍ରୀ
ଡୁଡୁକା, (କେପିଏନ୍ଏସ୍) : ୫୦ଟି ଗଛ ଲଗାଇ ଜନ୍ମଦିନ ପାଳନ କରିଛନ୍ତି ଆଗଲପୁର ବ୍ଲକ ଭରସୁଜା ଗ୍ରାମର କରୁଣାକର ପାତ୍ର ଓ ରଞ୍ଜିତା ପାତ୍ରଙ୍କ ୧୨ ବର୍ଷର ଝିଅ ପ୍ରାଚୀ ପ୍ରିୟଦର୍ଶନୀ ପାତ୍ର । ପ୍ରାଚୀ ୨ ବର୍ଷ ବୟସରୁ ପରିବେଶ ପ୍ରେମରେ ପଡି ପ୍ରତିବର୍ଷ ନିଜ ଜନ୍ମଦିନରେ ବୃଷରୋପଣ କରନ୍ତି ।!-->…
Read More...
Read More...