Monthly Archives

April 2022

ଟିମନପୁର ଠାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ଟିମନପୁର ଠାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଆଧାରିତ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ
Read More...

ବରଗଡ଼ ପୌର ପରିଷଦ ପକ୍ଷରୁ ଇ-ରିକ୍ସାର ଶୁଭାରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦ ପକ୍ଷରୁ ଆଜି ଇ-ରିକ୍ସାର ଶୁଭାରମ୍ଭ ହୋଇଯାଇଛି । ବରଗଡ଼ ସହରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ଏଇ ଇ-ରିକ୍ସାର ଶୁଭାରମ୍ଭ କରାଯାଇଛି । ସାଧାରଣ ଲୋକେ ସୁଲଭ ମୂଲ୍ୟରେ ଖେଦାପାଲିସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ଯିବା ଆସିବା
Read More...

ମନ୍ଦିର ପ୍ରତଷ୍ଠା ମହୋତ୍ସବ ଅବସରରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଶ୍ରୀ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ବିଗ୍ରହ ପ୍ରତିଷ୍ଠା ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବରଗଡ ବ୍ଲକ ଅନ୍ତର୍ଗତ ଖଣ୍ଡହତା ଠାରେ ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ମନ୍ଦିର ପ୍ରତିଷ୍ଠା କମିଟିର ସଭାପତି ରାଜକିଶୋର ଶତପଥୀ ଓ ସଂପାଦକ ମୋହନ ସାହୁ
Read More...

ବଲାଙ୍ଗିର ପୌର ପରିଷଦର ପ୍ରଥମ କାଉନ୍‌ସିଲ୍‌ ବୈଠକ ଅନୁଷ୍ଠିତ : ପାନୀୟ ଜଳ ଯୋଗାଣ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌର ପରିଷଦର ପ୍ରଥମ କାଉନ୍‌ସିଲ୍‌ ବୈଠକ ପୌର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ପୌର ଉପାଧ୍ୟକ୍ଷା ଗାୟତ୍ରୀ
Read More...

ଆଗଲପୁର ବ୍ଲକ ଭରସୁଜାରେ ବୃକ୍ଷ ରୋପଣ ସକାଶେ ଚାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର : (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଭରସୁଜାରେ ମା' ଛେଲିଆପାଟ ସଂଗଠନ ତରଫରୁ ବୃକ୍ଷ ରୋପଣ ସକାଶେ ନୂତନ ଚାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଂଗଠନର ଉପସଭାପତି କରୁଣାକର ପାତ୍ରଙ୍କ ଜନ୍ମଦିନ ଅବସରରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଆଗଲପୁର କଲ୍ୟାଣ ମଣ୍ଡପଠାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ଆଗଲପୁର କଲ୍ୟାଣ ମଣ୍ଡପଠାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ମେଳାକୁ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଓ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ
Read More...

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ପ୍ରଥମ ବର୍ଷ ଏମ୍‌ବିବିଏସ୍‌ ମେଡିକାଲ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ପ୍ରଥମ ବର୍ଷ ଏମ୍‌ବିବିଏସ୍‌ ମେଡ଼ିକାଲ ଛାତ୍ର ଇଶାନ୍ତ କୁମାର ହଷ୍ଟେଲର ୫ମ ମହଳାରୁ ଆଜି ଦିନ ଅଢେଇ ଟାରୁ ୩ଟା ସମୟ ମଧ୍ୟରେ କିପରି ଖସିପଡି ମୃତ୍ୟୁବରଣ କଲେ ସେ ନେଇ ସନ୍ଦେହ ଜାତ ହୋଇଛି । ଇଶାନ୍ତ କୁମାର ହରିୟାଣା
Read More...

ସମସ୍ୟାର ସମାଧାନ ପାଇଁ ମାଓ ଅଂଚଳ ଗ୍ରସ୍ତ କଲେ ଜିଲ୍ଲାପାଳ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାପାଳ ସ୍ବଧାଦେବ ସିଂ ଓ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଆଜି ବୋଡେନ ବ୍ଲକ ଭଇସାଦାନୀ ପଞ୍ଚାୟତ ଅନ୍ତର୍ଗତ ପାଟଦରା ଗ୍ରାମକୁ ଗ୍ରସ୍ତ କରିଥିଲେ । ଏହି ଅବସରରେ ଏକ ସାପ୍ତାହିକ ବଜାର ଉଦ୍‌ଘାଟନ କରିବା ସହ ଆଖପାଖ ଅଂଚଳର ଶତାଧିକ
Read More...

ବୀରମହାରାଜପୁର ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦ୍‌ଘାଟିତ

ବୀରମହାରାଜପୁର, (କେପିଏନ୍‌ଏସ୍‌) : ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମେହେରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ମେହେର ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦ୍‌ଘାଟନ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ଇଂଲିଶ ପ୍ରାଧ୍ୟାପିକା ଶ୍ରୀମତୀ
Read More...

ପାଟଣାଗଡ଼ ଜବାହରଲାଲ କଲେଜ ଶାଗୁଆନ ଗଛ କାଟିବା ଘଟଣା

ଉପଜିଲ୍ଲାପାଳ ଓ କଲେଜ ଅଧ୍ୟକ୍ଷଙ୍କ ନାମରେ ଥାନାରେ ଅଭିଯୋଗ କଲେ ସାପ୍ତାହିକ ଖବରକାଗଜର ସଂପାଦକ ପ୍ରହଲ୍ଲାଦ ପାଢ଼ିସଭାପତି ଓ କଲେଜ ଅଧ୍ୟକ୍ଷଙ୍କ ଜ୍ଞାତ ସାର ଶାଗୁଆନ ଗଛ କଟା ଯାଇଥିବା ଅଭିଯୋଗ ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପାଟଣାଗଡ଼ର ସାପ୍ତାହିକ ଖବରକାଗଜର ସମ୍ପାଦକ
Read More...