Monthly Archives

April 2022

ବେଙ୍ଗାଲୁରୁରେ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ୨୦୨୧ ପୂର୍ବରୁ ବିଭିନ୍ନ ବିଶ୍ୱବିଦ୍ୟାଳୟର ଅଂଶଗ୍ରହଣକାରୀଙ୍କ ସହ…

କେଆଇୟୁଜି ୨୦୨୧ ପାଇଁ ପ୍ରସ୍ତୁତି ଯାଞ୍ଚ କଲେ କ୍ରୀଡା ମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୁବ ମନ୍ତ୍ରୀ ତଥା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଜୈନ ବିଶ୍ୱବିଦ୍ୟାଳୟ ଗ୍ଲୋବାଲ କ୍ୟାମ୍ପସ-ଭେନ୍ୟୁର ମଲଖମ୍ବା ଏବଂ ଯୋଗାସାନ ସହିତ ୧୩ଟି କ୍ରୀଡା ବିଭାଗ ହଠାତ୍ ପରିଦର୍ଶନ
Read More...

ବରକାନୀରେ ୫୬ତମ ଶ୍ରୀରାମଳୀଳା ମହୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଅର୍ନ୍ତଗତ ବରକାନୀ ଗାଁରେ ଗତ ଶନିବାର ଦିନ ୫୬ତମ ରାମଳୀଳା ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ ମୁଖ୍ୟ ଅତିଥି, ଶୁକଦେବ ମେହେର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଗାଁର
Read More...

ଦିବ୍ୟ ଜୀବନ ସଂଘ ପକ୍ଷରୁ ପଥଚାରୀଙ୍କୁ ଦହି ପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିବ୍ୟ ଜୀବନ ସଂଘ ବଲାଙ୍ଗିର ପକ୍ଷରୁ ଟିଟିଲାଗଡ଼ ରୋଡ ସ୍ଥିତ ସଡକ ପରିବହନ କାର୍ଯ୍ୟଳୟ ଛକ ଓ ଗୋରୁ ବଜାର୍ ରାସ୍ତରେ ଦହି ପାଣି ସର୍ବତ୍ ପଥଚାରୀମାନଙ୍କ ପାଇଁ ସକାଳ ୮ ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଗତକାଲି ୨୪ ଏପ୍ରିଲ ୨୦୨୨ରୁ ୬ ସପ୍ତାହ ପର୍ଯ୍ୟନ୍ତ ବଣ୍ଟନ
Read More...

ବଣ୍ଡା ପିପିଲି ଅଙ୍ଗନବାଡ଼ି କାନ୍ଥରେ ଲାଗିଛି ନକ୍ସଲ ପୋଷ୍ଟର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ବଣ୍ଡାପିପିଲି ଅଙ୍ଗନବାଡ଼ି କାନ୍ଥରେ ନକ୍ସଲଙ୍କ ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି । ସେଥିରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପୁଲିସ ଇନ୍‌ଫର୍ମର ଭାବେ କାମ କରୁଥିବା ଲେଖାଯାଇଛି ।
Read More...

ଗଛ ଉପରୁ ଝୁଲନ୍ତା ଗଳିତ ମୃତଦେହ ଉଦ୍ଧାର : ହତ୍ୟା ନାଁ ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ଲରମ୍ଭା ଥାନା ଅନ୍ତର୍ଗତ ଚିଟିକାମାଲ ଗ୍ରାମ ନିକଟସ୍ଥ ଜଙ୍ଗଲ ପାଖରୁ ଏକ ଗଛ ଉପର ଝୁଲନ୍ତା ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତ ଦେହ ଲରମ୍ଭା ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଲରମ୍ଭା ପୋଲିସ କୌଣସି ସୂତ୍ରରୁ
Read More...

ବ୍ରାହ୍ମଣସାହି ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଲେଖକ କର୍ମଶାଳା ଆୟୋଜିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ରମ୍ଭା ଏନ୍‌.ଏ.ସି. ଅଧିନସ୍ଥ ବ୍ରାହ୍ମଣସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଞ୍ଜାମ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟଳୟ ତରଫରୁ ଭାଷା ଓ ସାହିତ୍ୟକୁ ନେଇ ପଠନ, ଆବୃତ୍ତି ଏବଂ ଲିଖନ ଉପରେ ବିଦ୍ୟାଳୟ ସ୍ତରୀୟ ଏକ ଶିଶୁ ଲେଖକ
Read More...

ପାହାଡଶ୍ରୀଗିଡ଼ା ଆଞ୍ଚଳିକ ଡିଗ୍ରୀ କଲେଜରେ ବିକାଶ ହସ୍ପିଟାଲ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ବ୍ଲକ ଅନ୍ତର୍ଗତ ପାହାଡଶ୍ରୀଗିଡ଼ା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ଓ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍ ପକ୍ଷରୁ ମିଳିତ ଭାବରେ ମହାବିଦ୍ୟାଳୟ ପରିସରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରକୁ ବିକାଶ ଗ୍ରୁପର
Read More...

ଜିଲ୍ଲା ସ୍ତରୀୟ ଇତିହାସ କଂଗ୍ରେସ ଉଦ୍‌ଘାଟିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁବାଷ ବୋଷ କନିଷ୍ଠ ମହାବିଦ୍ୟାଳୟରେ ରବିବାର ଦିନ ଜିଲ୍ଲା ସ୍ତରୀୟ ଇତିହାସ କଂଗ୍ରେସ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଏନ୍‌ଏସ୍‌ବି କନିଷ୍ଠ
Read More...

ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତୀୟ ପଞ୍ଚାୟତିରାଜ ଦିବସ ଏବଂ ସ୍ୱତନ୍ତ୍ର ଗ୍ରାମ ସଭା ପାଳନ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତୀୟ ପଞ୍ଚାୟତିରାଜ ଦିବସ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଦିବସକୁ ପାଳନ କରାଯିବା ସହ ଗ୍ରାମ ସଭା ପାଳନ କରାଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀ ମାନଙ୍କ ସହ ଅନେକ
Read More...

ବିଜାଖମନଠାରେ ଓଲଟି ପଡିଲା ପଥର ବୋଝେଇ ଟ୍ରାକ୍ଟର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରୁ ଟିଟିଲାଗଡ ଯାଇଥିବା ରାସ୍ତା ନିକଟସ୍ଥ ବିଜାଖମନ ଠାରେ ଭାରସାମ୍ୟ ହରାଇ ଏକ ପଥର ବୋଝେଇ ଟ୍ରାକ୍ଟର ଓଲଟି ପଡିଥିବା ଖବର ମିଳିଛି । ସୂଚନା ଅନୁସାରେ ବଲାଙ୍ଗିରରୁ ଟିଟିଲାଗଡ ଯାଇଥିବା ରାସ୍ତା ନିକଟସ୍ଥ ବିଜାଖମନ ଠାରେ ଭାରସାମ୍ୟ ହରାଇ ଏକ ପଥର
Read More...