Monthly Archives

April 2022

ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ଥାନା, ମହୁଲପାଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲପାଟି ଗାଁର ପାଣ୍ଡେପଡା କଟାଟିକି ପୋଖରୀ ନିକଟରୁ ପ୍ରାୟ ପଚାଶ ବୟସର ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର କରାଯାଇଛି । ଗତକାଲି ହାରାହାରି ପାଞ୍ଚଟା ସମୟରେ ତୁରେକେଲା ପୋଲିସ ଖବର ପାଇ ନିଜ
Read More...

ଏପ୍ରିଲ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏପ୍ରିଲ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ତା.୧୮.୦୪.୨୦୨୨ରିଖ ସୋମବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଟଣାଗଡ ଠାରେ ସକାଳ ୮ଟା ସମୟରେ ଏବଂ ତା.୨୫.୦୪.୨୦୨୨ରିଖ
Read More...

ଜନ୍ମଦିନ ଅବସରରେ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ଅଗ୍ରଗାମୀ ଯୁବକ ସଙ୍ଘ ପକ୍ଷରୁ ଆଜି ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରଟି ବରଗଡ଼ କଜୁରଟିକିରା ନିବାସୀ ଚିଣ୍ଟୁ ସ୍ୱାଇଁଙ୍କ ଜନ୍ମଦିନ ଅବସରରେ ସେ ନିଜେ ଏହି ଶିବିର ଆୟୋଜନ କରିଥିଲେ । ଯେଉଁଥିରେ ୨୦ ୟୁନିଟ
Read More...

ବଲାଙ୍ଗିର – ପାଟଣାଗଡ- ଖପ୍ରାଖୋଲ ଉଦ୍ୟାନବନ୍ଧକୁ ରାସ୍ତା ଉନ୍ନତି କରଣ ପାଇଁ ଅର୍ଥ ମଂଜୁର ସକାଶେ ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର - ପାଟଣାଗଡ - ଖପ୍ରାଖୋଲ ଉଦ୍ୟାନବନ୍ଧକୁ ରାସ୍ତା ନିର୍ମାଣ ନିମନ୍ତେ ଅର୍ଥ ମଂଜୁର ହେତୁ ପ୍ରଧାନମନ୍ତ୍ରୀ ନରନ୍ଦ୍ରେ ମେୀଦୀ ଏବଂ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଲାଙ୍ଗିର ସାଂସଦ ସଙ୍ଗିତା ସିଂଦେଓ । ତେବେ ଏହି ରାସ୍ତା
Read More...

ବଲାଙ୍ଗିର ସହରର ବିଭିନ୍ନ ସମସ୍ୟା ନେଇ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ସାକ୍ଷାତ କରି ଆଲୋଚନା କଲେ ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଓ ଉପାଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ଭୋଇ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ମୋ ସରକାରର ସଚିବ ଭି କେ ପାଣ୍ଡିଆନଙ୍କ ନିମନ୍ତ୍ରଣ ପୂର୍ବକ ଏକ ସ୍ୱଜନ୍ୟ ମୂଳକ
Read More...

ଜଳଛତ୍ର ଓ ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତ୍‌ମୁଣ୍ଡା ପଂଚାୟତ ହାଇସ୍କୁଲର ଜୁନିୟର ରେଡକ୍ରସ ୟୁନିଟ ତରଫରୁ କୁତ୍‌ମୁଣ୍ଡାଠାରେ ହୋଇଥିବା ୧୬ ପ୍ରହରୀ ନାମଯଜ୍ଞ ଅବସରରେ ୩ ଦିନ ଧରି ଲୋକମାନଙ୍କୁ ଚଳିତ ବର୍ଷର ପ୍ରଚଣ୍ଡ ରୁଦ୍ରତାପକୁ ଦୃଷ୍ଟିରେ ରଖି ଜଳଦାନ ଦେବ ସହ ଅଂଶୁଘାତ
Read More...

ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଚୈତ୍ର ପୂର୍ଣ୍ଣିମା ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ରେଲୱେ ଷ୍ଟେସନ ସ୍ଥିତ କରାଟେ ସ୍କୁଲରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଚୈତ୍ର ପୂର୍ଣ୍ଣମୀ ଉପଲକ୍ଷେ ମା’ ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା ମହାଆଡମ୍ବରରେ ପାଳିତ ହୋଇଯାଇଛି । ଉପେନ୍ଦ୍ର ପ୍ରଧାନ ମା’ ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା
Read More...

ପାଟଣାଗଡରେ ବିଷୁବ ମିଳନ ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ମହାବିଷୁବ ମିଳନ ତଥା ଓଡିଆ ନବ ବର୍ଷ ଅବସରରେ ପାଟଣାଗଡ ସାଂସ୍କୃତିକ ପରିଷଦ ତରଫରୁ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଆସରରେ ଅଧ୍ୟକ୍ଷତା କରିଥିଲେ ସାଂସ୍କୃତିକ ପରିଷଦ ସଭାପତି ଅରୁଣ କୁମାର ପଟ୍ଟନାୟକ । ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଓଡିଶା
Read More...

ସମସ୍ତ ଦଣ୍ଡ କାଳୀ ପୀଠ ମାନଙ୍କରେ କାଳୀ ପୂଜା ସମାପନ

କଳାହାଣ୍ଡି (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ସମସ୍ତ କାମନା ଦଣ୍ଡ କାଳୀ ପୀଠମାନଙ୍କରେ ଯଥା ରୀତିନୀତିରେ କାଳୀ ପୂଜା ସମାପନ ହୋଇଯାଇଛି । ଦୁଇ ବର୍ଷ ହେଲା ମହାମାରୀ କୋରୋନା କଟକଣା ଯୋଗୁଁ ନିରାଡମ୍ବରରେ ବିଧି ପାଳନ ହୋଇଥିଲା । ଚଳିତ ବର୍ଷ ମା' କାଳୀଙ୍କ ତେର
Read More...

ଦେଓଗାଁ ବ୍ଳକର ଅଙ୍ଗନୱାଡି କେନ୍ଦ୍ରରେ ଅନିୟିତତା ଅଭିଯୋଗ

୨୦୫ କେନ୍ଦ୍ର ମଧ୍ୟରୁ ୫୯ କେନ୍ଦ୍ରର ନିଜସ୍ଵ କୋଠା ନାହିଁ - ବ୍ଲକ କାର୍ୟ୍ୟାଳୟ ଚାଲିଛି ରାଜିବ ଗାନ୍ଧୀ ସେବା କେନ୍ଦ୍ରରେ - ୧୭୭ କେନ୍ଦ୍ରରେ ପାଇଖାନା ନାହିଁ ଦେଓଗାଁ, (ମନୀଷ କୁମାର ସାହୁ) : ସରକାର ସମନ୍ୱିତ ଶିଶୁ ବିକାଶ ଯୋଜନାକୁ ଯେତେ ସକ୍ରିୟ କରିବାକୁ ଯାଉଛନ୍ତି ତାର ଭିତ୍ତି
Read More...
error: Content is protected !!