Monthly Archives

April 2022

ସିଫାରେ ସାମର୍ଥ୍ୟ ନିର୍ମାଣ ଓ ସଂରକ୍ଷଣ ନୀତି ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର, (ପିଆଇବି) : ସଂରକ୍ଷଣ ଓ ଅନ୍ୟାନ୍ୟ ସେବା ସଂପର୍କିତ ସାମର୍ଥ୍ୟ ନିର୍ମାଣ ସମ୍ବନ୍ଧୀୟ ଏକ ୫ ଦିନିଆ ପ୍ରଶିକ୍ଷଣ ଶିବିର କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ କେନ୍ଦ୍ରଠାରେ ଉଦ୍‌ଘାଟିତ ହୋଇଯାଇଛି । କଟକ-ଭୁବନେଶ୍ୱରରେ ଅବସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର
Read More...

ମନରେଗା ଶ୍ରମ ଦିବସ ସୃଷ୍ଟି କରି ମ. ରାମପୁର ବ୍ଲକରେ ଅଲାତରା ଗ୍ରାମ ପଞ୍ଚାୟତ ପାଇଲା ଶ୍ରେଷ୍ଠ ପୁରସ୍କାର

କଳାହାଣ୍ଡି, ( ପି. କେ. ସାହୁ) କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକରେ ମୋଟ ୧୯ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରେ ଅଲାତରା ଗ୍ରାମ ପଞ୍ଚାୟତକୁ ଆର୍ଥିକ ବର୍ଷ ୨୦୨୧-୨୨ ମନରେଗା ଯୋଜନାରେ ପଞ୍ଚାୟତର ୭୭୦ ଗୋଟି ଜବକାର୍ଡ ଥିବା ପରିବାରର ୧୪୭୩ ଜଣଙ୍କ ପାଇଁ ୬୯୩୦୦ ଦିନ ଶ୍ରମ ଦିବସ ସୃଷ୍ଟି
Read More...

ଗଞ୍ଜାମ ଓ ହୁମ୍ମା ସଲଟ କଲେଜରେ ଆତ୍ମସୁରକ୍ଷା ତାଲିମ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗଂଜାମ କନିଷ୍ଠ ମହାବିଦ୍ୟାଳୟଠାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ପ୍ରବୀଣ କୁମାର ନନ୍ଦ ଉଦ୍‌ଘାଟନ କରିଥିଲେ । ଆତ୍ମ ସୁରକ୍ଷା ସଂଯୋଜିକା ମମତା ପାଢ଼ୀ
Read More...

ଗଞ୍ଜାମ ବ୍ଲକ ଗାଁ ସାଥୀ ସଂଘର ୫ ଦଫା ଦାବୀ ନେଇ ଫେରାଦ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଗାଁ ସାଥୀ(ମେଟ)ସଙ୍ଘ ପକ୍ଷରୁ ୫ ଦଫା ଦାବୀ ନେଇ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟଙ୍କ ନିକଟରେ ଫେରାଦ ହୋଇଛନ୍ତି ।ତତ୍‌ ସହିତ ନବ ନିର୍ବାଚିତ
Read More...

ପାଟଣାଗଡ ମାଟିର ବଳିଷ୍ଠ ବିଜେପି ସଂଗଠକ ଚାଲିଗଲେ : ଭକ୍ତବନ୍ଧୁ ନାଏକଙ୍କ ପରଲୋକ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ମାଟିର ବଳିଷ୍ଠ ବିଜେପି ସଂଗଠକ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ତଥା ପାଟଣାଗଡ ବ୍ଲକରେ ଦୁଇ ଦୁଇ ଥର ଚେୟାରମେନ୍‌ ରହିଥିବା ଭକ୍ତବନ୍ଧୁ ନାଏକ(୪୫)ଙ୍କ ଗତକାଲି ବିଳମ୍ବିତ ରାତ୍ରିରେ ଦେହାନ୍ତ ହୋଇଯାଇଛି । ଆକଷ୍ମିକ ବ୍ରେନ ହେମରେଜ୍‌ ଯୋଗୁଁ ସେ
Read More...

କୌଶଳୀ ଓ ଅଣକୌଶଳୀ ଶ୍ରମିକଙ୍କ ଅନୁପସ୍ଥିତିରେ ସରିଲା ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର

ସମ୍ପାଦିତ କାର୍ଯ୍ୟରେ ସ୍ଵଚ୍ଛତା ଆଣିବାକୁ ଅଧିକାରୀଙ୍କୁ ତାଗିଦ୍ କଲେ ବିଧାୟକ ସରୋଜ କୁମାର ମେହେର ଓ ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଏକ ଆଦର୍ଶ ଭାବେ ପରିଚିତ କରିବାକୁ ସରକାରୀ ଅଧିକାରୀଙ୍କୁ ଆହ୍ୱାନ : ବିଧାୟକ ଶ୍ରୀ ମେହେରପଦ ଚିହ୍ନ ନୁହେଁ କିପରି ପାଦ
Read More...

ବରଗଡ଼ ଲୋକସଭା ଅଞ୍ଚଳ ରାସ୍ତାଘାଟର ଉନ୍ନତି ପାଇଁ କେନ୍ଦ୍ରର ୩୬୮ କୋଟି ଟଙ୍କା ମଞ୍ଜୁର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଲୋକସଭା ଅଞ୍ଚଳର ରାସ୍ତାଘାଟ ଓ ବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ରାଜପଥ ନିର୍ମାଣ ବିଭାଗ ପକ୍ଷରୁ ସିଆର୍‌ଆଇଏଫ୍‌ ଫଣ୍ଡରୁ ୩୬୮.୫ କୋଟି ଟଙ୍କା ମଞ୍ଜୁର କରିଥିବା ମନ୍ତ୍ରଣାଳୟ ପକ୍ଷରୁ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ପତ୍ର
Read More...

ବରଗଡ଼ ଜିଲ୍ଲାପାଳଙ୍କ ଆଶ୍ରମ ସ୍କୁଲ୍ ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବରଡୋଲ ସିମେଣ୍ଟ ନଗର ନିକଟସ୍ଥ ଆଶ୍ରମ ସ୍କୁଲ୍ ଏବଂ ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଆଶ୍ରମ ସ୍କୁଲ୍‌କୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ପରିଦର୍ଶନ କରିଥିଲେ । ସେଠାରେ ରୋଷେଇ ଘରର ସ୍ବାସ୍ଥ୍ୟକର ପରିବେଶର
Read More...

ପୁଇଁତଲା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

ଚେଷ୍ଟା କଲେ ସଫଳତା ମିଳେ ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଦଶପୁର ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ
Read More...

ବଲାଙ୍ଗିର ବ୍ଲକସ୍ତରୀୟ ବିଜ୍ଞାନ ମେଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବଲାଙ୍ଗିର ସଦର ବ୍ଲକ ଓ ମ୍ୟୁନିସିପାଲିଟିକୁ ନେଇ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିିତ୍ରୀ ଭାରତୀ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି
Read More...