Monthly Archives

April 2022

ମାନସିଂହ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ଷୋଡଶ କବିତା ଆସର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ସଂଧ୍ୟା ୭ ଘଣ୍ଟା ସମୟରେ ମାନସିଂହ ସାହିତ୍ୟ ସଂସଦ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଷୋଡଶ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅସରରେ ମୁଖ୍ୟ ଅତିଥି ଭାବେ ସୁସାହିତ୍ୟିକା ଶ୍ରୀମତୀ ପ୍ରଣତି ମହାପାତ୍ର ଯୋଗ ଦେଇ ଆଜିର ଯୁବ ସାହିତ୍ୟିକମାନଙ୍କୁ
Read More...

ପାଟଣାଗଡ଼ରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ

ପାଟଣାଗଡ଼, (ଗୋରେଖନାଥ ବରିହା) : ସମଗ୍ର ଶିକ୍ଷା ବଲାଙ୍ଗିର ଓ ପାଟଣାଗଡ଼ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ପାଟଣାଗଡ଼ ବ୍ଲକ ତଥା ବିଜ୍ଞାପିତ ଅଞ୍ଚଳରେ ଜନ ସଚେତନତା ପାଇଁ ଶିକ୍ଷା ସଚେତନତା ରଥର ଆଜି ଶୁଭାରମ୍ଭ ହୋଇଯାଇଛି । ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ
Read More...

ବେଲପଡାରେ ତାରିଣୀ ପୂଜା ପାଇଁ ପୂର୍ଣ୍ଣ କଳସ ଯାତ୍ରା ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡାର ପ୍ରସିଦ୍ଧ ତାରିଣୀ ପୀଠରେ ଚୈତ୍ର ତାରିଣୀ ପୂଜାନୋଉତ୍ସବ ପାଇଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳସ ଆଣି ତାରିଣୀ ପୀଠରେ କଳସ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ପୂଜା କର୍ତ୍ତା
Read More...

ଶିଶୁ ହାତୀର ମୃତଦେହ ଉଦ୍ଧାର

ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ସାନମୁଣ୍ଢାବଣି ପଞ୍ଚାୟତ ବାଘାଝରଣ ନିକଟରୁ ଏକ ଶିଶୁ ହାତୀର ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ ମୃତଦେହ ଉଦ୍ଧାର କରିଛି । ତେବେ ଶିଶୁ ହାତୀର ମୃତ୍ୟୁ କିଭଳି ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା
Read More...

ସାମାନ୍ୟ ମୋବାଇଲ୍‌ ପାଇଁ ୨ ଘନିଷ୍ଠ ବନ୍ଧୁ ମଧ୍ୟରେ ଲଢେଇ : ୧ ମୃତ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ପାରୁଆ ପଞ୍ଚାୟତ ଛତାବେଡା ଆଦିବାସୀ ଗାଁରେ ସାମାନ୍ୟ ମୋବାଇଲ୍‌ ପାଇଁ ୨ ଘନିଷ୍ଠ ବନ୍‌ନ୍ଧୁ ମଧ୍ୟରେ ଏଢେଇ । ମୃତକ ଜଣକ ଗାଁର ଶୁକଲାଲ୍‌ ରାଉତ ବୋଲି ଜଣାପଡିଛି । କାଣ୍ଡ ଘଟାଇଛି ସେହି ଗାଁର ଘନଶ୍ୟାମ ମାଝି । ରବିବାର ରାଇଘର ପୁଲିସ ଶୁକଲାଲ୍‌ଙ୍କ
Read More...

ବେହେରାପାଲିଠାରେ ସାଇ ଭଜନ କାର୍ଯ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ ପଞ୍ଚାୟତ ବେହେରାପାଲି ଗ୍ରାମଠାରେ ପବିତ୍ର ଶ୍ରୀ ରାମ ନବମୀ ଅବସରରେ ଶିରିଡି ସାଇ ବାବାଙ୍କ ଜନ୍ମ ଦିନ ପାଳନ ଅବସରରେ ଏକ ସାଇ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଣିମୋରାର ଶ୍ରୀ ଶ୍ରୀ ସାଇ ଭଜନ
Read More...

ବିଭତ୍ସ ହତ୍ୟାକାଣ୍ଡ : ୧ ମୃତ, ୧ ଗୁରୁତର

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଭୁବନେଶ୍ଵର ଲୋୟର ପିଏମଜି ଠାରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । କ୍ଷତବିକ୍ଷତ ଅବସ୍ଥାରେ ସ୍ଵାମୀଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ସ୍ତ୍ରୀ ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ,
Read More...

ପ୍ରାର୍ଥନା ସମୟରେ ଛାତ୍ରୀଙ୍କୁ କାନ ଧରି ଉଠବସ କରାଇଲେ ଭୂଗୋଳ ଶିକ୍ଷକ : ୭ ଡାକ୍ତରଖାନାରେ ଭର୍ତ୍ତି, ଜଣେ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଅନ୍ତର୍ଗତ ସୁନାମୁଦି ସ୍ଥିତ ବାପୁଜୀ ହାଇସ୍କୁଲରେ ଆଜି ପ୍ରାର୍ଥନା ସମୟରେ ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ଛାତ୍ରୀମାନଙ୍କ କହିବା ଅନୁସାରେ, ଆଜି ସକାଳ ୭ଟା ସମୟରେ ସୁନାମୁଦି ସ୍ଥିତି ବାପୁଜି ହାଇସ୍କୁଲରେ ପ୍ରତିଦିନ ଭଳି
Read More...

ଅସହାୟ ବିଧବା ମହିଳାଙ୍କୁ ଭତ୍ତା ମିଳିବ କେବେ

ତୁରେକେଲା, (କୈଳାଶ ସଗ୍ରିଆ) : ମହଖଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହଖଣ୍ଡ କଦଳୀପାଲି ଗାଁର ଦେବକୀ ଧରୁଆ ଜଣେ ଅସହାୟ ବିଧବା ମହିଳା ଅଟନ୍ତି । ପ୍ରାୟ ଏକ ବର୍ଷ ହେବ ନିଜ ସ୍ବାମୀ ଲଲିତ ଧରୁଆ ମଧୁମେହ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ସ୍ୱାମୀର ମୃତ୍ୟୁ ପରେ ବର୍ତ୍ତମାନ ଦେବକୀ
Read More...

ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ପକ୍ଷରୁ ଶୌର୍ଯ୍ୟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ପକ୍ଷରୁ ଶୌର୍ଯ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ୧୮୯ ବାଟାଲିୟନ କମାଣ୍ଡାଣ୍ଟ ପୱନ କୁମାର ତିୱାରୀ କ୍ୱାର୍ଟର ଗାର୍ଡରେ ଥିବା ସମାରୋହୀ ଗାର୍ଡଙ୍କୁ ସଲାମି ଦେଇଥିଲେ । ସୈନିକ ସମ୍ମିଳନୀରେ ସିଆର୍‌ପିଏଫ୍‌ର ଜବାନ
Read More...