Daily Archives

ନୀତିଦିନ ସାମ୍ବାଦିକ ମନୋଜ ସାହୁଙ୍କ ଧର୍ମପତ୍ନୀଙ୍କୁ ୧୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ସମସ୍ତ ସାମ୍ବାଦିକମାନଙ୍କ ହିତ ସକାଶେ ରାଜ୍ୟସରକାର ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି । ସେଥିସକାଶେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା, ଓଡିଶା କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ଯୋଜନା ମାନ ପ୍ରଣୟନ କରିଛନ୍ତି । ଗତ କରୋନା
Read More...

ବିଏମ୍‌ସିର ପ୍ରଥମ କର୍ପୋରେସନ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଭୁବନେଶ୍ୱର ମହାନଗର ନିଗମର ପ୍ରଥମ କର୍ପୋରେସନ ବୈଠକ ଅନୁଷ୍ଠିତ ହେବ । ମେୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସମସ୍ତ ୬୭ ୱାର୍ଡର କର୍ପୋରେଟର ଯୋଗେଦେବେ । ନୂଆ ପରିଷଦ ଗଠନ ହେବା ପରେ ଏହା ପ୍ରଥମ ବୈଠକ । ଏଥିରେ ସହରର ବିଭିନ୍ନ
Read More...

ଆଜି ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ : ଆଜି ରାଜ୍ୟସଭା ନିର୍ବାଚନି । ୪ଟି ରାଜ୍ୟର ୧୬ ରାଜ୍ୟସଭା ଆସନ ପାଇଁ ମତଦାନ କରାଯିବ । ଏହାର ଫଳାଫଳ ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏର ସ୍ଥିତି ନିର୍ଦ୍ଧାରଣ କରିବ । ଲୋକସଭାରେ ଏନ୍‌ଡିଏର ସ୍ଥିତି ମଜଭୁତ ଥିଲା ବେଳେ ରାଜ୍ୟସଭାରେ ନାହିଁ । ମୋଟ ୫୭ ରାଜ୍ୟସଭା ଆସନ
Read More...

ଗଞ୍ଜାମ ଜିଲ୍ଲାରେ ଗଢ଼ିଉଠିଥିବା ସମସ୍ତ ବେଆଇନ୍ ଚିକିତ୍ସାଳୟ / କ୍ଲିନିକ ଚିହ୍ନଟ କରାଯିବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାର ରାଜ୍ୟର ସମସ୍ତ ଜନ ସାଧାରଣଙ୍କର ସ୍ୱାସ୍ଥ୍ୟ କିଭଳି ଠିକ୍ ରହିବ ସେ ଦିଗରେ ଅଧିକ ଯତ୍ନବାନ ଅଛନ୍ତି । ଏଥି ସକାଶେ ଅନେକ ଗୁଡିଏ ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନାମାନ କରାଯାଉଛି, କିନ୍ତୁ ସେ ସବୁ ଯୋଜନାମାନ ଅସାଧୁ ବ୍ୟକ୍ତିମାନଙ୍କ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...

ଋଣ ଭାର ସହି ନପାରି ଦମ୍ପତିଙ୍କ ଆତ୍ମହତ୍ୟା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଙ୍କଡ଼ପାଳ ଗ୍ରାମରେ ଋଣ ଭାର ସହି ନପାରି ଦମ୍ପତି ଆତ୍ମହତ୍ୟା କରିଥିବା ଖବର ମିଳିଛି । ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କ ମୃତଦେହ ଉଦ୍ଧାର କଲା ସଦର ଥାନା ପୋଲିସ । ମୃତକ ଦମ୍ପତି ହେଲେ କାଙ୍କଡ଼ପାଳ ଗ୍ରାମର ବିଶିକେଶନ ସାହୁ ଓ
Read More...

ପାରଳାଖେମୁଣ୍ଡି ଷ୍ଟେସନରେ ବିଭିନ୍ନ ଦାବୀ ନେଇ ରେଳରୋକ

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେଲୱେ ଷ୍ଟେସନରେ ବିଭିନ୍ନ ଦାବୀ ନେଇ ରେଳରୋକ । ଷ୍ଟେସନର ଦୋହରିକରଣ, ପାନୀୟ ଜଳ ବ୍ୟବସ୍ଥା, ସେସନରେ ପ୍ରେକ୍ଷାଳୟ ବ୍ୟବସ୍ଥା ଇତ୍ୟାଦି ବ୍ୟବସ୍ଥା ଯୋଗାଇବା ଦାବୀରେ ଆଜି ସକାଳୁ ସକାଳୁ ସ୍ଥାନୀୟ ଲୋକେ ରେଳରୋକ କରିଛନ୍ତି । ଫଳରେ ୩୦ ମିନିଟ୍ କାଳ
Read More...

ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର

କରଞ୍ଜିଆ : ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର । ଆହତ ଫରେଷ୍ଟରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଯଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଦିନ ତଳେ ଭାଲୁ ଆକ୍ରମଣରେ ୨ ଜଣ ଆହତ ହୋଇଥିଲେ । ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଶିମିଳିପାଳ ଚହଲା
Read More...

ହାତୀ ଉପଦ୍ରବ : ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଗଲେ ହାତୀପଲ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କାଳିଆହତା ଫରେଷ୍ଟ ବିଟରେ ହାତୀ ଉପଦ୍ରବ । ସୂଚନାନୁଯାୟୀ, ୧୦ଟି ହାତୀ ଥିବା ହାତୀପଲ ଗଳଦା ଗାଁରେ ପଶି ୨ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଯାଇଛନ୍ତି ।ଫଳରେ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ
Read More...

ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ ଜଣେ ବିଦ୍ୱାନ ଦାର୍ଶନିକ

ନୂଆଦିଲ୍ଲୀ : ରାଷ୍ଟ୍ରପତି ହେବା ପୂର୍ବରୁ ଡକ୍ଟର ରାଧାକୃଷ୍ଣନ୍ ୧୦ ବର୍ଷ ପାଇଁ ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ । ବିଶ୍ୱାସ କରାଯାଏ ଯେ, ସେ ଭାରତର ସବୁଠାରୁ ଯୋଗ୍ୟ ରାଷ୍ଟ୍ରପତି ଥିଲେ । ସେ କେବଳ ବିଏଚୟୁ ଏବଂ ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୁଳପତି ଭଳି ସମ୍ମାନଜନକ ପଦବୀରେ
Read More...