Monthly Archives

March 2022

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଆଗଲପୁର ଗ୍ରା.ପ.ରୁ ୨ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୮ରୁ ଜଣେ, ସଇଁତଲା ବ୍ଲକ ସଇଁତଲା ଗ୍ରା.ପ.ରୁ ଜଣେ
Read More...

ମୋନିକା ସିଂ ଭୋଇ ଚତୁର୍ଥ ଥର ପାଇଁ ସଇଁତଲା ବ୍ଲକ ଅଧ୍ୟକ୍ଷା ନିର୍ବାଚିତ ହେଲେ : ଶାସକ ବିଜେଡି ଦଳ ନିରାଶ, କଂଗ୍ରେସ…

ସଇଁତଲା, (ପ୍ରମୋଦ ସେଲମା) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଇଁତଲା ବ୍ଲକ ଅଧ୍ୟକ୍ଷା ଆସନ ପୂର୍ବ ଥର ପରି କଂଗ୍ରେସ ଦଳ ନିଜ ଖାତାକୁ ନେବାରେ ସଫଳ ହୋଇଛି । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ୨୨ ଟି ପଞ୍ଚାୟତର ସମିତି ସଭ୍ୟ ପାଇଁ ନିର୍ବାଚନ ହୋଇଥିବା ବେଳେ ଆସନ ମଧ୍ୟରୁ ଚଳିତ
Read More...

ସରିତା ବାଗ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ହେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ଭାବେ ବିଡ଼ିଘାଟ ସମିତି ସଭ୍ୟା ଶ୍ରୀମତୀ ସରିତା ବାଗ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଶନିବାର ବ୍ଲକ ଅଧ୍ୟକ୍ଷା ନିର୍ବାଚନ ପ୍ରକ୍ରିୟାରେ ଶ୍ରୀମତୀ ବାଗ ଏକମାତ୍ର ପ୍ରାର୍ଥିନୀ ଭାବେ ନାମାଙ୍କନ ଦାଖଲ କରିଥିଲେ ।
Read More...

କିରାବାହାଲରୁ ବନ ବିଭାଗ ଦ୍ୱାରା ୨୧ଟି ଶାଗୁଆନ କାଠ ଗଣ୍ଡି ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ରେଞ୍ଜ ଅନ୍ତର୍ଗତ କିରାବାହାଲରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୧ଟି ଶାଗୁଆନ କାଠ ଗଣ୍ଡି ଜବତ କରାଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାରଙ୍କ ନେତୃତ୍ୱରେ ପାଢେଲ ବନ ବିଭାଗର ଅଧିକାରୀ
Read More...

ପ୍ରଶାନ୍ତ ମହାରଣା ହେଲେ ମ.ରାମପୁର ନାଏବ ସରପଞ୍ଚ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପଞ୍ଚାୟତର ନାଏବ ସରପଞ୍ଚ ହେଲେ ପ୍ରଶାନ୍ତ ମହାରଣା(ପିଙ୍କୁ) । ଗୌଡ଼ପଡ଼ା ୱାର୍ଡ଼ ସଭ୍ୟ ରହିଥିବା ପ୍ରଶାନ୍ତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ତାଙ୍କ ସହିତ ଆଉ ଦୁଇଜଣ ପ୍ରତିଦ୍ୱନ୍ଦୀ ରହିଥିଲେ ଏବଂ ଆଉ ଜଣେ
Read More...

ଯୁବରାଣୀ ସାହୁ ନିଦ୍ୱର୍ନ୍ଦରେ ହେଲେ ବମକ ନାଏବ ସରପଞ୍ଚ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବମକ ପଞ୍ଚାୟତରେ ଯୁବରାଣୀ ସାହୁ ନିଦ୍ୱର୍ନ୍ଦରେ ନାଏବ ସରପଞ୍ଚ ମନୋନୀତ ହେଇଛନ୍ତି । ସେ ନାଏବ ସରପଞ୍ଚ ମନୋନୀତ ହେବା ପରେ ତାଙ୍କୁ ଗ୍ରାମପଞ୍ଚାୟତ ଓ ୱାର୍ଡ଼ ସଭ୍ୟସଭ୍ୟାଙ୍କ ତରଫରୁ ସ୍ୱାଗତସମ୍ବର୍ଦ୍ଧନା ଜ୍ଞାପନ
Read More...

ବମକ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ : ପତ୍ନୀଙ୍କଠାରୁ ପତି ନେଲେ ଦାୟିତ୍ୱ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବମକ ଗ୍ରାମପଞ୍ଚାୟତର ସରପଞ୍ଚ ଭାବରେ ରୋମାଞ୍ଚ ସାହୁ(ରାଷ୍ଟ୍ର) ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ସରପଞ୍ଚ ଭାବରେ ସେ ବିଦାୟୀ ସରପଞ୍ଚ ତଥା ନିଜ ଧର୍ମପତ୍ନୀଙ୍କ ପାଖରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ରୋମାଞ୍ଚ
Read More...

ସିଂହପୁର ସରପଞ୍ଚ ଉଚ୍ଛବ ପଧାନଙ୍କ ଦାୟିତ୍ୱ ଗ୍ରହଣ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସିଂହପୁର ସରପଞ୍ଚ ଭାବରେ ଉଚ୍ଛବ ପଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହି ପଞ୍ଚାୟତର ଦ୍ୱିତୀୟ ସରପଞ୍ଚ ହେଇଥିବା ବେଳେ ପ୍ରଥମ ସରପଞ୍ଚ ବିଦ୍ୟାଧର ପାତ୍ରଙ୍କ ପାଖରୁ ସେ ଦାୟିତ୍ୱ ନେଇଥିଲେ । ଏକ ଭବ୍ୟ ସ୍ୱାଗତ
Read More...

ଭାରସାମ୍ୟ ହରାଇ ୫୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌

ମାଧପୁର : ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ କିଆକଟା ପୂର୍ତ୍ତ ରାସ୍ତାର ପୁରୁଣା ମାଣତ୍ରି ନାଳ ଉପରେ ଆଜି ଏକ ଟ୍ରକ୍‌ ଭାରସାମ୍ୟ ହରାଇ ୫୦ ତଳକୁ ଖସିପଡିଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ସମୟରେ ଟ୍ରକ୍‌ଟି ମାଧପୁର ଦିଗରୁ ଆଠମଲ୍ଲିକ
Read More...

ଶ୍ରୀମତୀ ଦମୟନ୍ତୀ ନାଏକଙ୍କ ଉଲବା ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ଵ ଗ୍ରହଣ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ଉଲବା ପଞ୍ଚାୟତର ଦାୟିତ୍ଵ ଗ୍ରହଣ କଲେ ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ନାଏକ । ଶ୍ରୀମତୀ ନାଏକ ଲଗାତର ଭାବେ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ସେ ଉଲବା ପଞ୍ଚାୟତରେ ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Read More...