ପତ୍ନୀର ବାହାଘର ରୋକିବା ପାଇଁ ପୁଅକୁ ଧରି ଥାନାର ଦ୍ଵାରସ୍ଥ ହେଲେ ସ୍ୱାମୀ
ପାଟଣାଗଡ଼, (ଗୋରେଖନାଥ ବରିହା) : ପତ୍ନୀର ବାହାଘର ରୋକିବା ପାଇଁ ପିଲାକୁ ଧରି ଥାନାର ଦ୍ଵାରସ୍ଥ ହେଲେ ସ୍ୱାମୀ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ବେନ୍ଦେର ଗ୍ରାମରେ । ଅଭିଯୋଗ ଅନୁସାରେ ଲାଠୋର ଥାନା ଅନ୍ତର୍ଗତ ବେନ୍ଦେର ଗ୍ରାମର ପିତବାସ ମାଝୀ ଗତ!-->…
Read More...
Read More...