୨୦୨୧-୨୨ ଆର୍ଥିକ ବର୍ଷରେ ଜଳଜୀବନ ମିଶନ ଅଧୀନରେ ଓଡ଼ିଶାକୁ ମିଳିଛି ୩,୩୨୩.୪୨ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ
● ୨୭.୩.୨୦୨୨ ସୁଦ୍ଧା ରାଜ୍ୟର ମୋଟ ୪୧.୭୯ ପ୍ରତିଶତ ପରିବାରକୁ ଯୋଗାଇ ଦିଆଯାଇଛି ଟ୍ୟାପ ଜଳ ସଂଯୋଗ
ନୂଆଦିଲ୍ଲୀ, (ପିଆଇବି) : ଜଳ ଜୀବନ ମିଶନ ଅଧୀନରେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ର ଅଂଶଧନ ଆକାରରେ ୩,୩୨୩. ୪୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସେଥି ମଧ୍ୟରୁ ରାଜ୍ୟ!-->!-->!-->…
Read More...
Read More...