Daily Archives

ଗାନ୍ଧୀ ଷ୍ଟାଡିୟମଠାରେ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ଜିଲ୍ଲାର ଲୁକାୟିତ କ୍ରୀଡା ପ୍ରତିଭାଙ୍କ ନିମନ୍ତେ ଉଜ୍ଜଳ ଭବିଷ୍ୟତ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଦୁଇ ଦିନିଆ
Read More...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଜଳଛାୟା ପ୍ରକଳ୍ପ ସହାୟକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଜଳ ଛାୟା ବିଭାଗର ପ୍ରକଳ୍ପ ସହାୟକ ନଗେନ୍ଦ୍ରନାଥ ସ୍ୱାଇଁ । ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡି ବସିଛି ଭିଜିଲାନ୍ସ । ୪ଟି ପୋଖରୀ ଖୋଳା କାମ ବାବଦରେ
Read More...

ଗୁଦେରପାଲି କଲ୍ୟାଣ ମଣ୍ଡପ କାର୍ଯ୍ୟ ସମ୍ପୂର୍ଣ୍ଣ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁରେ ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ନିମ୍ନ ମାନର ଏକ ମାତ୍ର କଲ୍ୟାଣ ମଣ୍ଡପ ଅର୍ଦ୍ଧ ନିର୍ମିତ ହୋଇ ପଡ଼ିରହିଥିବା ବେଳେ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନ ଗାଁକୁ ଅଣଦେଖା କରୁଥିବା ଅଭିଯୋଗ
Read More...

ପୂର୍ବ ଶତୃତାକୁ ନେଇ ଭୁଜାଲି ମାଡ଼ : ଜଣେ ଗୁରୁତର, ଦୁଇ ଆହତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ଚିଙ୍ଗେରବନ୍ଦ ଗାଁରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଭୁଜାଲି ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ଅନ୍ୟଦୁଇ ଜଣ ଗୁରୁତର ହୋଇ ପାଟଣାଗଡ଼ ଡାକ୍ତରଖାନରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।
Read More...

ପୁରେନାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ପୁରେନା ଗ୍ରାମବାସୀଙ୍କ ଉଦ୍ୟମରେ ତିନିଦିନ ବ୍ୟାପୀ ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଆଜି ପ୍ରଥମ ଦିନରେ ଶିବ ମନ୍ଦିର ବନ୍ଧ ମଧ୍ୟରୁ ୧୦୮ ପବିତ୍ର ପୂର୍ଣ୍ଣ କଳସ ଆଣି ଏକ ଶୋଭାଯାତ୍ରାରେ ଘଣ୍ଟ,
Read More...

ପ୍ରଶାସନ ପକ୍ଷରୁ ହରିଶଙ୍କରରେ ପଡ଼ିଥିବା ଅଳିଆ ଆବର୍ଜନା ସଫେଇ କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗୀର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥସ୍ଥଳୀ ହରିଶଙ୍କର ଠାରେ ଆୟୋଜିତ ହରିଶଙ୍କର ମହୋତ୍ସବ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଶେଷ ହେବା ପରେ ସେଠାରେ ପଡ଼ିଥିବା ଅଳିଆ ଆବର୍ଜନା ସଫାକରାଯାଇନଥିଲା । ଏନେଇ ସବିଶେଷ ଖବର ପ୍ରକାଶ
Read More...

ଯୁବକଙ୍କୁ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତାଲପାଲିପଡାରେ ରହୁଥିବା ସୋମ ଜୈନଙ୍କୁ ଗତକାଲି ଆକ୍ରମଣ ହୋଇଥିବା ଥାନାରେ ଏତଲା ହୋଇଛି । ଅଭିଯୋଗ ଅନୁସାରେ ସୋମ କ୍ଷୀର କିଣିବାକୁ ବୁଲେଟ୍‌ (ଓଡି୦୩ପି୯୬୫୨) ରେ ଯାଉଥିବା ବେଳେ କଲେଜ ଛକ ନିକଟରେ କନ୍ଧପାଲିପଡାର ଲିପୁନ ନାଗ ତାଙ୍କୁ ଅଶ୍ଲୀଳ
Read More...

ଭଜନ ସମ୍ରାଟ ଭିକାରୀ ବଳଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ ଭକ୍ତି ସଙ୍ଗୀତ ବିଶାରଦ, ଭଜନ ସମ୍ରାଟ ଭିକାରୀ ବଳଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭଜନ, ଜଣାଣ ଏବଂ ଚଉପଦୀ, ଛାନ୍ଦ, ଚମ୍ପୂ ଆଦି ଗାନ ସହ ଜଗନ୍ନାଥ ସଂସ୍କୃତିର ପ୍ରସାର କ୍ଷେତ୍ରରେ
Read More...

ଓଡିଶା ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଲିମ୍ପିକ୍ସ ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏବେଠାରୁ ପ୍ରସ୍ତୁତ କରାଯିବ । ଓଡିଶା ସରକାର ଭୁବନେଶ୍ୱର ଏବଂ ରାଉରକେଲାର ୯୦ଟି ସ୍କୁଲରେ "ଓଡିଶା ଅଲିମ୍ପିକ୍ସ୍ ମୂଲ୍ୟବୋଧ ଶିକ୍ଷା" କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ୟ୍ୟକ୍ରମର ଲୋକାର୍ପଣ କରି
Read More...

ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ ବିଭିନ୍ନ ଗାଁରେ ପ୍ରଥପ୍ରାନ୍ତ ନାଟକ ପରିବେଷିତ

ଭବାନୀପାଟଣା, (ପି.କେ. ସାହୁ) : ଭାରତ ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ଶାଖା ନେହେରୁ ଯୁବକେନ୍ଦ୍ର ସଂଗଠନ କଳାହାଣ୍ଡି ଏବଂ ୟୁନିସେଫ ଓଡିଶା ମିଳିତ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁରେ ବାଲ୍ୟବିବାହ, ଶିଶୁ ଶ୍ରମିକ ପ୍ରଥା ଉଛେଦ ପାଇଁ
Read More...