Daily Archives

ସମ୍ବାଦପତ୍ର ବିତରକଙ୍କୁ ପରିଚୟପତ୍ର ବଣ୍ଟନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ସମ୍ବାଦପତ୍ର ବିତରକଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଓ
Read More...

ବିଷ ପିଇ ବିବାହିତା ମହିଳାଙ୍କ ଆତ୍ମହତ୍ୟା

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘାଟମାଲ ପଞ୍ଚାୟତ ତାଲାକୋଟ ଗ୍ରାମ ବେଲପାଟିପଡାର ବିମଲେ ବନ୍ଦିଚୋର (୨୭) ବୋଲି ଜଣେ ବିବାହିତା ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ବୁଧବାର ସଂନ୍ଧ୍ୟାରେ କୌଣସି କାରଣରୁ ନିଜ
Read More...

ଡେଲାଙ୍ଗ ବ୍ଲକର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ବିଧାୟକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ସ୍ୱାସ୍ଥ୍ୟ ସେବା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ଏବଂ ସମନ୍ବିତ ଶିଶୁ ବିକାଶ ଯୋଜନା ଗୁଡିକର ସ୍ଥିତ, ଅବସ୍ଥିତ, ଅଗ୍ରଗତି ଓ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ରୂଦ୍ରପ୍ରତାପ ମହାରଥୀ । ଏହି ସମୀକ୍ଷା ବୈଠକ
Read More...

ବନକାବିଅଁର ବସଷ୍ଟାଣ୍ଡ ଛକ କପା କିଆରୀରୁ କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ବନକାବିଅଁର ବସଷ୍ଟାଣ୍ଡ ଛକ ନିକଟରେ ଥିବା କପା କିଆରୀରୁ ପାଟଣାଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ ସୃଷ୍ଟି ହେଉଛି । ସୂଚନାଯୋଗ୍ୟ ଯେ, ତାଙ୍କ ନିଜ
Read More...

ପାଇପରେ ଆସୁଛି ନର୍ଦ୍ଦମା ପାଣି, କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲା ନାଗରିକ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅସହ୍ୟ ଖରା ଦାଉରେ ପାଣି ମୁନ୍ଦିଏ ପାଇଁ ଡହକ ବିକଳ ହେଉଥିବା ବରପାଲି ପଡାକୁ ଦୁଇ ତିନି ଦିନରେ ଥରେ ଜଳ ଯୋଗାଣ ହେଉଛି । ସେ ଜଳଭାବରୁ ମୁକ୍ତି ନପାଉଣୁ ଏବେ କିଛି ଦିନ ହେଲା ପାଇପରେ ନର୍ଦ୍ଦମା ପାଣି ଆସୁଥିବା ଅଭିଯୋଗ କରିଛନ୍ତି ବରପାଲି ପଡା ବାସିନ୍ଦା
Read More...

ଗଞ୍ଜାମ ଜିଲ୍ଲାରେ ବନ୍ଦ କରାଯାଇଥିବା ସମସ୍ତ ସରକାରୀ ସ୍କୁଲଗୁଡିକ ଖୁବଶୀଘ୍ର ଖୋଲିବା ନିମନ୍ତେ ଦାବୀ

ନୂତନ ଶିକ୍ଷାନୀତି ଆଳରେ ଦାରିଦ୍ର୍ୟ ସୀମାରେଖା ତଳ ଶ୍ରେଣୀର ପିଲା ପାଠପଢ଼ାରୁ ବଞ୍ଚିତଦାବୀ ପୂରଣ ନ ହେଲେ ଜନ ଆନ୍ଦୋଳନ ପାଇଁ ଚେତାବନୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବନ୍ଦ ଓ ମିଶ୍ରଣନୀତି ବାତିଲ କରି ଅବିଳମ୍ବେ ସରକାରୀ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନାମଲେଖା ଆରମ୍ଭ
Read More...

ଗୋଚର ଜମି ପରିମାଣ ହ୍ରାସ ନିଷ୍ପତ୍ତିର ପୁନଃ ସମୀକ୍ଷା ହେଉ – କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାର ଓଡ଼ିଶା ଜମି ବନ୍ଦୋବସ୍ତ ଆଇନ-୧୯୮୩ରେ ସଂଶୋଧନ କରି ପ୍ରତ୍ୟେକ ଗାଁରେ ଆବଶ୍ୟକ ହେଉଥିବା ଗୋଚର ଜମି ପରିମାଣକୁ ଶତକଡ଼ା ୫ରୁ ୩ ଭାଗକୁ ହ୍ରାସ କରିବାକୁ ନେଇଥିବା ନିଷ୍ପତ୍ତିକୁ କଡା ବିରୋଧ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା
Read More...

ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ

ବୌଦ୍ଧ,(ବଂଶୀଧର ମାଝି): ସାପ କାମୁଡାରେ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ମାହାରସାହି ଗ୍ରାମର ଉତ୍ତର ଦେହୁରୀ (୩୫ବର୍ଷ) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଉତ୍ତର ଅନ୍ୟମାନଙ୍କ ସହ ମିଶି ଜଣଙ୍କ କୂଅରୁ ପଙ୍କ ଉଦ୍ଧାର କରୁଥିଲେ । ଏହି ସମୟରେ ସେଠାରେ ଥିବା ଏକ
Read More...

ମାଟ୍ରିକ ପରୀକ୍ଷା କେନ୍ଦ୍ର ଆଗରେ ଗଣ୍ଡଗୋଳ

ବଲାଙ୍ଗିର,(କେପିଏନ୍‌ଏସ୍‌) : ପରୀକ୍ଷା କେନ୍ଦ୍ର ସାମ୍ନାରେ ଅବିଭାବକ ଓ ପରୀକ୍ଷାର୍ଥୀ ପିଟାପିଟି । ଏମିତି ଏକ ଘଟଣା ଦେଖିବାକୁ ମିଲିଛି ବଲାଙ୍ଗିର ସହର ହାତୀଶାଳପଡାଠାରେ ଥିବା ଟାଉନ ବଏଜ ହାଇସ୍କୁଲ ସାମ୍ନାରେ । ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ତୁଳସୀନଗର ପୁଲିସ ହାଇସ୍କୁଲର
Read More...

ପିକ୍‌ଅପ୍‌ ଭ୍ୟାନ ଓଲଟି ୨ ମୃତ, ୯ ଗୁରୁତର

ବରଗଡ, (ନିରୋଜ କୁମାର ପାଣୀ) : ପିକ୍‌ଅପ୍‌ ଭ୍ୟାନ ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ବରପାଲି ଥାନା କୁମ୍ଭାରୀ ଗ୍ରାମରେ ବାହାଘର ପରେ କନ୍ୟା ବିଦାୟ ପାଇଁ ଭେଡେନ ଥାନା ମାନପୁର ପଂଚାୟତର ଗଳିମା ଗ୍ରାମକୁ ଆସିଥିଲେ । ସେଠାରେ ଭୋଜି
Read More...