Daily Archives

‘ବିର୍ସା ମୁଣ୍ଡା – ଜନଜାତୀୟ ନାୟକ’ ପୁସ୍ତକ ଉନ୍ମୋଚନ କଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଳାସପୁରସ୍ଥିତ ଗୁରୁ ଘାସିଦାସ ବିଶ୍ୱବିିଦ୍ୟାଳୟର କୁଳପତି, ପ୍ରଫେସର ଆଲୋକ ଚକ୍ରବାଲଙ୍କ ଲିଖିତ ପୁସ୍ତକ “ବିର୍ସା ମୁଣ୍ଡା - ଜନଜାତୀୟ ନାୟକ'ର ଉନ୍ମୋଚନ କରିଛନ୍ତି । ଏହି ଅବସରରେ
Read More...

ବେଲପଡା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ ଏବଂ ଡାକ୍ତରଖାନା ପରିଦର୍ଶନ

ବେଲପଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକରେ ନବ ନିର୍ବାଚିତ ଅଧ୍ୟକ୍ଷା କୁମାରୀ ଟିନା କୁମ୍ଭାର ଏବଂ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟା ଏବଂ ସଭ୍ୟମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ
Read More...

ଯୁବକଣ୍ଠ ଶିଳ୍ପୀ ସୁମନଙ୍କ ଶୁଭ ମନାସି ସାମୂହିକ ଦୀପ ପ୍ରଜ୍ୱଳନ

ମ.ରାମପୁର, (ହେମନ୍ତ ସାହୁ) : କିଡ଼ନୀ ରୋଗରେ ଆକ୍ରାନ୍ତ ଯୁବକଣ୍ଠ ଶିଳ୍ପୀ ସୁମନ ଶେଖରଙ୍କ ପାଇଁ ଏବେ ଚାରିଆଡ଼େ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଅର୍ଥ ସଂଗ୍ରହ କରି ସୁମନଙ୍କୁ ସହାୟତାର ହାତ ବଢାଉଛନ୍ତି ସୁମନ ପ୍ରେମୀମାନେ । ଗତକାଲି ସୁମନଙ୍କ ବାପା ରମେଶଚନ୍ଦ୍ର ମିଶ୍ର ଜଣେ ଆଦର୍ଶ
Read More...

ସରସ୍ୱତୀ ବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଲେ ବିଶ୍ୱବନ୍ଦନୀୟା ମା’ ତାରାତାରିଣୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱବନ୍ଦନୀୟା ମା’ ତାରାତାରିଣୀଙ୍କ ଚୈତ୍ରପର୍ବ ମଙ୍ଗଳବାର ତୃତୀୟ ପାଳି ଅବସରରେ ସରସ୍ବତୀ ବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ସୋମବାର ରାତି ସାଢେ ୧ଟାରେ ମନ୍ଦିର ଦ୍ୱାର ଫିଟା ପରେ ଦେବୀଙ୍କ ବିଧିବଦ୍ଧ ନୀତିକ୍ରାନ୍ତି ଅନୁଷ୍ଠିତ
Read More...

ସୂଚନା ଅଧିକାର ଆଇନରେ ତଥ୍ୟ ମିଳୁନି, ସନ୍ଦେହ ଘେରରେ ସମବାୟ ବିଭାଗ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ସମବାୟ ବିଭାଗ ଅଧିନ ଲୋଇସିଂହା ଓ ଆଗଲପୁର ବ୍ଲକର ବିଭିନ୍ନ ପ୍ରାଥମିକ କୃଷି ସେବା ସମବାୟ ସମିତି (ପେକ୍ସ) ଗୁଡିକରେ ଗତ ଛଅ ମାସ ତଳେ ସହକାରୀ ସମ୍ପାଦକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ଦିଆଯାଇଥିଲା । ତେବେ ଏହି ନିଯୁକ୍ତିରେ ସେତେବେଳେ
Read More...

ଶ୍ରୀହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଇଁ କଳସ ଯାତ୍ରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ଗ୍ରାମରେ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ନିମନ୍ତେ ୨୪ ପ୍ରହର ନାମଯଜ୍ଞ ପାଇଁ ଏକ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଣ୍ଟିଆଗଡ଼, ମୟୁରପଦା, ଖଟୁଆକୁଦା, ଗୋଖର କୁଦା, ହୁମ୍ମା,
Read More...