Monthly Archives

April 2022

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ : ମଦ ମୃତ୍ୟୁ ଆଶଙ୍କା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ବରପଦର ଗ୍ରାମର ସୁମିତ ଅଦାବର(୨୦)ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ରାତିରେ ଘରେ ଖାଇସାରି ଶୋଇବାକୁ ଯାଇଥିଲେ କିନ୍ତୁ ସକାଳୁ ସେ ଉଠି ନଥିବାରୁ ତାଙ୍କ ଅଚେତ ଥିବା ଦେଖି ପାଟଣାଗଡ଼ ଡାକ୍ତରଖାନାକୁ
Read More...

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆର ପ୍ରକୋପ କମାଇବା ଓ ମୂଲ୍ୟବାନ ଜୀବନ ରକ୍ଷା କରିବା ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ଚିକିତ୍ସାଳୟ ସଭାକକ୍ଷଠାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି
Read More...

ସରପଞ୍ଚଙ୍କ ପ୍ରୟାସରେ ସରକାରୀ ଚାଉଳ ପହଞ୍ଚିଲା ହିତାଧିକାରୀଙ୍କ ପାଖରେ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅମ୍ବାଭୋନା ଗ୍ରାମ ପଞ୍ଚାୟତ ସରପଞ୍ଚ ଗୁଲାପି ଦାସଙ୍କ ଆଉ ଏକ ଅଭିନବ ପ୍ରୟାସ । ସରକାରୀ ଭତ୍ତା ପରେ ଏବେ ସରକାରୀ ଚାଉଳ ଅନାୟସରେ ପହଂଚିଛି ଲୋକଙ୍କ ପାଖରେ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ଲୋକଙ୍କୁ ଆସ୍ୱସ୍ତି ଦେବାକୁ ଯାଇ ଗାଁ ଗାଁ ବୁଲି
Read More...

ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ଭାରତୀୟ ରେଳବାଇର କୋଇଲା ଯୋଗାଣ ଜାରି

ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ କୋଇଲା ପରିବହନ ପାଇଁ ରେଳବାଇ ଦ୍ୱାରା ଅତିରିକ୍ତ ରେକ୍ ବ୍ୟବହାର୨୦୨୧ – ୨୨ ବର୍ଷ ପାଇଁ ରେଳବାଇ ମାଧ୍ୟମରେ ରେକର୍ଡ ୧୧୧ ମିଲିୟନ୍ ଟନ୍ କୋଇଲା ଯୋଗାଣବିଦ୍ୟୁତ୍ କ୍ଷେତ୍ରକୁ କୋଇଲାର ଲୋଡିଂକୁ ପ୍ରାଥମିକତା ଦେବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି
Read More...

ଆଜି ରାଉରକେଲା ବିକାଶ ମଞ୍ଚର ସଚେତନତା ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାର ସାମୂହିକ ବିକାଶ ପାଇଁ ରାଉରକେଲା ବିକାଶ ମଞ୍ଚ ପକ୍ଷରୁ ଆସନ୍ତାକାଲି (ମଙ୍ଗଳବାର) ଛେଣ୍ଡ ବିଏସ୍‌ଏନ୍‌ଏଲ୍‌ ଛକଠାରେ ଦ୍ଵିତୀୟ ପର୍ଯ୍ୟାୟ ସଚେତନତା ସମାବେଶ କରାଯିବ ବୋଲି ଜଣାପଡ଼ିଛି । ଏନେଇ ମଞ୍ଚର ଆବାହକ ଡଃ ସୁମନ
Read More...

ଚର୍ଚ୍ଚାରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟଣା : ଏଡିଏମ୍‌କୁ ସାକ୍ଷାତ କରି ଘଟଣାର ସଠିକ୍‌ କାର୍ଯ୍ୟାନୁଷ୍ଠାନ ପାଇଁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚର୍ଚ୍ଚାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜର ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟଣା । ଏପର୍ଯ୍ୟନ୍ତ ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନଥିବା ବେଳେ ଆଜି ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଖୁବ୍‌ ଶୀଘ୍ର ତଦନ୍ତ ଓ ସଠିକ୍‌
Read More...

ଭୀମ ଭୋଇ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟଣା : କଲେଜର ଡିନ୍‌କୁ ଭେଟିଲା ଏବିଭିପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୨ ତାରିଖରେ ଭୀମ ଭୋଇ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ର ହରିୟାଣାର ନିଶାନ୍ତ କୁମାରଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସନ୍ଦେହ ଘେରରେ ରହିଯାଇଛି । କିଛି ମାସ ପୂର୍ବରୁ ମଧ୍ୟ ଏହି କଲେଜର
Read More...

ସିକନ୍ଦରାବାଦର ଏକ ଦୁର୍ଘଟଣାରେ ଓଡିଆ ଯବାନଙ୍କ ମୃତ୍ୟୁ : ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ହେବ ଶେଷକୃତ୍ୟ

ଗଜପତି : ସିକନ୍ଦରାବାଦର ଏକ ଦୁର୍ଘଟଣାରେ ଓଡିଆ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ବିଏସଏଫ୍ ଯବାନ ଏମ୍ ରାମ ରାଜୁ । ଆଜି ତାଙ୍କର ମରଶରୀର ପୈତୃକ ଗାଁ ଖରଶଣ୍ଡାରେ ପହଞ୍ଚିବ । ଏହାପରେ ଯବାନଙ୍କ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ।
Read More...

୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଗୁଳିମାଡ଼ : ୨ ଗୁରୁତର

ବଡ଼ବିଲ : ବଡ଼ବିଲ ଉଲିବୁରୁରେ ୨ ଗୋଷ୍ଠୀ ମୁହାଁମୁହିଁ ପରେ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହଣାକଟା ଓ ଗୁଳି ଫୁଟିଥିବା ଜଣାପଡ଼ିଛି । ଏଥିରେ ୨ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ବଡ଼ବିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ଏହା ପୂର୍ବ
Read More...

ମହୁଲପାଲିର ଛାତ୍ର ଭୁବନେଶ୍ୱରରେ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ଗାଁର ଜଣାଶୁଣା ଚିତ୍ରଶିଳ୍ପୀ ନରେନ୍ଦ୍ର ବରିହାଙ୍କ ପୁଅ ଓମ୍‌ ଅଙ୍କିତ ବରିହା ନିଜ ଗାଁ ତଥା ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି । ନିକଟରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ରାଜଧାନୀ
Read More...