Daily Archives

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଥମ ଶ୍ରେଣୀର ଅଭିଭାବକ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ଶ୍ରେଣୀର ଅଭିଭାବକ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାନୀୟ ସଭାପତି ଦ୍ବାଦଶ କୁମାର ପଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି
Read More...

ପ୍ରାକୃତିକ ତୈଳର ସଂରକ୍ଷଣ ଆଗାମୀ ସମୟର ସ୍ୱାଧୀନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱର ତାପମାତ୍ରା ବୃଦ୍ଧି ସହ ଜୀବନ ଦୁର୍ବିସହ ହୋଇ ପଡିଥିବା ବେଳେ ଆମ ପୃଥିବୀର ସଂଚିତ ପ୍ରାକୃତିକ ସଂପଦର ଅବିଚାରିତ ବ୍ୟବହାର ଆଗାମୀକୁ ଅନ୍ଧକାରମୟ କରି ଦେବାର ସଙ୍କେତ ଦେଲାଣି । ବିଶେଷ କରି ପ୍ରାକୃତିକ ତୈଳ, ଗ୍ୟାସ ଅସରନ୍ତି ନୁହେଁ । ତେଣୁ ଏହାର
Read More...

ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ପକ୍ଷରୁ ଜଗନ୍ନାଥାଷ୍ଟକମ ପାଠ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ଚତୁର୍ଥ ଦିବସରେ ଗତକାଲି ଲାଠିକଟା ଜଗନ୍ନାଥ ମନ୍ଦିରରେ ଜଗନ୍ନାଥାଷ୍ଟକମ୍ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଶ୍ରୀଜଗନ୍ନାଥଙ୍କ ପାଖରେ ପୂଜାର୍ଚନା ଅନୁଷ୍ଠିତ ହେଲାପରେ ଶ୍ରୀମନ୍ଦିରର ସୁରକ୍ଷା ଉଦେଶ୍ୟରେ
Read More...

ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟଙ୍କ ତିରୋଧାନ ଦିବସ ଅବସରରେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱେଛାକୃତ…

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଦର ମହକୁମା ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଜନ ନେତା
Read More...

୨୦୦ ୟୁନିଟ୍ ଦେୟମୁକ୍ତ ବିଜୁଳି ଆନ୍ଦୋଳନ ପାଇଁ ଅତାବିରାରେ ଆମ୍ ଆଦମୀ ପାର୍ଟିର ପ୍ରସ୍ତୁତି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜୁଳି ଏକ ମୌଳିକ ଆବଶ୍ୟକତା ହୋଇଥିବା ବେଳେ ଏହାର ମାତ୍ରାଧିକ ଦର ବୃଦ୍ଧି କରି ରାଜ୍ୟ ସରକାର  ସାଧାରଣ ଲୋକଙ୍କ ଉପରେ ଶୋଷଣ କରୁଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଦିଲ୍ଲୀରେ ଯେପରି ସମସ୍ତଙ୍କୁ ୨୦୦ ୟୁନିଟ ବିଜୁଳି ଫ୍ରୀ ଦିଆଯାଉଛି ସେହିପରି
Read More...