Monthly Archives

April 2022

ସଂପୂର୍ଣ୍ଣା ପ୍ରକଳ୍ପର ଶୁଭାରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଭଟଲି ଓ ଆମ୍ବଭୋନା ବ୍ଲକରେ ୪୦୦୦ କ୍ଷୁଦ୍ର ଓ ନାମମାତ୍ର ମହିଳା ଚାଷୀଙ୍କୁ ଲଙ୍କା ଓ ମାଣ୍ଡିଆର ମୂଲ୍ୟ ଶୃଙ୍ଖଳରେ ସାମିଲ କରିବ ପ୍ରକଳ୍ପ ସମ୍ପୂର୍ଣ୍ଣା । ଏହି ପ୍ରକଳ୍ପରେ ମହିଳା ଚାଷୀମାନଙ୍କୁ ସଂଗଠିତ କରି ସେମାନଙ୍କୁ ବିବିଧ ବୈଷୟିକ
Read More...

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଧର୍ମଶାଳା ଜୁନିୟର ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ କେସନ୍ ଜଗଦଲା, ମୁଣ୍ଡୋଘାଟର ନବ ନର୍ବାଚିତ ସରପଂଚ
Read More...

ଆର୍‌ଟିଆଇ ତଥ୍ୟ ଶୂନ୍ୟ : ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ପାଇଁ ନିବେଦନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଚାଷୀଙ୍କଠାରୁ ଅଣ୍ଡରରେ ଧାନ କିଣି ବ୍ୟବସାୟୀ ମାଲେ ମାଲ୍‌ ହେଉଛନ୍ତି । ଏହି ଧାନରେ ପ୍ରସ୍ତୁତ ବିଭିନ୍ନ ଭେରାଇଟି ଚାଉଳ ଓ ତା'ର କାରବାର ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରଥମ ଆପିଲେଟ୍‌ ଅଥୋରିଟିଙ୍କ ଠାରେ ଚାଷୀ ନେତା ରମେଶ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ବିଶ୍ୱ ଜଳ ସ୍ୱଚ୍ଛତା ଦିବସ ପାଳନ

• ପ୍ରାକୃତିକ "ତାମ୍ପରା" ହ୍ରଦକୁ ସଫେଇ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ସାମରିକ ଛାତ୍ରମାନଙ୍କ ଦ୍ୱାରା ବିଶ୍ୱ ଜଳ ସ୍ୱଚ୍ଛତା ଦିବସ ପାଳନ କରାଯାଇଛି । ଏହି ଅବସରରେ ଛତ୍ରପୁର
Read More...

ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ଉପରେ ଆଲୋଚନା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଅଙ୍ଗନବାଡ଼ି 'ଖ' କେନ୍ଦ୍ର ଚଟୁଅନକା ଠାରେ ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ଉପରେ ଆଲୋଚନା ହୋଇଯାଇଛି ।ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଂଚି ନାରାୟଣ ଦାଶ ଆଲୋଚକ ଭାବେ ଯୋଗଦେଇ
Read More...

ମା’କୁ ବେକ କାଟି ହତ୍ୟା କଲା ପୁଅ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଆଜି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମା’ଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରି ଅଖାରେ ଭର୍ତ୍ତି କରିଦେଇଥିଲା ପୁଅ । ସୂଚନାଯୋଗ୍ୟ ଯେ, କୁମ୍ଭାରୀ ଗ୍ରାମର ବନ୍ଧପଡ଼ା ଷ୍ଟେଟ ବ୍ୟାଙ୍କ
Read More...

ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ସୁନାମ ଅର୍ଜନ କରିଥିବା ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ଗତକାଲି ରାତି ପ୍ରାୟ ୧୦ ଟା ୩୫ ମି ସମୟରେ (୭୪) ବର୍ଷ ବୟସରେ ପାଇକମାଲଠାରେ ପରଲୋକ ହୋଇଯାଇଛି ।
Read More...

ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ଆସନ୍ତା ମେ' ମାସ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ହେବାକୁ ଥିବା ଜନ୍ମୋତ୍ସବ ଓ ବୈଶାଖ ମେଳା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଆଜି ଶ୍ରୀ
Read More...

ରାଉରକେଲା ରିଂ ରୋଡ ୭/୧୫ ଛକ ଠାରେ ଭୟଙ୍କର ସଡ଼କ ଦୁର୍ଘଟଣା : ଡ୍ରାଇଭର ଆହତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ରିଂ ରୋଡ ୭/୧୫ ଛକ ଠାରେ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗାଡ଼ି ନମ୍ବର OD 14Z 6056ରେ ଛେଣ୍ଡ ଅଂଚଳର ଅଭିଳାଷ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ତାଙ୍କ ଡ୍ରାଇଭରକୁ ସାଙ୍ଗରେ ନେଇ କୌଣସି କାମରେ ଯାଇ ଘରକୁ ଫେରୁଥିବା
Read More...

ଗଙ୍ଗାସାଗର ଗ୍ରାମ ନିକଟରେ ନିର୍ମାଣଧୀନ ଡାକ୍ତରଖାନା କୋଠାର ତଦାରଖ କଲେ ଜିଲ୍ଲାପାଳ ଚଂଚଳ ରାଣା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡର ଗଙ୍ଗାସାଗର ଗ୍ରାମ ନିକଟରେ ନିର୍ମାଣଧୀନ ଡାକ୍ତରଖାନା କୋଠାର ତଦାରଖ କରିଛନ୍ତି ଜିଲ୍ଲାପାଳ ଚଂଚଳ ରାଣା । ତେବେ ଜିଲ୍ଲାପାଳ ଶ୍ରୀ ରାଣା ପାଟଣାଗଡ ଉପଖଣ୍ଡସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବରରେ ଯୋଗ ଦେବାକୁ ଆସି ସେ ଏହି କୋଠାର ତଦାରଖ
Read More...
error: Content is protected !!