Daily Archives

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୨୨୦ ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ୧୩୮ ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କୋଭିଡ କଟକଣା ହେତୁ ଦୀର୍ଘ ଦିନରୁ ସ୍ଥଗିତ ରହିଥିବା ଯୁଗ୍ମ ଅଭିଯୋଗ ଶୁଣାଣି ପୁନର୍ବାର ପୂର୍ବପରି ଚାଲୁ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ
Read More...

ପାଣିରେ ବୁଡ଼ି ଯୁବ ବୈଜ୍ଞାନିକ ମୃତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଝାରପାଲି ଗ୍ରାମର ଯୁବ ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନଙ୍କ ଆଜି ଅକାଳ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଗାଁ ପୋଖରୀରେ ଗାଧୋଉଥିବା ବେଳେ ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ ।
Read More...

ତିନି ଦିନିଆ ପାରମ୍ପରିକ ବିହନ ଓ ଖାଦ୍ୟ ମେଳା ଉଦ୍‌ଘାଟିତ : ଓଡିଶା ସହିତ ଅନ୍ୟ ତିନି ରାଜ୍ୟର ଚାଷୀ ସାମିଲ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ କଂସିଲଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ସୋମବାର ଠାରୁ ତିନିଦିନିଆ ପାରମ୍ପରିକ ବିହନ ଓ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ମେଳାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି
Read More...

କେନ୍ଦ୍ରମନ୍ତ୍ରୀ ସାଧ୍ଵୀ ନିରଞ୍ଜନ ଜ୍ୟୋତିଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ ଓ କାର୍ଯ୍ୟ ସମୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଖାଉଟି ବ୍ୟାପାର ଖାଦ୍ୟ ସାଧାରଣ ବଣ୍ଟନ ଓ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସାଧ୍ଵୀ ନିରଞ୍ଜନ ଜ୍ୟୋତି ଗତକାଲି ଓ ଆଜି ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଗ୍ରାମ୍ୟଉନ୍ନୟନ ସଂସ୍ଥାର ସଭାଗୃହରେ ବଲାଙ୍ଗିର ଆକାଂକ୍ଷୀ ଜିଲ୍ଲା
Read More...

କନ୍ଧମାଳରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ, ୨୭ ଜଣଙ୍କର ଶୁଣାଣି ହେଲା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦୀର୍ଘ ଦୁଇ ବର୍ଷ ପରେ ସୋମବାର ଦିନ ଖୋଲିଛି କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ । ଯାହାକୁ ନେଇ ଜିଲ୍ଲାବାସୀ ଖୁସି ବ୍ୟକ୍ତ କରିଛନ୍ତି । ସେହିପରି ସୋମବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି ।
Read More...

୨୦ରେ ସୁନ୍ଦରଗଡ଼ ଆସୁଛନ୍ତି ତୋଗାଡିଆ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱହିନ୍ଦୁ ପରିଷଦକୁ ଛାଡି ୨୦୧୮ ମସିହାରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଗଠନ କରିଥିବା ବିଶ୍ୱବିଖ୍ୟାତ କେନସର ସର୍ଜନ ଡକ୍ଟର ପ୍ରବୀଣ ଭାଇ ତୋଗାଡିଆ ଆସନ୍ତା ୨୦ ତାରିଖ ଦିନ ସୁନ୍ଦରଗଡ଼ ଗସ୍ତରେ ଆସୁଥିବା ଜଣାପଡିଛି । ତୋଗାଡିଆଙ୍କ ଗସ୍ତକୁ ନେଇ
Read More...

୧୨ ଦିନ ହେଲା ଜଳ ଯୋଗାଣ ବନ୍ଦ : ପାଣି ପାଇଁ ଡହଳବିକଳ ଚାଞ୍ଚେର ଗ୍ରାମବାସୀ

କଳାହାଣ୍ଡି, (ପି.କେ. ସାହୁ) : ବର୍ତ୍ତମାନ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଲୋକେ ପାଣି ଟିକକ ପାଇଁ ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି ଏହାକୁ ଦୃଷ୍ଟିରେ ରଖି ସରକାର ବସୁଧା ଯୋଜନାରେ ଘରକୁ ଘର ପାଇପ୍ ଯୋଗେ ପାଣି ଯୋଗାଣ କରୁଛନ୍ତି । ହେଲେ ଦୀର୍ଘ ୧୨ ଦିନ ହେଲା କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ
Read More...

ରାସ୍ତା ନଥିବାରୁ ପହଞ୍ଚିଲାନି ଆମ୍ବୁଲାନ୍ସ : ୭ କିମି ଭାରରେ ବୁହା ହେଲେ ରୋଗୀ

କଳାହାଣ୍ଡି, (ପି. କେ. ସାହୁ) : ବଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକର ବହୁ ଗାଁକୁ ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସ୍ବାଧୀନତାର ୭୫ ବର୍ଷ ପରେ ବି ଏଠାକାର ଅଧିବାସୀଙ୍କୁ ଏଯାଏଁ ମିଳିନି ମୌଳିକ ସୁବିଧା । ନିର୍ବାଚନ ଆସିଲେ ବହୁ ସୁନେଲି
Read More...

ବଲାଙ୍ଗିରରେ ପ୍ରଥମ ଲେଜର ଅପରେସନ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌): ବଲାଙ୍ଗିରସ୍ଥିତ ସମଲେଶ୍ୱରୀ ମଲ୍‌ଟି ସ୍ପେସାଲିଟି ହସପିଟାଲରେ ପ୍ରଥମ କରି ଲେଜର ଅପରେସନ ଆରମ୍ଭ ହୋଇଛି । ରୋଗୀ ଧର୍ମେନ୍ଦ୍ର ମିଶ୍ର ବହୁଦିନ ଧରି ମଳଦ୍ୱାରରେ ରକ୍ତ କ୍ଷରଣ ହେତୁ ବହୁତ କଷ୍ଟ ପାଉଥିଲେ । ଡ.ଅଶ୍ୱିନୀ ପୂଜାରୀଙ୍କ ପରାମର୍ଶକ୍ରମେ ସେ ପାଇଳ୍ସ
Read More...

ଭିଜିଲାନ୍ସ ଜାଲରେ ଜମନକିରା ରାଜସ୍ଵ ନିରୀକ୍ଷକ ମନୋଜ ମହାନନ୍ଦ

କୁଚିଣ୍ଡା : ଲାଞ୍ଚ ନେବା ବେଳେ ଜମନକିରା ରାଜସ୍ଵ ନିରୀକ୍ଷକ ମନୋଜ ମହାନନ୍ଦ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡିଛି । ସୂଚନା ଅନୁସାରେ ଜମି ବିଭାଜନ ପାଇଁ ୯ ହଜାର ଟଙ୍କା ଲାଞ୍ଚ ନେଇଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଛି ।
Read More...