Monthly Archives

April 2022

ଡୁମାଲ ପରିଷଦ ଓଡିଶାର ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡୁମାଲ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିରର ସଭାପତି ସଂଜୟ କୁମାର ମହାକୁରଙ୍କ ସଭାପତିତ୍ୱରେ ଏକ କାର୍ଯ୍ୟକାରୀ କମିଟିର ବୈଠକ ଆରଟିଓ ଛକରେ ଥିବା ଭିକାରୀ ଚରଣ କର୍ମୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ
Read More...

ବଲାଙ୍ଗିରରେ ଉଚ୍ଚ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ : ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ନାଗରିକ କମିଟି

ସ୍ଥାନୀୟ ଛାତ୍ର ଛାତ୍ରୀଙ୍କୁ ନାମଲେଖା ପାଇଁ ୫୦% ସଂରକ୍ଷଣ ଦାବୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଏକ ପୁରୁଣା ସହର । ଏକଦା ଏଠାରେ ଶିକ୍ଷା ବ୍ୟବସ୍ଥା ଅନ୍ୟ ଅଞ୍ଚଳ ଅପେକ୍ଷା ଉନ୍ନତମାନର ଥିଲା । କିନ୍ତୁ ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବ୍ୟପର୍ଯ୍ୟସ୍ତ । ଜୁଲାଇ
Read More...

ନୃତ୍ୟ କର୍ମଶାଳା ଆୟୋଜିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନୃତ୍ୟଗୁରୁ ରିତେଶ ନିକଟରେ ଏକ ଦିନିକିଆ ନୃତ୍ୟ କର୍ମଶାଳାର ଆୟୋଜନ କରିଥିଲେ । ଏହି କର୍ମଶାଳାର ମୁଖ୍ୟ ଆଭିମୁଖ୍ୟ ହେଉଛି ପିଲାମାନେ ଜୀବନରେ ନୃତ୍ୟ ପ୍ରତି କିପରି ସମର୍ପିତ ହେବେ । ରିତେଶ ଆର୍‌ ଜେ.ଙ୍କ ଏହି କର୍ମଶାଳାକୁ ସଂଚଳନା କରିଥିଲେ ଆନ୍‌ଭି ଯିଏକି
Read More...

ଶ୍ରୀକ୍ଷେତ୍ର ପୁରୀରେ ଅଲ୍‌ ଓଡିଶା ଭେଟ୍‌ରେନ୍‌ ସୋଲଜରସ୍‌ ଏସୋସିଏସନ୍‌ର ବନ୍ଧୁ ମିଳନ ଅନୁଷ୍ଠିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଅଲ୍‌ ଓଡିଶା ଭେଟ୍‌ରେନ୍‌ ସୋଲଜରସ୍‌ ଏସୋସିଏସନ୍‌ ତଥା ପୁରୀର ପୂର୍ବତନ ସୈନିକ ଏବଂ ବୀର ନାରୀମାନଙ୍କ ମିଳିତ ଉଦ୍ୟମରେ ଶ୍ରୀ ଗୁଣ୍ଡିଚା ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଲ୍‌ ଓଡିଶା
Read More...

ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ୫ ଦିନ ପାଇଁ ଛୁଟି ରହିବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟର ସମସ୍ତ ସ୍କୁଲ ଆସନ୍ତାକାଲି ଠାରୁ ଛୁଟି ରହିବ । ମଙ୍ଗଳବାରଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଛୁଟି ରହିବ। ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରଖିବାକୁ ରାଜ୍ୟ
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର କେଫେଟରିଆ ସମସ୍ୟାକୁ ନେଇ ଭିସିଙ୍କୁ ସାକ୍ଷାତ କଲା ବଲାଙ୍ଗିର ଛାତ୍ର ପ୍ରତିନିଧି ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଥିବା କେଫେଟରିଆ ଉପରେ ଅନେକ ଛାତଛାତ୍ରୀ ତଥା ବିଶ୍ୱବିଦ୍ୟାଳୟର କର୍ମଚାରୀ ମାନେ ନିର୍ଭର କରନ୍ତି । କିନ୍ତୁ ଏହା ଆରମ୍ଭରୁ ହିଁ ଗୁଣାତ୍ମକ ଖାଦ୍ୟ ଯୋଗଇ ଆସୁଥିବା ବେଳେ ଏଠାରେ ପାନୀୟ ଜଳ ସୁବିଧା ମଧ୍ୟ ନାହିିଁ । ଏଥିପାଇଁ
Read More...

ବଡବାଙ୍କି ୱାର୍ଡ ନଂ ୧ ସାଲେଭଟାପଡାରେ ପାଣି ସମସ୍ୟା : ନଳକୂପ ମରାମତି ପାଇଁ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡବାଙ୍କି ୱାର୍ଡ ନଂ ୧ ସାଲେଭଟାପଡାର ନଳକୂପ ପ୍ରାୟ ପନ୍ଦର ଦିନ ହେବ ମରାମତି ନିମନ୍ତେ ଖୋଲି ଏଯାଏଁ ମରାମତି କରାଯାଇ ନ ଥିବା ଅଭିଯୋଗ ହେଉଛି । ଅନେକଥର ସରପଞ୍ଚକୁ ଗୁହାରି କରିଥିଲେ ସୁଦ୍ଧା ଏଯାଏଁ ଅଣଦେଖା
Read More...

ଘନଘୋର ଆର୍ଥିକ ସଂକଟ ପରେ ପାକିସ୍ତାନରେ ‘ବିଦ୍ୟୁତ୍’ ଝଟ୍‌କା : ଅସଂଭାଳ ଗ୍ରୀଷ୍ମରେ ଘନଘନ ବିଦ୍ୟୁତ୍ କାଟ

ଇସଲାମାବାଦ : ଘନଘୋର ଆର୍ଥିକ ସଂକଟ ପରେ ପାକିସ୍ତାନରେ 'ବିଦ୍ୟୁତ୍' ଝଟ୍‌କା ଦେଖିବାକୁ ମିଳିଛି । ଅସଂଭାଳ ଗ୍ରୀଷ୍ମରେ ଘନଘନ ବିଦ୍ୟୁତ୍ କାଟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆର୍ଥିକ ଦୃଷ୍ଟିରୁ ପାୱାର କଟ୍ ଏବେ ବଡ ସମସ୍ୟା ହୋଇ ଠିଆ ହୋଇଛି । ପ୍ରବଳ ଉତ୍ତାପରେ ପାକିସ୍ତାନରେ
Read More...

ଜିଜ୍ଞାସା ଶିକ୍ଷାନୁଷ୍ଠାନରେ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ୍ ଖରିଦପିପଳ ପଞ୍ଚାୟତ ଅନ୍ତର୍ଗତ ଦହମୁଣ୍ଡା ଜିଜ୍ଞାସା ଶିକ୍ଷାନୁଷ୍ଠାନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ଅଧ୍ୟକ୍ଷ ଶିବନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବାରବାଟିଆ ଜନାର୍ଦ୍ଦନ
Read More...

ପ୍ରେମ ମାନିଲାନି ଦେଶ ବିଦେଶ : ବୋହୂ ସାଜି ଜର୍ମାନୀର ଝିଅ ବଲାଙ୍ଗିର ପହଂଚିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରେମ ମାନିଲାନି ଦେଶ ବିଦେଶ । ସାତ ସମୁଦ୍ର ପାରହୋଇ ବଲାଙ୍ଗିରର ବୋହୂ ସାଜିଲେ ଜର୍ମାନୀର ଝିଅ ଏମା । ବିଦେଶୀ ସଂସ୍କୃତିରେ ଛୋଟରୁ ବଡ଼ ହୋଇଥିଲେ ମଧ୍ୟ ଆଜି ପ୍ରେମକୁ ଆପଣେଇ ନେଇ ଭାରତୀୟ ବୋହୂ ସାଜିଛନ୍ତି । ଏଭଳି ନିଆରା ବିବାହ ଦେଖିବାକୁ ମିଳିଛି
Read More...