Monthly Archives

April 2022

ବଲାଙ୍ଗିରର ପାନୀୟ ଜଳ ସମସ୍ୟାକୁ ନେଇ ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୁଖ୍ୟ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଉତ୍କଟ ପାନୀୟ ଜଳ ସମସ୍ୟା ସହିତ ବିପର୍ଯ୍ୟସ୍ତ ଜଳ ଯୋଗାଣ ବ୍ୟବସ୍ଥାକୁ ନେଇ ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୁଖ୍ୟ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହ
Read More...

ଆଗଲପୁର ବ୍ଲକରେ ଚୋରା ବାଲି ଚାଲାଣ ବେଳେ ତହସିଲ ବିଭାଗର ଚଢାଉ : ଟ୍ରାକ୍ଟର ଜବତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ବାଲି ଓ ପଥର ଚୋରା ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ବ୍ଲକରେ ମୁଖ୍ୟତଃ ବାଲି, ପଥର, ମୋରମ ଇତ୍ୟାଦି ଅଧିକ ପରିମାଣରେ ଚୋରି ହେଉଛି । ଲୋକେ ବେଖାତିର ଭାବରେ ଚୋରି କରିବାରେ ଲାଗି ପଡିଛନ୍ତି । ତହସିଲ ଅଫିସ ତରଫରୁ
Read More...

ମାଟ୍ରିକ ପରୀକ୍ଷା ସମୟ ସୂଚୀରେ ପରିବର୍ତ୍ତନ : ଦ୍ୱିତୀୟ ସିଟିଂ ପରୀକ୍ଷା ପ୍ରଥମ ସିଟିଂରେ ହେବ

କଟକ : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା ସମୟ ସୂଚୀରେ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଦ୍ବିତୀୟ ସିଟିଂରେ ପରୀକ୍ଷା ହେବନି । ଦ୍ବିତୀୟ ସିଟିଂର ପରୀକ୍ଷା ପ୍ରଥମ ସିଟିଂରେ ହେବ । ପ୍ରଥମ ସିଟିଂ ସକାଳ ୮ ରୁ ୧୦ ଯାଏ ହେବ ।
Read More...

ପୁରୀ ସମୁଦ୍ରରେ ଗାଧୋଉଥିବା ସମୟରେ ବୁଡି ଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ

ପୁରୀ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ସମୁଦ୍ରରେ ଗାଧୋଉଥିବା ସମୟରେ ବୁଡି ଯାଉଥିବା ଜଣେ ପର୍ୟ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ ।‌ ଉଦ୍ଧାର ହୋଇଥିବା ପର୍ୟ୍ୟଟକ ଜଣକ ଆସାମ ଅଞ୍ଚଳର ଜୟଶଙ୍କର ଚୌଧୁରୀ ବୋଲି ଜଣାପଡିଛି । ସୂଚନା ଅନୁସାରେ ବୁଧବାର ମଧ୍ୟାହ୍ନ ସମୟରେ ଜୟଶଙ୍କର ସମୁଦ୍ର
Read More...

ରାଉରକେଲା ବିକାଶ ମଞ୍ଚର ଦ୍ୱିତୀୟ ସଚେତନତା ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାର ସାମୂହିକ ବିକାଶ ପାଇଁ ରାଉରକେଲା ବିକାଶ ମଞ୍ଚ ପକ୍ଷରୁ ଦ୍ୱିତୀୟ ସଚେତନତା ସମାବେଶ ଛେଣ୍ଡ ସ୍ଥିତ ବିଏସ୍‌ଏନ୍‌ଏଲ୍‌ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ମଞ୍ଚର ଆବାହକ ଡଃ ସୁମନ ଦତ୍ତଙ୍କ ଆବାହକତ୍ୱ ଓ ଇଂ ଅଭୟକୁମାର
Read More...

ଚାକିରି ଆଶାୟୀ ଯୁବକ ଯୁବତୀଙ୍କ ସହ ସାଂଘାତିକ ଖେଳ : ବିନା ଅଧିକାରୀରେ ଉପନିୟୋଜନ କାର୍ଯ୍ୟାଳୟ

ପାଟଣାଗଡ଼, (ଗୋରେଖନାଥ ବରିହା) : ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ସମାଜର ପ୍ରତିଟି କ୍ଷେତ୍ରକୁ ପ୍ରଭାବିତ କରିଥିବା ବେଳେ ବିଶେଷ କରି ବହୁ ଯୁବକ ଯୁବତୀ ଚାକିରି ହରାଇଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ପୁଲିସ୍ ବିଭାଗଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ର ପାଇଁ ନିଯୁକ୍ତି ସୁଯୋଗ
Read More...

ବଲାଙ୍ଗିର ବ୍ଲକରେ ଡବ୍ଲ୍ୟଏସ୍‌ଏଚ୍‌ଜି ପାଇଁ ତାଲିମ କାର୍ଯ୍ୟକ୍ରମ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକରେ ଡବ୍ଲ୍ୟଏସ୍‌ଏଚ୍‌ଜି ପାଇଁ ତାଲିମ କାର୍ଯ୍ୟକ୍ରମ କରାଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମ ଟି ଓଏସ୍‌ଡିଏ ଦ୍ୱାରା ପ୍ରାୟୋଜିତ ହୋଇଥିବା ବେଳେ ଡବ୍ଲ୍ୟଏସ୍‌ଏଚ୍‌ଜି ପାଇଁ ନ୍ୟାସନାଲ୍
Read More...

କୃଷି ବିଜ୍ଞାନ କେନ୍ଦ୍ର ଠାରେ କୃଷକମାନଙ୍କୁ ତାଲିମ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର କୃଷି ବିଜ୍ଞାନ କେନ୍ଦ୍ର ଠାରେ କୃଷକମାନଙ୍କୁ ତାଲିମ ଦିଆଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଉଦ୍ୟାନ କୃଷିର ସମନ୍ୱିତ ବିକାଶ ଅଧୀନରେ ଉଦ୍ୟାନ କୃଷି ବିଭାଗ ଏବଂ କେ.ବି.କେ ବଲାଙ୍ଗିର ଦ୍ୱାରା ଏହା ଆୟୋଜିତ ହୋଇ କୃଷି ବିକାଶ
Read More...

ଆଗଲପୁର ବ୍ଲକ୍‌ରେ ପ୍ଲମ୍ବିଂ ଉପରେ ଏସ୍‌ଇଏମ୍‌ ମାନଙ୍କୁ ତାଲିମ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ରେ ଜଳ ଜୀବନ ମିଶନ୍ ଅନ୍ତର୍ଗତ ଏସ୍‌ଇଏମ୍‌ ମାନଙ୍କୁ ଜଳଯୋଗାଣ ଉପରେ ତାଲିମ ଦିଆଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏଥିରେ ବିଭାଗୀୟ ଅଧିକାରୀମାନେ ଯୋଗ ଦାନ କରି ଉପସ୍ଥିତ ଥିବା ଏସ୍‌ଇଏମ୍‌ ମାନଙ୍କୁ
Read More...

ହରିଶଙ୍କର ପାନ୍ଥ ନିବାସ ଏବଂ ସାରସ୍ ଫାର୍ମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ପରିଦର୍ଶନ ନେଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଆଜି ବଲାଙ୍ଗିର ଗସ୍ତରେ ଆସି ହରିଶଙ୍କର ପାନ୍ଥ ନିବାସ ଏବଂ ସାରସ୍ ଫାର୍ମକୁ ପରିଦର୍ଶନ କରିଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଶ୍ରୀ
Read More...