Monthly Archives

April 2022

ସର୍ଗିପାଲି ସରକାରୀ ସ୍କୁଲର ଆର୍ଥିକ ଅନିୟମିତତା ଅଭିଯୋଗରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ମହରାପଦର ପଞ୍ଚାୟତ ସର୍ଗିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ଆର୍ଥିକ ଅନିୟମିତତା ପ୍ରତିବାଦରେ ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ସୋମବାର ତାଲା ପକାଇ ଥିଲେ । ଯାହାଫଳରେ ବିଦ୍ୟାଳୟ ବନ୍ଦ ରହିବା ସହ
Read More...

ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଶହେ ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିବା ବେଳେ ୪୩ ଜଣ ଅଭିଯୋଗକାରୀଙ୍କ ଶୁଣାଣି
Read More...

ସାମ୍ବାଦିକ ଭବନ ଠାରେ ଓଟିଭିର ୨୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଟିଭିର ୨୫ ବର୍ଷ ପୂର୍ତ୍ତି ଉତ୍ସବ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ପାଳିତ ହୋଇଯାଇଛି । ଓଟିଭିର ପଶ୍ଚିମ ଓଡିଶା ବ୍ୟୁରୋ ଚିଫ୍‌ ମନରଂଜନ ଯୋଷୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଶୁକବୀ ସୁଶୀଲ ମିଶ୍ର, ରସରାଜ ଅଚ୍ୟୁତ ପୁରୋହିତ, ବିପ୍ଲବୀ କବି
Read More...

ବିଜେପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଏକ ଦିନିଆ ନୂତନ ଶିକ୍ଷାନୀତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବିଜେପୁର, (କେପିଏନ୍‌ଏସ୍‌) : ବିଜେପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଏକ ଦିନିଆ ନୂତନ ଶିକ୍ଷାନୀତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବନ୍ଦନା କାଳାଂଶରେ ଦଶମାଇଲ ଶିଶୁ ମନ୍ଦିରର ଗୁରୁଜୀ ଚନ୍ଦ୍ରମଣି ସାହୁ ଦୀପ ପ୍ରଜ୍ବଳନ କରି ସମସ୍ତଙ୍କ ଶୁଭ ମନାସି ଥିଲେ । ପ୍ରଶିକ୍ଷଣରେ
Read More...

ଶ୍ରୀରାମଜୀ ପାର୍ଟି ଗଣନାଟ୍ୟ ଲର୍କିପାଲି ବଲାଙ୍ଗିର ଆନୁକୂଲ୍ୟରେ ଶ୍ରୀରାମ ଲୀଳା ନାଟ୍ୟର ୭୫ତମ ବର୍ଷ ପୂର୍ତ୍ତି ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଶ୍ରୀରାମଜୀ ପାର୍ଟି ଗଣନାଟ୍ୟ ଲର୍କିପାଲି ବଲାଙ୍ଗିର ଆନୁକୂଲ୍ୟରେ ଶ୍ରୀରାମ ଲୀଳା ନାଟ୍ୟର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ପୂର୍ବତନ ବରିଷ୍ଠ କଳାକାର ରାମାନନ୍ଦ ରାଉତ୍, ଶୋଭାକର ନାଏକ, ମେଘ ତୁମ୍ନିଆଁ, ପୂର୍ଣ୍ଣଚନ୍ଦ୍ର ରାଉତ୍, ରମେଶ ଚନ୍ଦ୍ର
Read More...

କପାଣି ଅଂଚଳରେ ଆମ୍ବୁଲାନ୍ସ ଦୁର୍ଘଟଣା

ବେଲପଡା, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ କପାଣି ଅଂଚଳରେ ରବିବାର ରାତିରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ଆମ୍ବୁଲାନ୍ସଟି ରୋଗୀଙ୍କୁ ଛାଡି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡାରେ ଥିବା ଗଛରେ ବାଡେଇ ହୋଇଥିଲା । ଫଳରେ
Read More...

କୃଷିଜାତ ସାମଗ୍ରୀର ରପ୍ତାନୀ/ଆମଦାନୀ ଓ କୀଟନାଶକ ପଞ୍ଜୀକରଣ କାରବାରକୁ ସୁଗମ କରିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ…

● ଡ୍ରୋନ ଦ୍ୱାରା କୀଟନାଶକ ସିଞ୍ଚନ ପାଇଁ ପଞ୍ଜୀକୃତ ହେବାକୁ ଆବେଦନ କରିଥିବା ପ୍ରାୟ ସବୁ ଦରଖାସ୍ତକାରୀଙ୍କୁ ଅନୁମତି ପ୍ରଦାନ● ଦେଶର କୃଷିଜାତ ସାମଗ୍ରୀର ରପ୍ତାନୀ ବୃଦ୍ଧି ଏକ ଗର୍ବ ଓ ଗୌରବର ବିଷୟ ଏବଂ ଏସବୁ କାରବାରକୁ ସୁଗମ କରିବା ଏକ ବଡ ସଫଳତା: କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ
Read More...

ଗୁଡ଼ହାଣ୍ଡି ଡୋକରୀଚଞ୍ଚରା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦ୍‌ଯାପିତ

ପାଣି ପାଇଁ ଡହଳବିକଳ ପର୍ଯ୍ୟଟକ, ଟ୍ରାଫିକ୍ ସମସ୍ୟା ନାକେଦମ୍ କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୮ ଦିନ ଧରି ଚାଲିଥିବା ଗୁଡ଼ହାଣ୍ଡି ଡୋକରୀଚଞ୍ଚରା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି
Read More...

କାଳବୈଶାଖୀ ତାଣ୍ଡବ : ଉଡ଼ିଲା ଛାତ, ଗଛ ଭାଙ୍ଗି ରାସ୍ତା ଅବରୋଧ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଭୁଷିଗଡ଼ ପଞ୍ଚାୟତ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପ୍ରବଳ ଝଡ଼ ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ପଞ୍ଚାୟତର ବିଭିନ୍ନ ଗ୍ରାମରେ ବହୁ ଲୋକଙ୍କ ଚାଳଛପର ଓ ଆଜବେଷ୍ଟ ଉଡ଼ି ଯାଇଥିବା ବେଳେ ଅନେକ ଘର
Read More...

ବ୍ଲକ ସ୍ତରୀୟ ଏନ୍‌ପିଏସ୍‌ ହାଇସ୍କୁଲ ଶିକ୍ଷକ ସଂଘର ସମାବେଶ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସ୍ଥିତ ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ସରକାରୀ ହାଇସ୍କୁଲ ଏନ୍‌ପିଏସ୍‌ ଶିକ୍ଷକ ସଂଘ ଲୋଇସିଂହା ବ୍ଲକ ପକ୍ଷରୁ ଏନ୍‌ପିଏସ୍‌ ଶିକ୍ଷକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ନରେଶ ଦ୍ୱାରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...
error: Content is protected !!