Monthly Archives

April 2022

ହାୱାଡା-କଂଟାବାଂଜି ଇସ୍ପାତ ସ୍ପେସାଲ ଏକ୍ସପ୍ରେସର ଶୁଭାରମ୍ଭ : କଂଟାବାଂଜିରେ ଏକ ମଲ୍ଟି ପରପୋଜ ପାର୍କର ନିର୍ମାଣ,…

କଂଟାବାଂଜି, (ମନୀଷ କୁମାର ହଂସ) : ମଂଗଲବାର ଦିନ ପ୍ଲାଟ ନଂ. ୧ରେ କଂଟାବାଂଜି-ହାୱାଡା ସ୍ୱତନ୍ତ୍ର ଏକ୍ସପ୍ରେସ ଚଳାଚଳର ଶୁଭ ଉଦ୍‌ଘାଟନ ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଂଟାବାଂଜି ରେଳ ଷ୍ଟେସନର ପ୍ଲାଟ ଫର୍ମ ନଂ. ୧ ସହ ୨ ଓ ୩କୁ ସଂଯୋଗ କରୁଥିବା ଫୁଟ ଓଭର ବ୍ରିଜ
Read More...

ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶାନ୍ତିପଡା ଠାରେ ଥିବା ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ର ମୁଖ୍ୟ କାର୍ଯ୍ୟାଳୟରେ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ଗତକାଲି ସନ୍ଧ୍ୟାରେ ଶୌର୍ଯ୍ୟ ଦିବସ, ଦୁର୍ଗା ଅଷ୍ଟମୀ ଓ ରାମ ନବମୀ ଅବସରରେ ଏକ
Read More...

କେନ୍ଦୁମୁଣ୍ତା ପଞ୍ଚାୟତ ତରଫରୁ ମଇଳା ଆବର୍ଜନା ସଫେଇ ଓ ଡ୍ରେନ୍ ନିର୍ମାଣ ପାଇଁ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ପଞ୍ଚାୟତ ସଦର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଦୀର୍ଘ ମାସ ଧରି ମଇଳା ପାଣି ଓ ଅନେକ ପ୍ରକାରର ମଇଳା ଆବର୍ଜନା ରହିଥିବା ବେଳେ ଉକ୍ତ ପଞ୍ଚାୟତ ତରଫରୁ ସଫେଇ କରାଯାଇଛି । ପ୍ରକାଶ ଯୋଗ୍ୟ ଯେ,
Read More...

ପ୍ରଜ୍ଞାପୁରୁଷ କବି ସଂଜୀବ କୁମାର ନାୟକଙ୍କ ପରଲୋକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଜଣେ ପ୍ରଚଣ୍ଡ ପ୍ରତିଭାବନ୍ତ ସବୁଜ ମଣିଷ ଅଧ୍ୟାପକ ସଂଜୀବ ନାୟକଙ୍କ ଗତ ରାତିରେ ପରଲୋକ ହୋଇଯାଇଛି । ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ କିଛିଦିନ ହେବ କଟକ ବଡ଼ ଡାକ୍ତରଖାନା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲର ଆଇସିୟୁରେ
Read More...

ଗ୍ରୀଷ୍ମ ମହୋତ୍ସବ ଆସନ୍ତା ୨୧ ଓ ୨୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଉଦିତନଗର ପଡିଆଠାରେ ଆସନ୍ତା ଏପ୍ରିଲ ମାସ ୨୧ ଓ ୨୨ ତାରିଖ ଦିନ ଗ୍ରୀଷ୍ମ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଏନେଇ ସ୍ଥାନୀୟ ପାନ୍ଥନିବାସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଓଡିଶା
Read More...

ବିଦ୍ୟୁତ ଟ୍ରାନ୍ସଫର୍ମର ପାଖରେ ମଦ୍ୟପ ଯୁବକ ଶୋଇପଡିଲେ, ଉଦ୍ଧାର କଲେ ଗ୍ରାମବାସୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସବଡିଭିଜନ ଦାରିଙ୍ଗବାଡ଼ି ସେକ୍ସନ ସିମନବାଡ଼ି ଫିଡର ବୁଡ଼ାଗୁଡା ଗ୍ରାମରେ ଲାଗିଥିବା ୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ତଳେ ସୋମବାର ସନ୍ଧ୍ୟା ସମୟରେ ଜଣେ ଯୁବକ ମଦ୍ୟପାନ କରି ଶୋଇଥିବା ଦେଖିବାକୁ ମିଳିଥିଲା ।
Read More...

ସନ୍ତୋଷୀ ମା’ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଅଷ୍ଟପ୍ରହରୀ ନାମଯଜ୍ଞ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ହାଇସ୍କୁଲପଡା ଓ ବାହାଲପଡା ମଧ୍ୟସ୍ଥ ଠାରେ ନବ ନିର୍ମିତ ସନ୍ତୋଷୀ ମା'ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସନ୍ତୋଷୀ ମା'ଙ୍କ ମନ୍ଦିର ପ୍ରତିଷ୍ଠାତା ଭାବେ ସାବିତ୍ରୀ ସା ଓ
Read More...

ପୋଖରୀ ସୁଖି ଆଁ : ଗାଧୋଇବା ପାଇଁ ଲୋକେ ହଟହଟା, ମୁଲାବସା କେନାଲ ପାଣି ସାହା ଭରସା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିଂଙ୍ଗଝର ପଞ୍ଚାୟତ ସୋନବରସା ଗ୍ରାମରେ ଥିବା ଛୋଟିବୁଡି ବନ୍ଧ ପୋଖରୀ ଆଜିକୁ ୨ମାସ ହେଲା ସୁଖି ଯାଇ ପୋଖରୀ ମାଟି ଆଁ କରିଥିବା ଦେଖିବାକୁ ମିଳିଛି। ଫଳରେ ସୋନବରସା ଗ୍ରାମର ମାଝିପଡା ଓ ରାଉତପଡାରେ ବସବାସ କରୁଥିବା
Read More...

ସ୍ୱର୍ଗୀୟା ସୁଭାଷିଣୀ ପାଣିଗ୍ରାହୀଙ୍କ ତିରୋଧାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଯମୁନା କନ୍ଧୁଣୀ ବାଳିକା ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ତଥା ବିଦ୍ୟାଳୟରେ ଦୀର୍ଘ ଦିନ ଧରି ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରି ସ୍ୱର୍ଗୀୟା ସୁଭାଷିନୀ ପାଣିଗ୍ରାହୀଙ୍କ ତିରୋଧାନ ଦିବସରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ
Read More...

ଚଟୁଅନକାରେ ସ୍ୱଚ୍ଛତା ପକ୍ଷ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଚଟୁଅନକା ଗ୍ରାମର ଅଙ୍ଗନବାଡ଼ି ଖ କେନ୍ଦ୍ରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚଟୁଅନକା ଉପସ୍ୱାସ୍ଥ୍ୟକେନ୍ଦ୍ର ଦ୍ୱାରା ଆୟୋଜିତ ସ୍ୱଚ୍ଛତା ପକ୍ଷ ପାଳନ ହୋଇଯାଇଛି । ମହିଳା ସ୍ୱାସ୍ଥ୍ୟ କର୍ମୀ ନମିତା
Read More...