Daily Archives

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବରାହ ଆକ୍ରମଣରେ ୨ ଗୁରୁତର ଜଣେ ଆହତ, ଘଟଣାସ୍ଥଳକୁ କେନ୍ଦୁପତ୍ର ଓ ଜଙ୍ଗଲ ବିଭାଗ…

ବରାହଙ୍କୁ ନେଇ କେନ୍ଦୁପତ୍ର ତୋଲାଲିମାନଙ୍କ ମଧ୍ୟରେ ଆତଙ୍କ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅଧୀନସ୍ଥ ସୁଲିଆ ଡ଼ଙ୍ଗରକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବରାହ ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଗୁରୁତର ମହିଳାମାନେ
Read More...

ଜ୍ଞାନବାପୀ ମାମଲାରେ ସର୍ଭେ ରିପୋର୍ଟ ଉପରେ କୋର୍ଟ ଉଭୟ ପକ୍ଷଙ୍କଠାରୁ ଉତ୍ତର ମାଗିଲେ, ପରବର୍ତ୍ତୀ ଶୁଣାଣି ମେ’…

ବାରାଣାସୀ : ଜ୍ଞାନବାପୀ ମାମଲାରେ ବାରାଣାସୀର ଜିଲ୍ଲା କୋର୍ଟରେ ଆଜି ଶୁଣାଣି ପରେ କୋର୍ଟ ସର୍ଭେ ରିପୋର୍ଟ ଉପରେ ଉଭୟ ପକ୍ଷଙ୍କ ଉତ୍ତର ମାଗିଥିବା ବେଳେ ମେ' ୨୬ରେ ରକ୍ଷଣାବେକ୍ଷଣ ଉପରେ ପ୍ରଥମ ଶୁଣାଣି ହେବ । ଏହି ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ପକ୍ଷରୁ ଅନେକ ପିଟିସନ ଦାଖଲ କରାଯାଇଛି ।
Read More...

ମାଛ ଧରାଳିଙ୍କୁ ମାଛ ବଦଳରେ ମିଳିଲା କଙ୍କାଳ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସୋହେଲା ଥାନା ଅଧୀନସ୍ଥ ଗର୍ଭଣା ଗ୍ରାମର ଭଙ୍ଗା କଟା ପୋଖରୀରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବା ବେଳେ ଏକ ବୁଦା ମୂଳରେ ନରକଙ୍କାଳ ପଡିଥିବାର ଦେଖିବାକୁ ପାଇଥିଲେ । ଏନେଇ ସେମାନେ ସୋହେଲା ଥାନା ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ
Read More...

ପୂର୍ବତନ ସିଏମ୍ ୟେଦେୟୁରପ୍ପାଙ୍କୁ ଝଟ୍‌କା : ପୁଅକୁ ଟିକେଟ୍ ଦେଲାନାହିଁ ବିଜେପି

ବାଙ୍ଗାଲୁରୁ : ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦେୟୁରପ୍ପାଙ୍କ ପୁଅ ତଥା ଦଳର ରାଜ୍ୟ ୟୁନିଟ୍ ଉପ-ସଭାପତି ବି.ୱାଇ ବିଜୟେନ୍ଦ୍ର ମଙ୍ଗଳବାର କହିଛନ୍ତି ଯେ, ରାଜନୀତିରେ ଶକ୍ତି ଏବଂ ସ୍ଥିତି ମୂଳ ଲକ୍ଷ୍ୟ ନୁହେଁ । କର୍ଣ୍ଣାଟକରେ ହେବାକୁ ଥିବା ବିଧାନ ପରିଷଦ ନିର୍ବାଚନରେ ​​ବିଜୟନ୍ଦ୍ରଙ୍କୁ
Read More...

କବିତା : ଅପରାହ୍ନ

ରାମକୃଷ୍ଣ ବର୍ଷା, ଶୀତ, ବସନ୍ତଆତିଥ୍ୟର ଉଲ୍ଲାସ ଦେଇ ଫେରିଗଲେଜଣକ ପରେ ଜଣେଜନ୍ମ ବ୍ରତ ବିବାହର ମହୋତ୍ସବରେଉଠିଲା ପଡିଲା ଘରସବାଶେଷରେ ଆସିଛି ଗ୍ରୀଷ୍ମଅପରାହ୍ନରେ ଛିଡା ହୋଇଛି ବୟସ ପବନ ଉଡାଇନେଲାଦାଣ୍ଡ ଦୁଆରେ ପଡିଥିବା ଝୋଟିର ମୁରୁଜପକ୍ଷୀଂକ ସଂଗୀତ ଆସରରେ ନାହିଁସକାଳର
Read More...

ଛତ୍ରପୁର ବିଧାୟକଙ୍କ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମ ପଞ୍ଚାୟତ ଓ ଏହା ଅଧୀନରେ ଥିବା ମକରେଶ୍ୱର ଶୈବପୀଠ, ସାତୁଳୀ, ଲାଉପୁଟ ଓ କୁଜିଢ଼େପା ଗ୍ରାମ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର
Read More...

ଆଇପିୟୁର ନିର୍ବାହୀ କମିଟିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭାରତ ତରଫରୁ ପ୍ରାର୍ଥୀ ଭାବେ ମନୋନୀତ

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆନ୍ତଃ ସଂସଦ ସଂଗଠନ (ଆଇପିୟୁ)ର ନିର୍ବାହୀ କମିଟିରେ ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭାରତ ତରଫରୁ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି ବୋଲି ଜଣାପଡିଛି । ଏହି କମିଟିରେ ମୋଟ ୧୭୮ଟି ପାର୍ଲାମେଣ୍ଟ
Read More...

ସଂକ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ମଇ ୨ ତାରିଖରୁ ଆରମ୍ଭ ହୋଇ ମଇ ୬ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନି ବ୍ୟାପୀ ହୋଇଥିବା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅମଠି ଗ୍ରାମ ପଞ୍ଚାୟତ ସଂକ୍ରୀ ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ସମୀକ୍ଷା ତଥା ଆୟବ୍ୟୟର ଅଟକଳ ହୋଇ ଏକ ବୈଠକ
Read More...

ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ପରିଚାଳନା ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ପରିଚାଳନା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶିପୁନମ ମିଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ,
Read More...

ବଜାରରେ ବିକ୍ରି ହେଉଥିବା ପନିପରିବା ଏବଂ ଫଳ ଆପଣଙ୍କୁ ଅସୁସ୍ଥ କରିପାରେ, ବହୁ ପରିମାଣରେ କୀଟନାଶକ ବ୍ୟବହୃତ ହେଉଥିବା…

ନାଗପୁର : ନାଗପୁର ସହିଦ ପୁରେ ବିଦର୍ଭ ବଜାରରେ ବିକ୍ରି ହେଉଥିବା ପନିପରିବା ଏବଂ ଫଳରେ ବହୁ ପରିମାଣରେ କୀଟନାଶକ ମିଳୁଛି । ନାଗପୁରରେ ଅବସ୍ଥିତ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପରିଚାଳିତ କୀଟନାଶକ ଅବଶିଷ୍ଟ ପରୀକ୍ଷଣ ଲାବୋରେଟୋରୀ ଦ୍ୱାରା ଏହା ପ୍ରକାଶ ପାଇଛି । ଆଇଆରଟିଏଲ ବିଭାଗର
Read More...