Daily Archives

ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ ଶିବିର ବୁଧବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ମନହୀରାଙ୍କ ଦ୍ୱାରା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ସରକାରୀ ଭୋକେସନାଲ ବିଦ୍ୟାଳୟର ଅଧ୍ୟାପିକା
Read More...

ନିଖିଳ ଓଡିଶା ବାଣାୟତ ଓଡିଆ ସମାଜର ସ୍ୱତନ୍ତ୍ର ଅଧିବେଶନ ଓ ନିର୍ବାଚନୀ ମହାସଭା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗୌରୀ ଶଙ୍କର କଲ୍ୟାଣମଣ୍ଡପ ପ୍ରାଙ୍ଗଣରେ ଛତ୍ରପୁର ନଗର ତାଲୁକା ବାଣାୟତ ଓଡିଆ ସମାଜର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିର୍ବାଚନୀ ମଧ୍ୟ ଅନୁଷ୍ଠିତ ହୋଇଛି । ନିଖିଳ ଓଡିଶା ବାଣାୟତ ଓଡିଆ ସମାଜର
Read More...

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସଇନ୍ତଲା, (ପ୍ରମୋଦ କୁମାର ସେଲ୍‌ମା) : ବଲାଙ୍ଗିର ଜିଲ୍ଲା ସଇନ୍ତଳା ଥାନା କୁଟୁରାମୁଣ୍ଡା ମହୁଲପଡା ନିକଟ ଡଙ୍ଗାବାହାଲର ଏକ ଗଛରୁ ସାବିତ୍ରୀ ଭୋଇ ନାମ୍ନୀ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛି । ପୁଲିସ ସୂତ୍ରରୁ
Read More...

ସ୍ମୃତି ସଂସଦ ତରଫରୁ କୋଶଳ ବାଲ୍ମିକୀ କବି ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ୯୭ତମ ଜୟନ୍ତୀ ପାଳିତ

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ଅନ୍ତର୍ଗତ ଗର୍ଭଣାଠାରେ ହେମଚନ୍ଦ୍ର ସ୍ମୃତି ସଂସଦ ତରଫରୁ କୋଶଳ ବାଲ୍ମିକୀ କବି ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ୯୭ତମ ଜୟନ୍ତୀ ବିଶିଷ୍ଟ ଶିକ୍ଷାବିତ ଗିରିଜା ଶଙ୍କର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ମୁଖ୍ୟବକ୍ତା ଭାବରେ ଅଧ୍ୟାପକ
Read More...

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଆଜି ଡକ୍ଟର ସଦାଶିବ ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଜୟଦେବ ଭବନରେ ସନ୍ଧ୍ୟା ୬ଟାରେ ଏକ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗାନ୍ଧୀନଗରରେ ବୈଶ୍ୱିକ ଆୟୁଷ ନିବେଶ ଓ ନବୋନ୍ମେଷ ଶିଖର ସମ୍ମିଳନୀ ଉଦ୍‌ଘାଟିତ

● ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କୁ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ନବୋନ୍ମେଷ ପାଇଁ କଲେ ପ୍ରଶଂସା● “ଆପଣଙ୍କ ଉଦ୍ୟମ ପାରମ୍ପରିକ ଔଷଧ ବ୍ୟବହାର କ୍ଷେତ୍ରରେ ଆଣିବ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ” ପ୍ରଧାନମନ୍ତ୍ରୀଙ୍କୁ କହିଲେ ମହାନିର୍ଦ୍ଦେଶକ●
Read More...

ହିନ୍ଦୁ ସଂଗଠିତ ନହେଲେ ସମ୍ବିଧାନ ମଧ୍ୟ ଆମକୁ ରକ୍ଷା କରିପାରିବ ନାହିଁ – ତୋଗାଡିଆ

ରାଉରକେଲା, (ସସ୍ମିତା ପ୍ରଧାନ) : କାଶ୍ମୀରଠାରୁ କୈରାନା ଯାଏ ଦିନକୁଦିନ ହିନ୍ଦୁମାନଙ୍କ ପଳାୟନ ଜାରୀ ରହିଥିବା ବେଳେ ଏ ଦେଶର ବିଭିନ୍ନ ଭାଗରେ ହିନ୍ଦୁମାନଙ୍କ ଜୀବନଧାରା ଦୁର୍ବିସହ ହେଉଛି । ଯେଉଁଠି ହିନ୍ଦୁ ମାନଙ୍କ ସଂଖ୍ୟା ହ୍ରାସ ପାଉଛି, ସେଠି ହିନ୍ଦୁ ହତ୍ୟା, ବଳାତ୍କାର ତଥା ଅମାନୁଷିକ
Read More...

ଖପ୍ରାଖୋଲରେ ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର : ୩୦୦ ଦିନ ପୂରଣ କରିଥିବା ଶ୍ରମିକଙ୍କ ସହ ଭଲ ପ୍ରଦର୍ଶନ କରିଥିବା…

ହାତ ଗଣତି ଶ୍ରମିକଙ୍କୁ ନେଇ ଜନଶୁଣାଣୀ ଶିବିର ଶେଷ ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ନୂତନ ସଭା ଗୃହଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ଆଇସିଡ଼ିଏସ୍‌ ଯୋଜନା, ମମତା
Read More...

ଖପ୍ରାଖୋଲରେ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର : ୮୪୦ ଜଣ ରୋଗୀ ଚିକିତ୍ସିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁଷମାନ ଭାରତ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ମେଡିକାଲ ଅଫିସର ଡା ସୁରଜ କୁମାର ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...